ETV Bharat / bharat

ଧନୁ ସଂକ୍ରାନ୍ତି: ଏହି ରାଶିକୁ ଚଳନ କଲେ ରବି, ଜାଣନ୍ତୁ କଣ ରହିବ ପ୍ରଭାବ - ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ ? କେଉଁ ରାଶି ଉପରେ କଣ ରହିଛି ପ୍ରଭାବ, କେମିତି କରିବେ ଉପଚାର ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିରେ ରବିଙ୍କ ଚଳନ

ଜାଣନ୍ତୁ ଆପଣଙ୍କ ରାଶିରେ ରବିଙ୍କ ଚଳନ
ଜାଣନ୍ତୁ ଆପଣଙ୍କ ରାଶିରେ ରବିଙ୍କ ଚଳନ
author img

By

Published : Dec 16, 2021, 7:21 AM IST

ମେଷ: ଧନୁ ରାଶିରେ ରବିଙ୍କର ପ୍ରବେଶ କାରଣରୁ ଆପଣଙ୍କର ଭାଗ୍ୟ ପୂର୍ବାପେକ୍ଷା ଆହୁରି ଦୃଢ଼ ହୋ‍ଇପାରେ । ପୁରୁଣା ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ଅଛି । ଆପଣଙ୍କର ସମ୍ମାନ ମଧ୍ୟ ବୃଦ୍ଧି ହୋ‍ଇପାରେ । ବିଦ୍ୟାର୍ଥୀମାନେ ସଫଳତା ପାଇବାର ସମ୍ଭାବନା ଅଛି ଏବଂ ସେମାନେ କିଛି ନୂଆ ଶିଖିବା ପାଇଁ ଉତ୍ସାହିତ ହୋଇପାରନ୍ତି । ଛୋଟ ପିଲାମାନଙ୍କ ପାଇଁ ଏହା ଏକ ସମୃଦ୍ଧିର ସମୟ ହୋ‍ଇପାରେ । ଏହି ମାସରେ ଆପଣଙ୍କର ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି । ନିଜ ବାପାଙ୍କର ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।

ଉପଚାର – ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

ବୃଷ: ଧନୁ ରାଶିରେ ରବିଙ୍କର ପ୍ରବେଶ କାରଣରୁ ମୂଳ ରାଶି ବୃଷ ଥିବା ବ୍ୟକ୍ତିମାନଙ୍କର କିଛି ପାରିବାରିକ ଦ୍ଵନ୍ଦ୍ଵ ଦେଖାଦେଇପାରେ | ବର୍ତ୍ତମାନ ପାଇଁ କୌଣସି ଜାଗାବାଡ଼ି ସମ୍ବନ୍ଧିତ ନେବାକୁ ଥିବା ନିଷ୍ପତ୍ତିକୁ ସ୍ଥଗିତ ରଖନ୍ତୁ | ବର୍ତ୍ତମାନ ପାଇଁ ଆପଣ ମାଲିମକଦ୍ଦମା ଠାରୁ ଦୂରେଇ ରୁହନ୍ତୁ | ଏହି ମାସରେ ଆପଣ ସ୍ଵାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି | ଯଦି ଆପଣ ଧୈର୍ଯ୍ୟ ସହକାରେ କାମ କରନ୍ତି, ତେବେ ସଫଳତା ପାଇପାରନ୍ତି |

ଉପଚାର- ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ ପ୍ରସାଦ ଅର୍ପଣ କରନ୍ତୁ ।

ମିଥୁନ: ଧନୁ ରାଶିରେ ରବିଙ୍କର ପ୍ରବେଶ ହେବା ସହିତ ଆପଣଙ୍କ ବୈବାହିକ ଜୀବନରେ ସମସ୍ୟା ଦେଖା ଦେଇପାରେ । ନିଜର ଜୀବନସାଥୀଙ୍କ ସହିତ କଥାବାର୍ତ୍ତା ହେବା ସମୟରେ ଆପଣ ଅହଂ ଭାବ ପ୍ରଦର୍ଶନ କରିପାରନ୍ତି । ଅନ୍ୟ ପକ୍ଷରେ ଆପଣ ବ୍ୟବସାୟରେ ସଫଳତା ପାଇପାରନ୍ତି । ଜଣେ ବ୍ୟବସାୟୀ ସହଭାଗୀଙ୍କ ସହିତ କଥାବାର୍ତ୍ତା ହେବା ବେଳେ ମଧ୍ୟ ଆପଣ କ୍ରୋଧିତ ହୋ‍ଇପାରନ୍ତି । ଅନେକ କାମ ମିଳିବାର ସମ୍ଭାବନା ଅଛି । ଭ୍ରମଣ ପାଇଁ ଯୋଜନା ମଧ୍ୟ କରାଯାଇପାରେ ।

ଉପଚାର- ସୂର୍ଯ୍ୟାଷ୍ଟକ ଜପ କରନ୍ତୁ ।

କର୍କଟ: ଧନୁ ରାଶିରେ ରବିଙ୍କର ଚଳନ ହେଉ ଥିବାରୁ ଗୋଟିଏ ମାସ ପାଇଁ ଆପଣଙ୍କର ବ୍ୟବସାୟରେ ଆଖିଦୃଷ୍ଟିଆ ବୃଦ୍ଧି ହୋ‍ଇପାରେ । ଶତ୍ରୁମାନେ ଆପଣଙ୍କ ଦ୍ଵାରା ଲାଭବାନ ହୋ‍ଇପରନ୍ତି। ଚାକିରି କରୁଥିବା ବ୍ୟକ୍ତିମାନଙ୍କୁ ମଧ୍ୟ କିଛି ଆରାମ ମିଳିବାର ସମ୍ଭାବନା ଅଛି । ବିଦେଶ ସମ୍ବନ୍ଧୀତ କାର୍ଯ୍ୟରୁ ଆପଣ ଲାଭ ପାଇପାରନ୍ତି । ଆପଣ ସରକାରୀ କାମ ଦ୍ଵାରା ଲାଭବାନ ହୋ‍ଇପାରନ୍ତି । ଗୋଟିଏ ନୂଆ ପ୍ରକଳ୍ପରେ କାମ କରିବାର ସୁଯୋଗ ପାଇବାର ସମ୍ଭାବନା ଅଛି ।

ଉପଚାର- ପ୍ରତିଦିନ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ ।

ସିଂହ: ବର୍ତ୍ତମାନ ରବି ଧନୁ ରାଶିରେ ପ୍ରବେଶ କରୁଥିବାରୁ ବିଦ୍ୟାର୍ଥୀମାନଙ୍କ ପାଇଁ ସମୟ ଅନୁକୂଳ ହୋ‍ଇପାରେ । ଆପଣ ନିଜ ଚାରିପାଖରେ ଥିବା ଲୋକମାନଙ୍କ ପ୍ରଶଂସାର ପାତ୍ର ହୋଇପାରନ୍ତି । ଆପଣଙ୍କ ସାମାଜିକ ପରିସର ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି । ପ୍ରେମ ପାଇଁ ସମୟ ସାମାନ୍ୟ ସମସ୍ୟାପୂର୍ଣ୍ଣ ହୋ‍ଇପାରେ । ଏହି ସମୟରେ ପ୍ରିୟଜନମାନଙ୍କ ଠାରୁ ଆପଣଙ୍କର ଦୂରତା ସୃଷ୍ଟି ହୋ‍ଇପାରେ ।

ଉପଚାର- ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ ।

କନ୍ୟା: ଧନୁ ସଂକ୍ରାନ୍ତି ପରେ ମୂଳ ରାଶି କନ୍ୟା ଥିବା ବ୍ୟକ୍ତିମାନଙ୍କ ପରିବାରରେ ଗୋଟିଏ ମାସ ପାଇଁ ଅଶାନ୍ତି ଦେଖା ଦେଇପାରେ । ଏହି ସମୟରେ ଆପଣ କର୍ମସ୍ଥଳୀରେ ଲାଭବାନ ହୋ‍ଇପାରନ୍ତି କିନ୍ତୁ ରିଏଲ୍ ଇଷ୍ଟେଟ୍ ସମ୍ବନ୍ଧୀତ କାର୍ଯ୍ୟରେ କିଛି ସମସ୍ୟା ଦେଖା ଦେଇପାରେ । ଏହି ସମୟରେ ଆପଣଙ୍କ ମା’ଙ୍କର ସ୍ଵାସ୍ଥ୍ୟ ଭଲ ରହିବାର ସମ୍ଭାବନା ଅଛି । ଉଚ୍ଚ ଶିକ୍ଷା ପାଇଁ ବିଦ୍ୟାର୍ଥୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ ।

ଉପଚାର- ସୂର୍ଯ୍ୟାଷ୍ଟକ ପାଠ କରନ୍ତୁ ।

ତୁଳା: ଧନୁ ରାଶିରେ ରବିଙ୍କର ପ୍ରବେଶ ଦ୍ଵାରା ଆପଣ ଶୁଭ ଫଳ ପାଇପାରନ୍ତି । ଏହି ସମୟରେ ଅଟକି ରହିଥିବ ଅନେକ କାମ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ଅଛି । ଏହି ଗୋଟିଏ ମାସରେ ଆପଣ ଆପଣ ବହୁତ ପୁରୁଣା ବାଧାବିଘ୍ନରୁ ମୁକ୍ତ ହୋ‍ଇପାରନ୍ତି । ଆପଣଙ୍କର ଆୟ ମଧ୍ୟ ବୃଦ୍ଧି ହୋ‍ଇପାରେ । ଆପଣ ଏହି ମାସରେ ଭ୍ରମଣ ପାଇଁ ଯୋଜନା କରିବାର ସମ୍ଭାବନା ଅଛି । ସରକାରୀ କର୍ମଚାରୀମାନଙ୍କ ସହିତ ଆପଣଙ୍କ ସମ୍ପର୍କ ଆନ୍ତରିକପୂର୍ଣ୍ଣ ହେବାର ସମ୍ଭାବନା ଅଛି ।

ଉପଚାର- ସୂର୍ଯ୍ୟ ଦେବତାଙ୍କୁ ପ୍ରସାଦ ଅର୍ପଣ କରନ୍ତୁ ।

ବିଛା: ଧନୁ ରାଶିରେ ରବିଙ୍କର ପ୍ରବେଶ ହେଉଥିବାରୁ ବିଛା ରାଶି ପାଇଁ ସମୟ ସାମାନ୍ୟରୁ ମଧ୍ୟମ ହୋ‍ଇପାରେ । ଏହି ସମୟରେ ଆପଣଙ୍କର କଥା ରୁକ୍ଷ ହୋ‍ଇପାରେ ଏବଂ ପରିବାର ସଦସ୍ୟମାନଙ୍କ ସହିତ କୌଣସି ପ୍ରକାରର ମନୋମାଳିନ୍ୟ ସୃଷ୍ଟି ହୋ‍ଇପାରେ କିନ୍ତୁ ବ୍ୟବସାୟ ଓ ଚାକିରିରେ ଉନ୍ନତି ହେବାର ସମ୍ଭାବନା ଅଛି । ଅର୍ଥ ଲାଭ ହେବାର ସମ୍ଭାବନା ଅଛି ।

ଉପଚାର- ପ୍ରତିଦିନ ଗାୟତ୍ରୀ ଚାଳିଶା ପାଠ କରନ୍ତୁ ।

ଧନୁ: ଧନୁ ରାଶିରେ ରବିଙ୍କର ପ୍ରବେଶ ହେଉଥିବାରୁ ଆପଣଙ୍କର ଅହଂ ଭାବ ବୃଦ୍ଧି ହୋ‍ଇପାରେ । ଜୀବନସାଥୀଙ୍କ ସହିତ ମତପାର୍ଥକ୍ୟ ମଧ୍ୟ ଦେଖା ଦେଇପାରେ । ଏହି ସମୟରେ ଆପଣ ଭାଗ୍ୟର ସହାୟତା ପାଇବାର ସମ୍ଭାବନା ଅଛି ଏବଂ ଏହା ଦ୍ଵାରା ଆପଣଙ୍କର ଉତ୍ସାହ ବୃଦ୍ଧି ହୋ‍ଇପାରେ । ସମ୍ପୂର୍ଣ୍ଣ ମାସରେ ଆପଣଙ୍କର ଆତ୍ମବିଶ୍ଵାସ ବୃଦ୍ଧି ହୋ‍ଇପାର ଏବଂ ଏହି ଆତ୍ମବିଶ୍ଵାସ ବଳରେ ଆପଣ ବହୁତ କାମ ସହଜରେ କରିବର ସମ୍ଭାବନା ଅଛି ।

ଉପଚାର – ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କର ବାରଟି ନାମ ଜପ କରନ୍ତୁ ।

ମକର: ଧନୁ ରାଶିରେ ରବିଙ୍କର ଚଳନ ହେଉଥିବାରୁ ଆପଣଙ୍କ ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ଅଛି । ଏହି ସମୟରେ ସ୍ଵାସ୍ଥ୍ୟଜନିତ ଖର୍ଚ୍ଚ ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଏହି ସମୟରେ ଏକ ବଡ଼ ସ୍ଥାନରେ ଅର୍ଥ ନିବେଶ କରିବା ଆପଣଙ୍କ ପାଇଁ କ୍ଷତିକାରକ ହୋ‍ଇପାରେ । ଏହି ସମୟରେ ଆପଣଙ୍କ କାର୍ଯ୍ୟସ୍ଥଳରେ କାମର ଚାପ ବୃଦ୍ଧି ହେବାର ସମ୍ଭାବନା ଅଛି ।

କୁମ୍ଭ: ଧନୁ ରାଶିରେ ରବିଙ୍କର ଚଳନ ହେଉଥିବାରୁ ମୂଳ ରାଶି କୁମ୍ଭ ଥିବା ବ୍ୟକ୍ତିମାନେ ଯଥେଷ୍ଟ ଲାଭବାନ ହେବାର ସମ୍ଭାବନା ଅଛି । ସରକାରୀ ବିଭାଗରେ ହୋ‍ଇଥିବା କାର୍ଯ୍ୟରୁ ସର୍ବୋତ୍ତମ ଲାଭ ମିଳିବାର ସମ୍ଭାବନା ଅଛି । ଆପଣଙ୍କର ଆତ୍ମବିଶ୍ଵାସ ମଧ୍ୟ ବୃଦ୍ଧି ହୋ‍ଇପାରେ । ଏହା ସହିତ ଆୟ ବୃଦ୍ଧି ହୋ‍ଇପାରେ । ଆପଣ ବ୍ୟବସାୟରୁ ଲାଭବାନ ହେବାର ସମ୍ଭାବନା ଅଛି । ଏହି ସମୟରେ ଆପଣ ନିଜର ମାତାପିତାଙ୍କର ସମ୍ମାନ କରିବା ସହିତ ତାଙ୍କର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବା ଉଚିତ ।

ମୀନ: ଧନୁ ରାଶିରେ ରବିଙ୍କର ପ୍ରବେଶ କାରଣରୁ ଆପଣଙ୍କର ପଦୋନ୍ନତି ହେବାର ସୁଯୋଗ ଅଛି । ଏହି ସମୟରେ କାର୍ଯ୍ୟସ୍ଥଳୀରେ କାମ ବୃଦ୍ଧି ହେବାର ସମ୍ଭାବନା ଅଛି ଏବଂ ଆପଣ ଭାଗ୍ୟଶାଳୀ ହେବାର ମଧ୍ୟ ସମ୍ଭାବନା ଅଛି । ଭ୍ରମଣ ପାଇଁ ମଧ୍ୟ ଯୋଜନା ହୋ‍ଇପାରେ ।

ଉପଚାର – ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ ଦ୍ଵାରା ଆପଣଙ୍କର ଉପକାର ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.