ETV Bharat / bharat

ତାଉ'ତେ ପ୍ରଭାବ: କ୍ଷୟକ୍ଷତି ନେଇ ସୂଚନା ଦେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ

author img

By

Published : May 18, 2021, 3:34 PM IST

ବତ୍ୟା ତାଉ'ତେ ପ୍ରଭାବରେ ଗୁଜୁରାଟରେ 3ଜଣ ଲୋକ ପ୍ରାଣ ହରାଇଥିବାବେଳେ ପ୍ରାୟ 40 ହଜାର ଗଛ ଉପୁଡି ପଡିଛି ଓ 16 ହଜାର 500 ଘର ଭାଙ୍ଗି ଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ତାଉ'ତେ ପ୍ରଭାବ : କ୍ଷୟକ୍ଷତି ନେଇ ସୂଚନା ଦେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ

ଗାନ୍ଧୀନଗର: ସୋମବାର ରାତିରେ ବତ୍ୟା ତାଉ'ତେ ଗୁଜୁରାଟ ପଶ୍ଚିମ ଉପକୂଳରେ ଲ୍ୟାଣ୍ଡଫଲ କରିଥିଲା । ଏହାର ପ୍ରଭାବରେ ଗୁଜୁରାଟରେ ହୋଇଥିବା କ୍ଷୟକ୍ଷତି ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ । ବାତ୍ୟାର ପ୍ରଭାବରେ ରାଜ୍ୟରେ ପ୍ରାୟ 3ଜଣ ଲୋକ ପ୍ରାଣ ହରାଇଥିବାବେଳେ ପ୍ରାୟ 40 ହଜାର ଗଛ ଉପୁଡି ପଡିଛି ଓ 16 ହଜାର 500 ଘର ଭାଙ୍ଗି ଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ।

ରାତି 11:30 ମିନିଟରେ ବାତ୍ୟା ତାଉ'ତେ ଲ୍ୟାଣ୍ଡଫଲ କରିବା ପରେ ଗୁଜୁରାଟରେ ଦୀର୍ଘ 3 ଘଣ୍ଟା ଧରି ତାଣ୍ଡବ ରଚାଇଥିଲା ତାଉ'ତେ । ଏନେଇ ଆଇଏମଡି ତରଫରୁ କୁହାଯାଇଛି । ଏହି ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ 190 କିଲୋମିଟର ରହିଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.