ETV Bharat / bharat

କର୍କଟ ରାଶିକୁ ଚଳନ କଲେ ରବି, ଜାଣନ୍ତୁ କେଉଁ ରାଶି ଉପରେ କଣ ରହିବ ପ୍ରଭାବ

author img

By

Published : Jul 17, 2023, 6:03 AM IST

ଆଜି କର୍କଟ ରାଶିକୁ ଚଳନ କଲେ ରବି । ଜାଣନ୍ତୁ ରାଶି ଉପରେ କଣ ପଡିବ ପ୍ରଭାବ ।

sun transit special horoscope
sun transit special horoscope

ମେଷ: ବର୍ତ୍ତମାନ ଗୋଟିଏ ମାସ ପାଇଁ ରବି କର୍କଟ ରାଶିରେ ରହିବେ । ଏହା ଆପଣଙ୍କ ପାଇଁ ଏକ ଶୁଭ ସମୟ ବୋଲି ସାବ୍ୟସ୍ତ ହେବ । ଆପଣ ଘର ଓ ଜମି ବାବଦରେ କୌଣସି ଚୁକ୍ତି କରିବାର ମଧ୍ୟ ସମ୍ଭାବନା ଅଛି । ଅହଂ ଭାବ ଠାରୁ ଦୂରେଇ ରହି କାମ କଲେ ଆପଣ ଲାଭବାନ ହେବେ । ମା’ଙ୍କ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।

ଉପଚାର - ଗୋଟିଏ ମାଳ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

ବୃଷ: ସଂକ୍ରାନ୍ତି ପର ଠାରୁ ଗୋଟିଏ ମାସ ପର୍ଯ୍ୟନ୍ତ କର୍କଟ ରାଶିର ବ୍ୟକ୍ତିମାନଙ୍କର ସମ୍ପର୍କ ସାମାନ୍ୟ ସମସ୍ୟାପୂର୍ଣ୍ଣ ହେବାର ସମ୍ଭାବନା ଅଛି । ପରିବାର ସଦସ୍ୟମାନଙ୍କ ସହିତ ନିଜର ସମ୍ପର୍କକୁ ଉନ୍ନତ କରିବା ପାଇଁ ଚେଷ୍ଟା କରନ୍ତୁ । ଏହି ସମୟରେ ଆପଣ ଆତ୍ମବିଶ୍ୱାସୀ ହେବେ । କିଛି କ୍ଷେତ୍ରରେ ଆପଣଙ୍କ ଭାଗ୍ୟ ଆପଣଙ୍କୁ ସାହାଯ୍ୟ କରିବ ।

ଉପଚାର - ସୂର୍ଯ୍ୟାଷ୍ଟକ ଜପ କରନ୍ତୁ ।

ମିଥୁନ:କର୍କଟ ରାଶିରେ ରବିଙ୍କର ଚଳନ ହେଉଥିବା କାରଣରୁ ଆପଣ ଲୋକମାନଙ୍କ ଠାରୁ ଦୂରେଇ ରହିବା ଭଳି ଆଚରଣ କରିବା ଆବଶ୍ୟକ । ଅହଙ୍କାରପୂର୍ଣ୍ଣ କଥାବାର୍ତ୍ତା ହେବା ଦ୍ୱାରା ଆପଣଙ୍କର କ୍ଷତି ହେବାର ସମ୍ଭାବନା ଅଛି । ଅର୍ଥ ସମ୍ପର୍କିତ କାର୍ଯ୍ୟକଳାପରେ ଆପଣ ସଫଳତା ପାଇବେ । ସ୍ୱାସ୍ଥ୍ୟରେ ଉନ୍ନତି ହେବ ।

ଉପଚାର - ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ ।

କର୍କଟ: ବର୍ତ୍ତମାନ ଆପଣଙ୍କ ରାଶିରେ ରବିଙ୍କର ଚଳନ ହେବ । ଏହି ଗୋଟିଏ ମାସରେ ଆପଣଙ୍କ ଆଚରଣରେ ଉଭୟ ଅହଂଭାବ ଓ କ୍ରୋଧଭାବ ଆସିବାର ସମ୍ଭାବନା ଅଛି । ଜୀବନସାଥୀଙ୍କ ସହିତ ମତଭେଦ ବୃଦ୍ଧି ହୋଇପାରେ । ସେଲସରେ କାମ କରୁଥିବା ଲୋକମାନେ ଲାଭବାନ ହେବେ । ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।

ଉପଚାର - ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

ସିଂହ: ଆପଣଙ୍କ ରାଶି ଠାରୁ ରବି ଦ୍ୱାଦଶ ସ୍ଥାନରେ ଅଛନ୍ତି । ସାଧାରଣ ଠାରୁ ଏହି ସମୟ ଅପେକ୍ଷାକୃତ ଭଲ ହେବ । ଏହି ସମୟରେ ବିଦେଶ ସମ୍ବନ୍ଧିତ କାମ ଆସିପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଶତୃମାନଙ୍କ ପ୍ରତି ସାବଧାନ ରହିବା ଆବଶ୍ୟକ । ଯାହା ବି ହେଉ ଶତୃମାନେ ଆପଣଙ୍କର କ୍ଷତି କାରିବାରେ ସକ୍ଷମ ହେବେ ନାହିଁ ।

ଉପଚାର - ପ୍ରତିଦିନ ସୂର୍ଯ୍ୟ ନମସ୍କାର କରନ୍ତୁ ।

କନ୍ୟା: କର୍କଟ ସଂକ୍ରାନ୍ତି ପର ଠାରୁ ଗୋଟିଏ ମାସ ପର୍ଯ୍ୟନ୍ତ ସମୟ ଆପଣଙ୍କ ପାଇଁ ଶୁଭ ହେବ । ଆପଣଙ୍କର ସମ୍ମାନ ବୃଦ୍ଧି ହେବ । ଆପଣ ନୂଆ ବନ୍ଧୁମାନଙ୍କୁ ଭେଟିବେ । ସମାଜରେ ଆପଣଙ୍କର ନାମ ହେବ । କୌଣସି ଏକ ସାମାଜିକ କାର୍ଯ୍ୟରେ ଆପଣ ଅଂଶଗ୍ରହଣ କରିବେ ।

ଉପଚାର - ଯେ କୌଣସି ସୂର୍ଯ୍ୟ ମନ୍ତ୍ର ଜପ କରନ୍ତୁ ।

ତୁଳା: ବର୍ତ୍ତମାନ କର୍କଟ ରାଶିରେ ରବିଙ୍କର ଚଳନ ହେବ । ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ସମୟ ମଧ୍ୟମ ହେବ । ତଥାପି ଆପଣ ବ୍ୟବସାୟରେ ଲାଭବାନ ହେବାର ସମ୍ଭାବନା ଅଛି । ଏହି ସମୟରେ ଆପଣ ବାପାଙ୍କ ଦ୍ୱାରା ଲାଭବାନ ହେବେ । ଅନେକ ସ୍ଥାନରେ ଭାଗ୍ୟ ଅପଣଙ୍କ ସାଥୀରେ ରହିବ ।

ବିଛା: କର୍କଟ ରାଶିରେ ରବିଙ୍କର ଏହି ଚଳନ ବିଛା ରାଶିର ବ୍ୟକ୍ତିମାନଙ୍କ ପାଇଁ ଭ୍ରମଣ କରିବାର ସମୟ ହୋଇପାରେ । ଏହି ସମୟରେ କୌଣସି ନୂତନ ସ୍ଥାନରେ ଅର୍ଥ ବିନିଯୋଗ କରନ୍ତୁ ନାହିଁ । ଅନଲାଇନ୍ କାରବାର ପ୍ରତି ସତର୍କ ରୁହନ୍ତୁ । ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ମାର୍ଗଦର୍ଶନରେ ଆପଣ କିଛି ଭଲ କାମ କରିବାରେ ସକ୍ଷମ ହେବାର ସମ୍ଭାବନା ଅଛି ।

ଉପଚାର - ପ୍ରତିଦିନ କୁଙ୍କୁମ ମିଶ୍ରିତ ଜଳରେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ ।

ଧନୁ: କର୍କଟ ରାଶିରେ ରବିଙ୍କର ଚଳନ ସମୟ ଆପଣଙ୍କ ରାଶି ପାଇଁ ସତର୍କ ରହିବାର ସମୟ ଅଟେ । ଏହି ସମୟରେ ସାବଧାନତାର ସହ ଗାଡ଼ି ଚଲାନ୍ତୁ ଏବଂ ଭ୍ରମଣ ସମୟରେ ସତର୍କ ରୁହନ୍ତୁ । ଯଦି ଆପଣ ଏକ ନୂତନ ସମ୍ପତ୍ତି କିଣିବାକୁ ଚାହାନ୍ତି ତେବେ ବର୍ତ୍ତମାନ ଅପେକ୍ଷା କରନ୍ତୁ ।

ଉପଚାର - ସୂର୍ଯ୍ୟଙ୍କ ଦର୍ଶନ କରିବା ପରେ ଭଗବାନ ଶିବଙ୍କର ଜଳାଭିଷେକ କରନ୍ତୁ ।

ମକର: ମକର ରାଶିର ଲୋକମାନଙ୍କ ପାଇଁ କର୍କଟ ସଂକ୍ରାନ୍ତି ପରଠାରୁ ଏହି ଗୋଟିଏ ମାସ ସମୟରେ ଆପଣ ହଠାତ ଲାଭବାନ ହେବେ । କିନ୍ତୁ ଜୀବନସାଥୀ କିମ୍ବା ବ୍ୟବସାୟ ସହଭାଗୀଙ୍କ ସହିତ ବ୍ୟବଧାନ ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି । ସରକାରୀ ପ୍ରକଳ୍ପ ଗୁଡ଼ିକରୁ ଆପଣ ଲାଭ ପାଇବାର ସମ୍ଭାବନା ଅଛି ।

ଉପଚାର - ପ୍ରତିଦିନ ସୂର୍ଯ୍ୟ ମନ୍ତ୍ର ଜପ କରନ୍ତୁ ।

କୁମ୍ଭ: କର୍କଟ ରାଶିରେ ରବିଙ୍କର ଚଳନ ସମୟ କୁମ୍ଭ ରାଶିର ଲୋକମାନଙ୍କ ପାଇଁ ବହୁମାତ୍ରାରେ ଶୁଭପ୍ରଦ ହେବ । ତଥାପି ଆପଣଙ୍କୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ହେବ । ଆପଣ ଅନାବଶ୍ୟକ ଚିନ୍ତା କରିପାରନ୍ତି । ଏହି ସମୟରେ ନିଜକୁ ସୃଜନଶୀଳ କାର୍ଯ୍ୟରେ ବ୍ୟସ୍ତ ରଖନ୍ତୁ ।

ଉପଚାର - ଭଗବାନ ଶିବଙ୍କର ଆଶୀର୍ବାଦ ନେଇ କାର୍ଯ୍ୟ ଆରମ୍ଭ କରନ୍ତୁ ।

ମୀନ: କର୍କଟ ସଂକ୍ରାନ୍ତି ପର ଠାରୁ ଗୋଟିଏ ମାସ ସମୟରେ ମୀନ ରାଶିର ଲୋକମାନେ ନୂଆ କଥା ସବୁ ଶିଖିବେ । ପ୍ରଫେସନାଲ ଓ ବିଦ୍ୟାର୍ଥୀମାନେ କୌଣସି ନୂଆ ଅନଲାଇନ୍ କାର୍ଯ୍ୟ ପ୍ରତି ରୁଚି ଦେଖାଇପାରନ୍ତି । ଏହି ସମୟରେ ସନ୍ତାନ ସମ୍ବନ୍ଧୀତ ସମସ୍ୟା ଦେଖା ଦେବାର ସମ୍ଭାବନା ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.