ଭୁବନେଶ୍ବର: ବାଲେଶ୍ବର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ ସଫଳତାର ସହ ପରୀକ୍ଷା ହେଲା ଏୟାର ମିସାଇଲ ଭର୍ଟିକାଲ୍ ଲଞ୍ଚ ସର୍ଟ ରେଞ୍ଜ ସର୍ଫେସ (Vertical Launch Short Range Surface to Air Missile ) VL-SRSAM ମିସାଇଲ । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଦ୍ବାରା ଏହି ପରୀକ୍ଷଣ ସଫଳତାର ସହ ଶେଷ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି । ଏହି ମିଶାଇଲର ଲକ୍ଷ୍ୟଭେଦ କ୍ଷମତା 15 କିମି ରହିଛି ।
-
RM Shri @rajnathsingh has congratulated @DRDO_India , @indiannavy and the industry for the successful flight test of Vertical Launch Short Range Surface to Air Missile. He said that this system would further enhance defence capability of Indian Naval Ships against aerial threats. pic.twitter.com/chnlpP3ct7
— रक्षा मंत्री कार्यालय/ RMO India (@DefenceMinIndia) December 7, 2021 " class="align-text-top noRightClick twitterSection" data="
">RM Shri @rajnathsingh has congratulated @DRDO_India , @indiannavy and the industry for the successful flight test of Vertical Launch Short Range Surface to Air Missile. He said that this system would further enhance defence capability of Indian Naval Ships against aerial threats. pic.twitter.com/chnlpP3ct7
— रक्षा मंत्री कार्यालय/ RMO India (@DefenceMinIndia) December 7, 2021RM Shri @rajnathsingh has congratulated @DRDO_India , @indiannavy and the industry for the successful flight test of Vertical Launch Short Range Surface to Air Missile. He said that this system would further enhance defence capability of Indian Naval Ships against aerial threats. pic.twitter.com/chnlpP3ct7
— रक्षा मंत्री कार्यालय/ RMO India (@DefenceMinIndia) December 7, 2021
ଏହି ମିସାଇଲକୁ ଭାରତୀୟ ନୌସେନାରେ ସାମିଲ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ଭାରତୀୟ ନୌସେନା ଯୁଦ୍ଧ ଜାହାଜରୁ ମିସାଇଲକୁ ଭର୍ଟିକାଲ୍ ଲଞ୍ଚର୍ ୟୁନିଟ ମାଧ୍ୟମରେ ଭବିଷ୍ୟତରେ ଅତି ସହଜରେ ଉତକ୍ଷେପଣ ମଧ୍ୟ କରାଯାଇ ପାରିବ ।
ମଙ୍ଗଳବାର ଚାନ୍ଦିପୁରରେ ଏହି ପରୀକ୍ଷଣକୁ DRDO ର ବୈଜ୍ଞାନିକ ଏବଂ ଭାରତୀୟ ନୌସେନାର ବରିଷ୍ଠ ଅଧିକାରୀମାନେ ପରିଚାଳନା କରିଥିଲେ । ଏହାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ 2021 ମସିହା 22 ଫେବୃଆରୀରେ ସଫଳତାର ସହ କରାଯାଇଥିଲା ।
ଏହି ପରୀକ୍ଷଣ ସଫଳ ହେବାପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ DRDO ବୈଜ୍ଞାନିକ ଓ ଭାରତୀୟ ନୌସେନାକୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଏହି ଅତ୍ୟାଧୁନିକ ବାୟୁ ଯୁଦ୍ଧାସ୍ତ୍ର ଭାରତୀୟ ନୈସେନାର ଜାହାଜର ପ୍ରତିରକ୍ଷା କ୍ଷମତାକୁ ଆହୁରି ଶକ୍ତିଶାଳୀ କରିବ । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସଫଳ ପରୀକ୍ଷଣ ନେଇ DRDOକୁ ଟ୍ବିଟ କରି ଧନ୍ୟବାଦ ଜଣାଇଛନ୍ତି ।
-
Congratulate @DRDO_India and @indiannavy on the successful flight testing of Vertical Launch Short Range Surface to Air Missile (VL-SRSAM) from ITR Chandipur, off the coast of #Odisha. #DRDO
— Naveen Patnaik (@Naveen_Odisha) December 7, 2021 " class="align-text-top noRightClick twitterSection" data="
">Congratulate @DRDO_India and @indiannavy on the successful flight testing of Vertical Launch Short Range Surface to Air Missile (VL-SRSAM) from ITR Chandipur, off the coast of #Odisha. #DRDO
— Naveen Patnaik (@Naveen_Odisha) December 7, 2021Congratulate @DRDO_India and @indiannavy on the successful flight testing of Vertical Launch Short Range Surface to Air Missile (VL-SRSAM) from ITR Chandipur, off the coast of #Odisha. #DRDO
— Naveen Patnaik (@Naveen_Odisha) December 7, 2021
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ