ETV Bharat / bharat

ଶତାୟୁ ପରିବେଶବିତ୍ ପଦ୍ମଶ୍ରୀ ତିମ୍ମକାଙ୍କୁ ସମ୍ବର୍ଦ୍ଧିତ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ - ପଦ୍ମଶ୍ରୀ ତିମାକାଙ୍କୁ

ବିଶିଷ୍ଟ ପରିବେଶବିତ ପଦ୍ମଶ୍ରୀ ତିମାକାଙ୍କୁ ସମ୍ବର୍ଦ୍ଧିତ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ବିଶିଷ୍ଟ ପରିବେଶବିତ ପଦ୍ମଶ୍ରୀ ତିମ୍ମକାଙ୍କୁ ସମ୍ବୋଧିତ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

author img

By

Published : May 18, 2022, 9:39 PM IST

Updated : May 18, 2022, 10:09 PM IST

ହାଇଦ୍ରାବାଦ: ଶତାୟୁ ବିଶିଷ୍ଟ ପରିବେଶବିତ ପଦ୍ମଶ୍ରୀ ତିମ୍ମାକ୍କାଙ୍କୁ ସମ୍ମାନିତ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେର ରାଓ । ପରିବେଶ ସହ ନିଜ ଜୀବନଙ୍କୁ ବଦଳାଇ ଦେଇଥିବା କର୍ଣ୍ଣାଟକର ଶତାୟୁ ବୃଦ୍ଧା ତିମକାଙ୍କୁ କେନ୍ଦ୍ର ସରକାର ସମ୍ମାନଜନକ ପଦ୍ମଶ୍ରୀରେ ସମ୍ମାନିତ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ କେ.ସି.ଆର ତିମ୍ମକାଙ୍କୁ ଗ୍ରାମୀଣ ତଥା ସହରାଞ୍ଚଳ ପ୍ରଗତି ନିୟୋଜନ ସମୀକ୍ଷା ବୈଠକକୁ ନିମନ୍ତ୍ରଣ କରିଥିଲେ । ସେଠାରେ ଉପସ୍ଥିତ ମନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କ ସହ ପରିଚୟ ମଧ୍ୟ କରାଇଥିଲେ । ସମସ୍ତଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ତିମ୍ମକାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶତାୟୁ ପରିବେଶବିତ ତିମ୍ମକା ମଧ୍ୟ ଉପସ୍ଥିତ ସମସ୍ତଙ୍କୁ ଆର୍ଶୀବାଦ କରିଥିଲେ ।

କାର୍ଯ୍ୟକ୍ରମରେ ତିମ୍ମକାଙ୍କୁ ମଧ୍ୟ ପରିବେଶ ପ୍ରତି କେ ସି ଆର ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିବାକୁ ଭୁଲି ନାହାନ୍ତି । ତିମ୍ମକାଙ୍କୁ କହିଛନ୍ତି ଯେ ତେଲେଙ୍ଗାନାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କେସିଆର କଠିନ ପରିଶ୍ରମ କରୁଛନ୍ତି । କୃଷି, ବନ ବିଭାଗ ଇତ୍ୟାଦି କ୍ଷେତ୍ରରେ ରାଜ୍ୟକୁ ଆଗେଇ ନେବାରେ କେ.ସିଆରଙ୍କ ସରକାର ଭଲ କାମ କରୁଛି । ଆଜି ପ୍ରାକୃତିକ ସୁରକ୍ଷା କ୍ଷେତ୍ରରେ ତେଲେଙ୍ଗାନା ଦେଶରେ ଆଗଧାଡିର ରାଜ୍ୟ ଭାବେ ମାନ୍ୟତା ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 18, 2022, 10:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.