ETV Bharat / bharat

5 ଦିନରେ 755 ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦେବେ ତେଲେଙ୍ଗାନା ସରକାର

author img

By

Published : Apr 26, 2021, 10:38 AM IST

ତେଲେଙ୍ଗାନା ସରକାରଙ୍କ ବଡ ନିଷ୍ପତି । 5 ଦିନ ମଧ୍ୟରେ 114 ଡାକ୍ତରଖାନାରେ 755 ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଦେବେ ନିଯୁକ୍ତି । ଅଧିକ ପଢନ୍ତୁ...

5 ଦିନରେ 755 ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦେବେ ତେଲେଙ୍ଗାନା ସରକାର
5 ଦିନରେ 755 ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦେବେ ତେଲେଙ୍ଗାନା ସରକାର

ହାଇଦ୍ରାବାଦ: ମହାମାରୀ କୋରୋନା ସମୟରେ ତେଲେଙ୍ଗାନା ସରକାରଙ୍କର ବଡ ନିଷ୍ପତି । 114 ଡାକ୍ତରଖାନାରେ 755 ଜଣ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି କରିବାକୁ ତେଲେଙ୍ଗାନା ସରକାର ନିଷ୍ପତ୍ତି ନେଇଛନ୍ତି । କୋରୋନାରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ଡାକ୍ତରଖାନାରେ ପର୍ଯ୍ୟାପ୍ତ କର୍ମଚାରୀ ନିଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ନିଷ୍ପତ୍ତି ନେଇଛନ୍ତି।

144 ଜଣ ଡାକ୍ତର, 527 ନର୍ସ ଏବଂ 84 ଲ୍ୟାବ ଟେକ୍ନିସିଆନଙ୍କ ସମେତ 755 ଟି ପଦବୀକୁ ମଞ୍ଜୁର କରିଛନ୍ତି ତେଲେଙ୍ଗାନା ସରକାର । 5 ଦିନ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ଜିଲ୍ଲା କଲେକ୍ଟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ତେଲେଙ୍ଗାନା ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.