ETV Bharat / bharat

ପଦାର୍ଥ ବିଜ୍ଞାନରେ 3 ଜଣଙ୍କୁ ମିଳିବ ନୋବେଲ ପୁରସ୍କାର - ନୋବେଲ ପୁରସ୍କାର

ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉଲ୍ଲଖନୀୟ ଅବଦାନ ପାଇଁ ଚଳିତ ବର୍ଷ ବିଶ୍ବର ସମ୍ମାନଜନକ ନୋବେଲ ପୁରସ୍କାରର ଘୋଷଣା । 3 ବୈଜ୍ଞାନିକ ନୋବେଲରେ ସମ୍ମାନିତ ହୋଇଛନ୍ତି । ଅଧିକ ପଢନ୍ତୁ...

ପଦାର୍ଥ ବିଜ୍ଞାନରେ 3 ଜଣଙ୍କୁ ମିଳିବ ନୋବେଲ ପୁରସ୍କାର

author img

By

Published : Oct 5, 2021, 4:11 PM IST

ନୂଆଦିଲ୍ଲୀ: ପଦାର୍ଥ ବିଜ୍ଞାନ ପାଇଁ ୨୦୨୧ ନୋବେଲ ପୁରସ୍କାର ଘୋଷଣା । ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ବର୍ଷ ବିଶ୍ବର ସମ୍ମାନଜନକ ନୋବେଲ ପୁରସ୍କାରର ଘୋଷଣା କରାଯାଇଛି । ୩ ଜଣ ପଦାର୍ଥ ବିଜ୍ଞାନୀଙ୍କୁ ମିଳିତ ଭାବରେ ମିଳିବ ନୋବେଲ ।

  • BREAKING NEWS:
    The Royal Swedish Academy of Sciences has decided to award the 2021 #NobelPrize in Physics to Syukuro Manabe, Klaus Hasselmann and Giorgio Parisi “for groundbreaking contributions to our understanding of complex physical systems.” pic.twitter.com/At6ZeLmwa5

    — The Nobel Prize (@NobelPrize) October 5, 2021 " class="align-text-top noRightClick twitterSection" data=" ">

ବୈଜ୍ଞାନିକ ସୁକୁରୋ ମାନାବେ, କ୍ଲାଉସ ହାସେଲମାନ ପଦାର୍ଥ ବିଜ୍ଞାନରେ ପାଇବେ ପାଇବେ ପୁରସ୍କାର । ଜର୍ଜିଓ ପାରିସି ମଧ୍ୟ ନୋବେଲ ପୁରସ୍କାରରେ ହେବେ ସମ୍ମାନିତ ।

ଭୌତିକ ବ୍ୟବସ୍ଥାର ଜଟିଳ ତତ୍ତ୍ବର ସରଳୀକରଣ ପାଇଁ ୩ ବୈଜ୍ଞାନିକଙ୍କୁ ଏହି ପୁରସ୍କାର ମିଳିବ । ଅଙ୍ଗାରକାମ୍ଳ ଗ୍ୟାସ ଯୋଗୁଁ ଉତ୍ତାପ ବୃଦ୍ଧି ପାଉଥିବା ଦର୍ଶାଇଥିଲେ ମାନାବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.