ETV Bharat / bharat

ଭାରତକୁ ମିଳିବ ତୃତୀୟ ଟିକା

author img

By

Published : Apr 12, 2021, 3:59 PM IST

ଦେଶରେ ଏବେ 2 ଟିକା ଉପଲବ୍ଧ ରହିଛି । ତେବେ ଖୁବଶିଘ୍ର ଭାରତକୁ ମିଳିବ ଆଉ ଏକ ଟିକା । ଅଧିକ ପଢନ୍ତୁ...

ଭାରତକୁ ମିଳିବ ତୃତୀୟ ଟିକା
ଭାରତକୁ ମିଳିବ ତୃତୀୟ ଟିକା

ନୂଆଦିଲ୍ଲୀ: ମହାମାରୀ କୋରୋନା ସହିତ ଯୁଦ୍ଧ ଲଢୁଥିବା ଭାରତକୁ ଏବେ ଭ୍ୟାକ୍ସିନ ଭରସା । ଦେଶରେ ଏବେ 2 ଟିକା ଉପଲବ୍ଧ ରହିଛି । ତେବେ ଖୁବ ଶିଘ୍ର ଭାରତକୁ ମିଳିବ ଆଉ ଏକ ଟିକା ।

କୋରୋନାର କାୟା ବିସ୍ତାର ମଧ୍ୟରେ ଭାରତକୁ ଆସୁଛି ସ୍ପୁଟନିକ ଭି ଭ୍ୟାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଛି ମଞ୍ଜୁରୀ । ଏନେଇ ଭ୍ୟାକ୍ସିନ ମଞ୍ଜୁରୀ ବିଷୟରେ ସବଜେକ୍ଟ ଏକ୍ସପର୍ଟ କମିଟିର ବୈଠକ ହୋଇଥିଲା । ବର୍ତ୍ତମାନ ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ (DCGI)ର ଆନୁଷ୍ଠାନିକ ଅନୁମୋଦନ ଆବଶ୍ୟକ ହେବ ।

ନିକଟରେ ଭାରତ ଗସ୍ତରେ ଆସିଥିବା ଋଷର ବୈଦେଶିକ ମନ୍ତ୍ରୀ କହିଥିଲେ ଯେ ସ୍ପୁଟନିକ ଭି ଟିକାର 70 କୋଟି ଡୋଜ ଉତ୍ପାଦନ ପାଇଁ ଋଷ ପକ୍ଷ ଭାରତୀୟ କମ୍ପାନୀ ସହ ଚୁକ୍ତି କରିଛନ୍ତି । ବର୍ତ୍ତମାନ ଏହି ଟିକାକୁ ଅନୁମୋଦନ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.