ETV Bharat / bharat

ତୁଳା ରାଶିକୁ ଚଳନ କଲେ ରବି, ଜାଣନ୍ତୁ କଣ ରହିବ ପ୍ରଭାବ - ତୁଳା ସଂକ୍ରାନ୍ତି

ତୁଳା ରାଶିକୁ ଚଳନ କଲେ ରବି । ଜାଣନ୍ତୁ ରାଶି ଉପରେ କଣ ପଡିବ ପ୍ରଭାବ । କିପରି କଟିବ ଦାମ୍ପତ୍ୟ ଜୀବନ । ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କଣ ପ୍ରତିକାର । ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ତୁଳା ରାଶିରେ ରବିଙ୍କ ଚଳନ ।

ତୁଳା ରାଶିକୁ ଚଳନ କଲେ ରବି, ଜାଣନ୍ତୁ କଣ ରହିବ ପ୍ରଭାବ

author img

By

Published : Oct 17, 2022, 9:04 AM IST

Updated : Oct 17, 2022, 9:12 AM IST

ମେଷ: ତୁଳା ରାଶିରେ ରବିଙ୍କର ଚଳନ ହେଉଥିବା କାରଣରୁ ଆପଣ ଓ ଆପଣଙ୍କ ସାଥୀଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖାଦେଇପାରେ । ଆର୍ଥିକ ସମସ୍ୟା ଦେଖାଦେଇପାରେ । ଖର୍ଚ୍ଚ ବୃଦ୍ଧି ହୋଇପାରେ । ଭ୍ରମଣ ପାଇଁ ସମୟ ଅନୁକୂଳ ଅଟେ ।

ଉପଚାର: ପ୍ରତିଦିନ ଆଦିତ୍ୟ ସ୍ତୋତ୍ର ପାଠ କରନ୍ତୁ ।

ବୃଷ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ଚଳନ ଶୁଭ ସମୟ ଆଣିଦେଇପାରେ । ଏହି ସମୟରେ ଆପଣ ନିଜର ଶତ୍ରୁମାନଙ୍କ ଉପରେ ଜୟଲାଭ କରିପାରନ୍ତି । ଆପଣ ବହୁ କାଳରୁ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତ ହୋଇପାରନ୍ତି । ଦୂର ଯାତ୍ରା କରିବାକୁ ଯୋଜନା ରହିଥିଲେ ସ୍ଥଗିତ ରଖନ୍ତୁ ।

ଉପଚାର: ଗରିବମାନଙ୍କୁ ଗହମ ଦାନ କରନ୍ତୁ ।

ମିଥୁନ: ତୁଳା ରାଶିରେ ରବିଙ୍କ ଚଳନ ଦ୍ୱାରା ମିଥୁନ ରାଶି ଥିବା ବ୍ୟକ୍ତିମାନଙ୍କ ଜୀବନରେ ଉନ୍ନତି ଆସିପାରେ । ଆପଣ ନିଜ ଅଧ୍ୟୟନରେ ଅଗ୍ରଗତି କରିପାରନ୍ତି । ଆପଣ ଗୋଟିଏ ନୂଆ ଗାଡି କିଣିପାରନ୍ତି । ହେଲେ ଆପଣଙ୍କୁ ପ୍ରେମ ଜୀବନରେ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଉଛି । ଆପଣ ଆୟ କରିବାରେ ଏବଂ ନିଜର ସମ୍ମାନ ବଜାୟ ରଖିବାରେ ସକ୍ଷମ ହେବେ ।

ଉପଚାର: କୁଙ୍କୁମ ମିଶ୍ରିତ ଜଳରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ ।

କର୍କଟ: ଏହି ଚଳନ ସମୟରେ ମୂଳ ରାଶି କର୍କଟ ଥିବା ବ୍ୟକ୍ତିମାନଙ୍କର ଜୀବନ ଅତି ସମସ୍ୟା ପୂର୍ଣ୍ଣ ହେବ ନାହିଁ। କିନ୍ତୁ ଚାକିରି କରୁଥିବା ବ୍ୟକ୍ତିମାନଙ୍କର ସମୟ ଠିକ ରହିବ ନାହିଁ। ଆପଣଙ୍କର ମା’ଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ। ତେଣୁ ସତର୍କତା ସହ କାମ କରନ୍ତୁ।

ଉପଚାର: ସୂର୍ଯ୍ୟାଷ୍ଟକ ଜପ କରନ୍ତୁ ।

ସିଂହ: ଏହି ରାଶିର ବ୍ୟକ୍ତିମାନଙ୍କର ସାହାସ ବୃଦ୍ଧି ହୋଇପାରେ । ଆପଣଙ୍କ ଭାଗ୍ୟ ଆପଣଙ୍କୁ ସାହାଯ୍ୟ କରିପାରେ । ଆପଣ ନିଜର ଭାଇଭଉଣୀଙ୍କ ଠାରୁ ମଧ୍ୟ ସାହାଯ୍ୟ ପାଇପାରନ୍ତି । ଭ୍ରମଣ ସମୟରେ ସତର୍କତା ଅବଲମ୍ବନ କରନ୍ତୁ।

ଉପଚାର: ପ୍ରତିଦିନ ଗାୟତ୍ରୀ ଚାଳିଶା ପାଠ କରନ୍ତୁ ।

କନ୍ୟା: ତୁଳା ରାଶିରେ ରବିଙ୍କର ଚଳନ ଦ୍ୱାରା ଆପଣ ମଧ୍ୟମ ଫଳ ପାଇବେ । ଆପଣ ନିଜର ପରିବାର ସଦସ୍ୟମାନଙ୍କୁ ଭେଟିବା ପାଇଁ ଯୋଜନା କରିପାରନ୍ତି । ଆପଣଙ୍କ କଥାବାର୍ତ୍ତାରେ ଅଧିକ ଉଗ୍ର ଭାବ ଦେଖିବାକୁ ମିଳିପାରେ । ଆପଣ ଏହି ସମୟରେ ନିଜର ସମସ୍ତ ବଳକା କାମକୁ ସମାପ୍ତ କରିବାର ସମ୍ଭାବନା ଅଛି ।

ଉପଚାର: ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦିଅନ୍ତୁ ।

ତୁଳା: ଏହି ରାଶିର ବ୍ୟକ୍ତିମାନଙ୍କର ଜୀବନରେ ଉତଥାନ ପତନ ଦେଖାଦେଇପାରେ । ଲୋକମାନଙ୍କ ଆଚରଣରେ ଅହଂ ଓ ରୁକ୍ଷତା ଭାବ ଦେଖିବାକୁ ମିଳିପାରେ । ନିଜର ଜୀବନସାଥୀ ଓ ବ୍ୟବସାୟ ସହଭାଗୀଙ୍କ ସହିତ ଆପଣଙ୍କର ମତଭେଦ ହୋଇପାରେ ।

ଉପଚାର: ପ୍ରତିଦିନ ଭଗବାନ ଶିବଙ୍କର ଜଳାଭିଷେକ କରନ୍ତୁ ଏବଂ ଗରିବମାନଙ୍କୁ ଗହମ ଦାନ କରନ୍ତୁ ।

ବିଛା: ତୁଳା ରାଶିରେ ରବିଙ୍କର ଚଳନ ଦ୍ୱାରା ବିଛା ରାଶିର ବ୍ୟକ୍ତିମାନେ ଶୁଭ ଫଳ ପାଇବେ । ନିଜର ଶତ୍ରୁମାନଙ୍କ ଉପରେ ଆପଣ ବିଜୟ ଲାଭ କରିବେ । ଏହି ମାସରେ କଦାପି ଋଣ କରନ୍ତୁ ନାହିଁ । ନିଜ ସ୍ୱାସ୍ଥ୍ୟର ଉତ୍ତମ ଯତ୍ନ ନିଅନ୍ତୁ ।

ଉପଚାର – ସୂର୍ଯ୍ୟାଷ୍ଟକ ପାଠ କରନ୍ତୁ ।

ଧନୁ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ଚଳନ ସେମାନଙ୍କ ସପକ୍ଷରେ ରହିବାର ସମ୍ଭାବନା ଅଛି । ସମାଜରେ ଆପଣଙ୍କର ମର୍ଯ୍ୟାଦା ବୃଦ୍ଧି ହୋଇପାରେ । ଆୟ ଓ ବ୍ୟୟ ମଧ୍ୟରେ ସନ୍ତୁଳନ ରହିପାରେ । ଆପଣ କିଛି ନୂଆ ଜିନିଷ କିଣିବା ପାଇଁ ଯୋଜନା କରିପାରନ୍ତି ।

ଉପଚାର: ଗାୟତ୍ରୀ ମନ୍ତ୍ର ଜପ କରିବା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ ।

ମକର: ତୁଳା ରାଶିରେ ରବିଙ୍କର ଚଳନ ଦ୍ୱାରା ମକର ରାଶିର ବ୍ୟକ୍ତିମାନେ ମଧ୍ୟମ ଭାବେ ଲାଭବାନ ହୋଇପାରନ୍ତି । ମାତାପିତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ । ଚାକିରିରେ ଅଗ୍ରଗତି ଦେଖାଦେଇପାରେ କିନ୍ତୁ ଆପଣଙ୍କର ଲୋଭୀ ମନୋଭାବ କାରଣରୁ କ୍ଷତିର ସମ୍ମୁଖୀନ ହୋଇପାରନ୍ତି ।

ଉପଚାର: ପ୍ରତିଦିନ ନିଜର ମାତାପିତାଙ୍କ ଚରଣ ସ୍ପର୍ଶ କରନ୍ତୁ ।

କୁମ୍ଭ: ଏହି ରାଶିର ବ୍ୟକ୍ତିମାନଙ୍କର ପରବର୍ତ୍ତୀ ମାସରେ ଆପଣ ଭାଗ୍ୟବାନ ହେବାର ସମ୍ଭାବନା ଅଛି । ଏହା ଦ୍ୱାରା ଆପଣଙ୍କର ସାହାସ ବୃଦ୍ଧି ହୋଇପାରେ। ଯେଉଁ କାରଣରୁ ଆପଣ କିଛି ଶୁଭ କାର୍ଯ୍ୟ କରିପାରନ୍ତି କିମ୍ବା ତୀର୍ଥ ଯାତ୍ରାରେ ଯାଇପାରନ୍ତି ।

ଉପଚାର: ପ୍ରତ୍ୟେକ ରବିବାର ଉପବାସ କରନ୍ତୁ ଏବଂ ଗାଈକୁ ଗୁଡ଼ ଖାଇବାକୁ ଦିଅନ୍ତୁ ।

ମୀନ: ତୁଳା ରାଶିରେ ରବିଙ୍କର ଚଳନ ହେଉଥିବା ଏହି ସମୟ ଆପଣଙ୍କ ପାଇଁ କଷ୍ଟଦାୟକ ହୋଇପାରେ । ଗାଡ଼ି ଚଲାଇବା ସମୟରେ ଆପଣ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଏହି ସମୟରେ ମୌନ ରହି କଳିଗୋଳକୁ ଏଡ଼ାଇବା ପାଇଁ ଚେଷ୍ଟା କରନ୍ତୁ ।

ଉପଚାର – ସୂର୍ଯ୍ୟାଷ୍ଟକ ଜପ କରନ୍ତୁ ।

Last Updated : Oct 17, 2022, 9:12 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.