ETV Bharat / bharat

ହଟିଲା ସସପେନ୍ସ ! ସୁଖବିନ୍ଦର ସିଂ ସୁଖୁ ହେବେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ

author img

By

Published : Dec 10, 2022, 4:51 PM IST

Updated : Dec 10, 2022, 5:12 PM IST

ସୁଖବିନ୍ଦର ସିଂ ସୁଖୁ ହେବେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକରେ ନିଷ୍ପତ୍ତି । ଅଧିକ ପଢନ୍ତୁ

ସୁଖବିନ୍ଦର ସିଂ ସୁଖୁ ହେବେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ସୁଖବିନ୍ଦର ସିଂ ସୁଖୁ ହେବେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ । କଂଗ୍ରେସ ବିଧାୟକ ଦଳ ବୈଠକରେ ତାଙ୍କ ନାମରେ ମୋହର ଲାଗିଛି । ଆଜି ଅପରାହ୍ନରେ କଂଗ୍ରେସର ନବ ନିର୍ବାଚିତ ବିଧାୟକଙ୍କୁ ନେଇ ଗଠିତ ବିଧାୟକ ଦଳର ବୈଠକ ଜାରି ରହିଥିଲା । ଏଥିରେ ସୁଖବିନ୍ଦରଙ୍କ ନାମରେ ସହମତି ପ୍ରକାଶ ପାଇଛି ସୂତ୍ରରୁ ସୂଚନା ମିଳିଛି । ସେହିପରି କଂଗ୍ରେସ ହାଇକମାଣ୍ଡ ମଧ୍ୟ ତାଙ୍କ ନାମ ନାମକୁ ଅନୁମୋଦନ ଦେଇଥିବା ସୂଚନା ମିଳିଛ । ଆଉ କିଛି ସମୟ ପରେ କଂଗ୍ରେସ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିପାରେ ।

  • Congress high command approves the name of Sukhwinder Singh Sukhu as CM of Himachal Pradesh. His name will be announced by this evening after discussing it with other leaders: Sources pic.twitter.com/9tdYCVGg5c

    — ANI (@ANI) December 10, 2022 " class="align-text-top noRightClick twitterSection" data=" ">

ଅନ୍ୟପଟେ ଦଳର ନିଷ୍ପତ୍ତି ସମ୍ପର୍କରେ ସେ ଅବଗତ ନଥିବା କହିଛନ୍ତି ସୁଖବିନ୍ଦର । ସେ ଦଳର ବିଧାୟକ ଦଳର ବୈଠକକୁ ଯାଉଛନ୍ତି । ଯାହା ସଂଧ୍ୟା 5ରେ ଅନୁଷ୍ଠିତ ହେବାକୁ ଯାଉଛି । ତାଙ୍କ ନାମ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚୂଡାନ୍ତ ହୋଇସାରିଥିବା ନେଇ ସେ ଅବଗତ ନୁହନ୍ତି ବୋଲି କହିଥିଲେ । ତାଙ୍କ ନାମ ଚର୍ଚ୍ଚାରେ ଥିବା ବେଳେ ପୂର୍ବରୁ ସେ ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବେ ବୋଲି କହିସାରିଛନ୍ତି ।

  • Himachal Pradesh | I am not yet aware of the decision of the High Command. I am going to the Congress Legislature Party (CLP) meeting which will happen at 5 pm: Congress leader Sukhwinder Singh Sukhu pic.twitter.com/ZYC3reOGZ1

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 10, 2022, 5:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.