ETV Bharat / bharat

ବାୟୁସେନା ପାଇଁ ପରିବହନ ବିମାନ ନିର୍ମାଣ କରିବ TATA - ଭାରତୀୟ ବାୟୁସେନା ପାଇଁ ପରିବହନ ବିମାନ

ବାୟୁସେନା ପାଇଁ ପରିବହନ ବିମାନ C-295 ନିର୍ମାଣ କରିବ ଟାଟା କମ୍ପାନୀ । ଗୁଜୁରାଟର ଭଦୋଦରାରେ ଥିବା ଟାଟା ଏୟାରବେସରେ ହେବ ବିମାନର ନିର୍ମାଣ (C 295 transport aircraft) । ଅଧିକ ପଢନ୍ତୁ

ବାୟୁସେନା ପାଇଁ ପରିବହନ ବିମାନ ନିର୍ମାଣ କରିବ ଟାଟା

author img

By

Published : Oct 27, 2022, 5:06 PM IST

ଗାନ୍ଧୀନଗର: ଭାରତୀୟ ବାୟୁସେନା ପାଇଁ ପରିବହନ ବିମାନ ମିର୍ମାଣ କରିବ ଦେଶର ଅଗ୍ରଣୀ ମୋଟର କମ୍ପାନୀ ଟାଟା । ଗୁଜୁରାଟର ଭଦୋଦରାରେ ଥିବା ଟାଟା-ଏୟାରବେସରେ ଏହି ବିମାନର ନିର୍ମାଣ ହେବ । ଭରତୀୟ ବାୟୁସେନାରେ ପରିବହନ ପାଇଁ ବ୍ୟବହୃତ ହେଉଥିବା ସି-୧୯୫ ଟ୍ରାନ୍ସପୋର୍ଟ ବିମାନ (C-295 transport aircraft) ନିର୍ମାଣ କରିବ ଟାଟା । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ପର୍ବରୁ ମଧ୍ୟ ଟାଟା କମ୍ପାନୀ ଭାରତୀୟ ସୁରକ୍ଷାବଳ ପାଇଁ ଏକାଧିକ ଯୁଦ୍ଧା ଯନ୍ତ୍ରାଂସ ଓ ସରଞ୍ଜାମ ମଧ୍ୟ ପ୍ରସ୍ତୁତ କରିସାରିଛି ।

ଭଦୋଦରାରେ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ସ୍ଥାପନ ହେବା ନେଇ ମଧ୍ୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଭାରତୀୟ ବାୟୁସେନା ପାଇଁ ୪୦ଟି ଏହି ବର୍ଗର ଅତ୍ୟାଧୁନିକ ପରିବହନ ବିମାନ ନିର୍ମାଣ କରାଯିବ । ପରେ ଅତିରିକ୍ତ କିଛି ବିମାନ ନିର୍ମାଣ କରାଯାଇ ରପ୍ତାନୀ କରାଯିବା ନେଇ ମଧ୍ୟ ଲକ୍ଷ୍ୟ ରଖାଯାଇଥିବା ବୈଦେଶିକ ସଚିବ ସୂଚନା ଦେଇଛନ୍ତି ।

  • PM Modi will lay the foundation stone of the C-295 transport aircraft manufacturing plant in Vadodara, Gujarat on October 30: Defence Ministry spokesperson https://t.co/70zmDCnETo

    — ANI (@ANI) October 27, 2022 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.