ETV Bharat / bharat

BrahMos Missile Test Fired: ବାୟୁସେନା ପରେ ନୌସେନା କଲା ବ୍ରହ୍ମୋସର ବ୍ୟବହାରିକ ଟେଷ୍ଟ - ବ୍ରହ୍ମୋସ ପରୀକ୍ଷଣ

ଗୋଟିଏ ଦିନରେ ଡବଲ ବ୍ରହ୍ମୋସ ଟେଷ୍ଟ । ସଫଳତାର ସହ ଦମ ଦେଖାଇଲା ବ୍ରହ୍ମୋସ କ୍ଷପଣାସ୍ତ୍ର । ପ୍ରଥମେ ଫ୍ଲାଇଟ୍ ଟେଷ୍ଟ ପରେ ନୌସେନା ପାଇଁ ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି । ଅଧିକ ପଢନ୍ତୁ

BrahMos Missile Test Fired: ଦୀର୍ଘ ପରିସରରେ ହିଟ୍ କଲା ବ୍ରହ୍ମୋସ

author img

By

Published : Apr 19, 2022, 10:45 PM IST

ନୂଆଦିଲ୍ଲୀ: ଗୋଟିଏ ଦିନରେ ଡବଲ ବ୍ରହ୍ମୋସ ଟେଷ୍ଟ । ସଫଳତାର ସହ ଦମ ଦେଖାଇଲା ବ୍ରହ୍ମୋସ କ୍ଷପଣାସ୍ତ୍ର । ପ୍ରଥମେ ଫ୍ଲାଇଟ୍ ଟେଷ୍ଟ ପରେ ନୌସେନା ପାଇଁ ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି । ଆଜି (ମଙ୍ଗଳବାର) ପୂର୍ବ ସମୁଦ୍ରିକ ଅଞ୍ଚଳରେ ଯୁଦ୍ଧ ଜାହଜ INS ଦିଲ୍ଲୀରୁ ଏହି ପରୀକ୍ଷଣ କରାଯାଇଥିଲା । ଫ୍ରଣ୍ଟଲାଇନ ପ୍ଲାଟଫର୍ମରୁ ଇଣ୍ଟିଗ୍ରେଟେଡ୍ ନେଟୱାର୍କ-ସେଣ୍ଟ୍ରିକ୍ ଅପରେସନ୍ସର ବୈଧତା ସହ ବ୍ରାହ୍ମୋସର ଟେଷ୍ଟ ସଫଳ ହୋଇଛି । ତେବେ ବ୍ରହ୍ମୋସର ଏହା ଏକ ପରିବର୍ଦ୍ଧିତ ବା ଅଧିକ ଦୂରଗାମୀ ଲକ୍ଷ୍ୟ ଭେଦ କ୍ଷମତା ସମ୍ପର୍ଣ୍ଣ ନୂଆ ନାଭାଲ ଭର୍ସନ ଥିଲା ।

BrahMos Missile Test Fired: ଦୀର୍ଘ ପରିସରରେ ହିଟ୍ କଲା ବ୍ରହ୍ମୋସ

ଆଜି ପୂର୍ବରୁ ବାୟୁସେନାର ଏକ ସୁଖୋଇ-30 MkI ବିମାନରୁ ବ୍ରାହ୍ମୋସ୍ କ୍ଷେପଣାସ୍ତ୍ରର ଉତକ୍ଷେପଣ କରାଯାଇଥିଲା । ଏହା ନୌସେନାର ଏକ ସେବାନିବୃତ ଜାହାଜ ଟାର୍ଗେଟକୁ କରି ନଷ୍ଟ କରିବାରେ ସଫଳ ହୋଇଥିଲା । ନୌସେନାର ସମନ୍ବୟରେ ଏହି ପରୀକ୍ଷଣ ସଫଳ ହୋଇଥିବା ବାୟୁସେନା ଘୋଷଣା କରିଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.