ETV Bharat / bharat

UP Election Result: ପଛରେ ପଡିଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ - ସ୍ବାମୀ ପ୍ରସାଦ ମୌର୍ଯ୍ୟ ପଛୁଆ

ନିର୍ବାଚନ ତାରିଖ ଘୋଷଣା ହେବା ପରେ ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବିଜେପି ଛାଡିଥିବା ପଛୁଆବର୍ଗଙ୍କ ତ୍ରାଣକର୍ତ୍ତା ବୋଲାଉଥିବା ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଯବରଦସ୍ତ ଝଟକା । ରାଜନୀତିରେ ନିଜକୁ ନିଜେ ରାଜନୀତି ପାଣିପାଗ ବୈଜ୍ଞାନିକ ସ୍ବାମୀ ପ୍ରସାଦ ନିଜ ଜାଲରେ ନିଜେ ଫସିଯିବା ସ୍ଥିତିରେ । ଅଧିକ ପଢନ୍ତୁ

ପଛରେ ପଡିଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ
ପଛରେ ପଡିଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ
author img

By

Published : Mar 10, 2022, 12:22 PM IST

ହାଇଦ୍ରାବାଦ: ପାଞ୍ଚଟି ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ (Election Result) ଆସିବାରେ ଲାଗିଛି । ପ୍ରାରମ୍ଭିକ ମତଗଣନା ଫଳାଫଳ ଅନୁସାରେ ଉତ୍ତର ପ୍ରଦେଶରେ ବିଜେପି ବହୁମତ ପାର କରିସାରିଥିବା ବେଳେ, ପଞ୍ଚାବରେ ଝାଡୁ ଝଡରେ କଂଗ୍ରେସ ସଫା ହୋଇଯିବା ଦ୍ବାର ଦେଶରେ ।

ତେବେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବିଜେପି ଛାଡିଥିବା ପଛୁଆବର୍ଗଙ୍କ ତ୍ରାଣକର୍ତ୍ତା ବୋଲାଉଥିବା ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଜବରଦସ୍ତ ଝଟକା । ରାଜନୀତିରେ ନିଜକୁ ନିଜେ ରାଜନୀତି ପାଣିପାଗ ବୈଜ୍ଞାନିକ ସ୍ବାମୀ ପ୍ରସାଦ ନିଜ ଜାଲରେ ନିଜେ ଫସିଯିବା ସ୍ଥିତିରେ । ଭୋଟ ଗଣତି ପ୍ରାରମ୍ଭ ଠାରୁ ବର୍ତ୍ତମାନ ସୁଦ୍ଧା ଆସିଥିବା ଫଳାଫଳ ରେ ପଛରେ ଚାଲିଛନ୍ତି ଏହି ପୁରୁଖା ରାଜନେତା ।

କୁଶୀନଗର ଅଧିନରେ ଆସୁଥିବା ଫାଜିଲ ନଗର ଆସନରୁ ସ୍ବାମୀ ପ୍ରସାଦ ନିର୍ବାଚନ ଲଢୁଛନ୍ତି । ଏହି ଆସନରୁ ବିଜେପି ପ୍ରାର୍ଥୀ ଭାବେ ସୁରେନ୍ଦ୍ର ସିଂ କୁଶୱାହା ମୈଦାନରେ ଅଛନ୍ତି । ସୁରେନ୍ଦ୍ର ଆଗୁଆ ଚାଲିଥିବା ବେଳେ ସ୍ବାମୀ ପ୍ରସାଦ ବର୍ତ୍ତମାନ ୬ ହଜାରରୁ ଅଧିକ ଭୋଟରେ ପଛୁଆ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.