ETV Bharat / bharat

ମକର ରାଶିକୁ ଚଳନ କଲେ ରବି, ଜାଣନ୍ତୁ କଣ ରହିବ ପ୍ରଭାବ

author img

By

Published : Jan 14, 2023, 7:01 AM IST

ଆଜି ପବିତ୍ର ମକର ସଂକ୍ରାନ୍ତି । ମକର ରାଶିକୁ ଚଳନ କଲେ ରବି । ଜାଣନ୍ତୁ ରାଶି ଉପରେ କଣ ପଡିବ ପ୍ରଭାବ । କିପରି କଟିବ ଦାମ୍ପତ୍ୟ ଜୀବନ । ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କଣ ପ୍ରତିକାର । ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ମକର ରାଶିରେ ରବିଙ୍କ ଚଳନ ।

sun transit
sun transit

ମେଷ: ଆଜି ଠାରୁ ମକର ରାଶିରେ ରବି ପ୍ରବେଶ କରିବେ । ଏହି ସମୟରେ ଆପଣ ନିଜ ଦାୟିତ୍ଵକୁ ବୁଝିବ । ଆପଣ ନିଜ କାମକୁ ଠିକ ସମୟରେ କରିବା ପାଇଁ ସକ୍ଷମ ହେବେ । କାର୍ଯ୍ୟାଳୟରେ ଆପଣଙ୍କର ପ୍ରାଧାନ୍ୟ ବୃଦ୍ଧି ହେବ ।

ଉପଚାର– ପ୍ରତି ଦିନ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ ।

ବୃଷ: ମକର ରାଶିରେ ରବିଙ୍କର ଚଳନ ହେବା ଦ୍ଵାରା ଆପଣଙ୍କ ଭାଗ୍ୟ ଉଜ୍ବଳମୟ ହେବ । କିନ୍ତୁ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ସ୍ଵାସ୍ଥ୍ୟ ଭଲ ରହିବ । ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ଗୁରୁଜନମାନଙ୍କର ଆଶୀର୍ବାଦ ନିଅନ୍ତୁ ।

ଉପଚାର– ନିଜ ବାପାଙ୍କର ଚରଣ ସ୍ପର୍ଶ କରି କାର୍ଯ୍ୟ ଆରମ୍ଭ କରନ୍ତୁ ।

ମିଥୁନ: ଆପଣ ଭ୍ରମଣରେ ଯାଇପାରନ୍ତି । ଏହି ସମୟରେ ଆପଣ ସତର୍କତାର ସହ ଗାଡ଼ି ଚଲାଇବା ଆବଶ୍ୟକ । ଆପଣ ବାହାର ଜାଗାରେ ଖିଆପିଆ କରନ୍ତୁ ନାହିଁ ।

ଉପଚାର – ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ ।

କର୍କଟ: ମକର ସଂକ୍ରାନ୍ତି ପର ଠାରୁ ରବି ମକର ରାଶିରେ ରହିବେ । ଏହି ସମୟରେ ଆପଣ ସାମାନ୍ୟ ସତର୍କ ଅବଲମ୍ବନ କରନ୍ତୁ । ସ୍ଵାସ୍ଥ୍ୟ କାରଣରୁ ଆପଣ ଖର୍ଚ୍ଚାନ୍ତ ମଧ୍ୟ ହେବେ । ଜୀବନସାଥୀ କିମ୍ବା ବ୍ୟବସାୟ ସହଭାଗୀଙ୍କ ସହିତ ମଧ୍ୟ ଆପଣଙ୍କର ମତାନ୍ତର ଦେଖାଦେବ ।

ଉପଚାର– ପ୍ରତି ଦିନ ଗାଈକୁ ଗୁଡ଼ ଖାଇବାକୁ ଦିଅନ୍ତୁ ।

ସିଂହ: ଏହି ରାଶିର ବ୍ୟକ୍ତିଙ୍କୁ ସତର୍କ ରହିବା ଆବଶ୍ୟକ । କୌଣସି କାମ କରିବା ଆଗରୁ ଭାବିଚିନ୍ତି କରନ୍ତୁ । ଆୟ ଓ ବ୍ୟୟକୁ ସନ୍ତୁଳନ କରିବା କଷ୍ଟକର ହେବ । ଏହି ସମୟରେ ଆପଣ ଚାକିରି ବଦଳାଇବାକୁ ମନ ବଳାଇପାରନ୍ତି । ଶତୃପକ୍ଷ ପୂର୍ବାପେକ୍ଷା ଦୁର୍ବଳ ରହିବେ ।

ଉପଚାର – ପ୍ରତି ଦିନ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ ।

କନ୍ୟା: ମକର ସଂକ୍ରାନ୍ତି ଠାରୁ ଗୋଟିଏ ମାସ ସମୟ ଆପଣଙ୍କ ବ୍ୟବସାୟ ପାଇଁ ଶୁଭ ହେବ । ଚାକିରିରେ ଆପଣଙ୍କର ଗୋଟିଏ ପଦୋନ୍ନତି ହୋ‍ଇପାରେ । ସନ୍ତାନମାନଙ୍କ ସମ୍ପର୍କିତ ଯେକୌଣସି କାର୍ଯ୍ୟରେ ଆପଣ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ଅଛି । ଏହି ସମୟରେ ଆପଣ ସନ୍ତାନମାନଙ୍କର ସୁଖ ପାଇଁ ମଧ୍ୟ ଯତ୍ନବାନ ହେବା ଆବଶ୍ୟକ । ଶୁଭ କାର୍ଯ୍ୟରେ ସାମିଲ ହେବାର ସମ୍ଭାବନା ଦେଖାଦେବ ।

ଉପଚାର – ଗୋଟିଏ ମାଳ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

ତୁଳା: ଆପଣ ସାମାନ୍ୟ ଦ୍ଵନ୍ଦ୍ଵରେ ରହିବେ । ଆପଣଙ୍କ ମନ ବିଚଳିତ ହେବ । ଜମି ସମ୍ବନ୍ଧିତ କାର୍ଯ୍ୟରେ ମଧ୍ୟ ବିଳମ୍ବ ହେବାର ସମ୍ଭାବନା ଅଛି । ଏହି ସମୟରେ ଆପଣ ଯେକୌଣସି ପ୍ରକାରର ବଡ଼ ବିନିଯୋଗ ଠାରୁ ଦୂରେଇ ରୁହନ୍ତୁ ।

ଉପଚାର – ପ୍ରତି ଦିନ ସୂର୍ଯ୍ୟ ନମସ୍କାର କରନ୍ତୁ । ଗରିବଙ୍କୁ ଦାନ କରନ୍ତୁ ।

ବିଛା: ମକର ସଂକ୍ରାନ୍ତି ପରଠାରୁ ନିଜର ଭାଇଭ‍ଉଣୀମାନଙ୍କ ସହିତ ଆପଣଙ୍କର ସମ୍ପର୍କ ପୂର୍ବ ଭଳି ଖରାପ ରହିବ । କୌଣସି ଉନ୍ନତି ହେବାର ସମ୍ଭାବନା ନାହିଁ । ଘରେ ବୟୋଜ୍ୟେଷ୍ଠ ସଦସ୍ୟମାନଙ୍କର ସ୍ଵାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ରହିବେ ।

ଉପଚାର – ଗରିବମାନଙ୍କୁ ଗହମ ଦାନ କରନ୍ତୁ ।

ଧନୁ: ମକର ରାଶିକୁ ରବି ଯାଉଥିବା କାରଣରୁ ଆପଣ ସାଧାରଣ ଭାବେ ଫଳବାନ ହେବେ । ଯାହା ଚାହ୍ନିବେ ତାହା କରିପାରିବେ ଏବଂ ସବୁ କାର୍ଯ୍ୟରେ ସଫଳ ମଧ୍ୟ ହେବେ । କିଛି କଥାକୁ ନେଇ ପରିବାର ସଦସ୍ୟମାନଙ୍କ ମଧ୍ୟରେ ମନୋମାଳିନ୍ୟ ହେବାର ସମ୍ଭାବନା ରହିଛି । ତେଣୁ ସତର୍କ ରୁହନ୍ତୁ ।

ଉପଚାର – ପ୍ରତି ଦିନ ସୂର୍ଯ୍ୟଙ୍କର ଯେକୌଣସି ଗୋଟିଏ ମନ୍ତ୍ର ପାଠ କରନ୍ତୁ ।

ମକର: ବର୍ତ୍ତମାନ ରବି ଗୋଟିଏ ମାସ ପାଇଁ ଆପଣଙ୍କ ରାଶିରେ ଅବସ୍ଥାନ କରିବେ । ଏହି ସମୟରେ ଆପଣ କ୍ରୋଧି ଓ ଅତି ଆତ୍ମବିଶ୍ଵାସୀ ହେବେ । ଅତି ଆତ୍ମବିଶ୍ଵାସୀ ହୋ‍ଇ କାମ କରିବା ଦ୍ଵାରା କାର୍ଯ୍ୟ ନଷ୍ଟ ହେବ । ବ୍ୟବସାୟ ସହଭାଗୀ ଓଆପଣଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି ହୋ‍ଇପାରେ ।

କୁମ୍ଭ: ମକର ରାଶିରେ ରବିଙ୍କର ଆଗମନ ଦ୍ଵାରା ଶୁଭ ସମୟ ଉପସ୍ଥିତ ହେବ । ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ । ଶତୃଦୁର୍ବଳ ହେବ । ବିଦେଶ ଭ୍ରମଣ ସମ୍ବନ୍ଧିତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।

ଉପଚାର – ନିଜ ମାତାପିତାଙ୍କ ଆଶୀର୍ବାଦ ନେବା ପରେ ଯେକୌଣସି କାର୍ଯ୍ୟ ଆରମ୍ଭ କରନ୍ତୁ ।

ମୀନ: ମକର ରାଶିରେ ରବିଙ୍କର ଚଳନ ସମୟ ଆପଣଙ୍କ ପାଇଁ ସାଧାରଣ ଠାରୁ ଉତ୍ତମ ହେବ । ଆପଣଙ୍କ ଆୟ ବୃଦ୍ଧି ହେବ । ସମାଜରେ ଆପଣଙ୍କର ସମ୍ମାନ ବୃଦ୍ଧି ହେବ । ସନ୍ତାନମାନଙ୍କ ସମ୍ବନ୍ଧିତ ଚିନ୍ତାଗୁଡ଼ିକ ଦୂର ହେବ । ଏହି ସମୟରେ ନିଜରପ୍ରେମ ଜୀବନ ଠାରୁ ଅହଂକାରକୁ ଦୂରେଇ ରଖନ୍ତୁ ।

ଉପଚାର – ଆଦିତ୍ୟ ହୃଦୟ ସ୍ତୋତ୍ର ଜପ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.