ETV Bharat / bharat

କୋଭିଡରେ ବାପାମା’ଙ୍କୁ ହରାଇଲେ ପିଲାଙ୍କୁ ମିଳିବ 5 ଲକ୍ଷ, ତାମିଲନାଡୁ ସରକାରଙ୍କ ଘୋଷଣା

କୋଭିଡ ସଂକ୍ରମଣକୁ ନେଇ ବଡ ଘୋଷଣା କରିଛନ୍ତି ତମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ । କୋଭିଡରେ ପିତାମାତା ହରାଇଥିବା ଶିଶୁଙ୍କ ପାଇଁ 5 ଲକ୍ଷ ଟଙ୍କାର ଜମା ରଖିବେ ତାମିଲନାଡୁ ସରକାର। ଅଧିକ ପଢନ୍ତୁ....

ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଘୋଷଣା,  କୋଭିଡରେ ପିତାମାତା ହରାଇଥିବା ଶିଶୁଙ୍କ ପାଇଁ 5 ଲକ୍ଷ ଟଙ୍କାର ଜମା ରଖିବେ ତାମିଲନାଡୁ ସରକାର

author img

By

Published : May 29, 2021, 4:48 PM IST

ଚେନ୍ନାଇ: କୋଭିଡ ସଂକ୍ରମଣକୁ ନେଇ ବଡ ଘୋଷଣା କରିଛନ୍ତି ତମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ । କୋଭିଡ ସଂକ୍ରମଣରେ ପିତାମାତା ହରାଇଥିବା ନାବାଳକଙ୍କ ନାମରେ 5 ଲକ୍ଷ ଟଙ୍କା ରାଶି ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକରରେ ଆଲୋଚନା ହେବା ପରେ ମୁଖ୍ୟମନ୍ତ୍ରୀ ଷ୍ଟଲିନ ଏପରି ଘୋଷଣା କରିଛନ୍ତି । ତାମିଲନାଡୁ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଜାରି ହୋଇଥିବା ପ୍ରେସ ବାର୍ତ୍ତାରେ କୁହାଯାଇଛି ,କୋଭିଡରେ ପିତାମାତା ହରାଇଥିବା ପିଲାମାନଙ୍କ ବିଷୟରେ ଅଧିକାରୀମାନଙ୍କୁ ନିମ୍ନଲିଖିତ ନିର୍ଦ୍ଦେଶ ଦିଆଯାଇଛି।

କୋଭିଡରେକୁ ପିତାମାତା ହରାଇଥିବା ପ୍ରତ୍ୟେକ ଶିଶୁଙ୍କ ନାମରେ ପ୍ରତ୍ୟେକ 5 ଲକ୍ଷ ଟଙ୍କା ପାଇଁ ଏକ ନିର୍ଦ୍ଦିଷ୍ଟ ଜମା ଖୋଲନ୍ତୁ । ଯେତେବେଳେ ପିଲାଟି 18 ବର୍ଷ ବୟସ ଅର୍ଥାତ ସାବଳକ ହେବା ପରେ ସେହି ପିଲାମାନଙ୍କୁ ଉକ୍ତ ଜମା ମୂଳରାଶି ଓ ସୁଧ ପ୍ରଦାନ କରିବା ପାଇଁ ସରକାର ଯୋଜନା କରୁଛନ୍ତି । ଏହି ଅର୍ଥରାଶି ସେମାନଙ୍କ ପାଠପଢା ଖର୍ଚ୍ଚ ବହନ କରିବା ପାଇଁ ସହାୟକ ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲିନ ।

ସେହିପରି ଭାବେ ଯଦି କୋଭିଡରେ ପିତାମାତାଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହେଲେ ଜୀବୀତ ମାତା କିମ୍ବା ପିତାଙ୍କୁ 3 ଲକ୍ଷ ଟଙ୍କାର ସହାୟତା ପ୍ରଦାନ ନେଇ ଘୋଷଣା କରାଯାଇଛି । ଯଦି ଏକ ଶିଶୁ ଯିଏ ଉଭୟ ପିତାମାତାଙ୍କୁ ହରାଇଥାଏ ଏବଂ ଏହାର ସମ୍ପର୍କୀୟମାନଙ୍କ ସହିତ ରହୁଥାଏ ତେବେ ପିଲା ଜଣଙ୍କ ସାବାଳକ ହେବା ଯାଏ ମାସିକ 3,000 ଟଙ୍କା ଦେୟ ପ୍ରଦାନ କିରିବେ ରାଜ୍ୟ ସରକାର । ସେହିପରି ଅନ୍ୟ ଏକ ସର୍ତ୍ତାବଳୀ ଅନୁସାରେ ପିଲାଟି ଯଦି ପୂର୍ବରୁ ଯଦି ପିତାମାତାଙ୍କୁ ହରାଇଥାଏ ଓ ପରେ ଳାଲନ ପାଳନ କରୁଥିବା ଅଭିଭାବକଙ୍କୁ ମଧ୍ୟ କୋଭିଡରେ ହରାଏ, ତେବେ ଏପରି ସ୍ଥଳେ ସେମାନଙ୍କ ନାମରେ 5 ଲକ୍ଷ ଟଙ୍କାର ଅର୍ଥରାଶି ଜମା କରିବେ ରାଜ୍ୟ ସରକାର । ତେବେ ପିଲାମାନଙ୍କ ରକ୍ଷଣାବେକ୍ଷଣା ପ୍ରକ୍ରିୟାର ତଦାରଖ କରିବା ପାଇଁ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯିବା ନେଇ ମଧ୍ୟ ସରକାର ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Chennai: Tamil Nadu Chief Minister MK Stalin on Saturday ordered a fixed deposit of Rs 5 lakh in the names of minor children who had lost their parents to Covid-19.

Stalin passed the orders after chairing a meeting of senior officials.

Read:| On his first official visit as CM, Stalin inaugurates COVID care centres, launches vaccination drive

According to a statement issued the following orders have been issued to the officials with regards to children who had lost their parents to Covid-19

-open a fixed deposit for Rs 5 lakh each in the names of each child who had lost its parents to Covid-19. When the child attains 18 years of age, the principal and accumulated interest to be paid to that child;

-preference to be given to such children in admission to government-owned homes and hostels;

-state government to foot their education, hostel costs till their graduation;

Read:| CM Stalin to visit Coimbatore as Covid cases surge

-if one of the parents of a child dies due to Covid-19, payment of Rs.3 lakh to the surviving parent;

-if a child that lost both its parents and living with its relatives and others payment of Rs.3,000 per month till they attain 18 years of age;

-Rs 5 lakh fixed deposit for a child who had already lost one of its parents earlier and loses the surviving parent;

-a district-wise committee will be formed to oversee the beneficiary children.

IANS

Read:| Full lockdown a bitter pill, but no other go: TN CM Stalin

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.