ETV Bharat / bharat

'ମୋଦିଙ୍କ ବିରୋଧ ଅର୍ଥ ଭାରତ ମାତାଙ୍କ ଅସମ୍ମାନ' - ଶୁଭେନନ୍ଦୁ ଅଧିକାରୀ

ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, କୋରୋନା ବିରୋଧରେ ପିଏମ ମୋଦିଙ୍କ ଟିକା ନେବା ଜରୁରୀ । ମୋଦିଙ୍କ ବିରୋଧରେ କହିବା ଅର୍ଥ ଭାରତ ମାତାଙ୍କ ବିରୋଧରେ କହିବା ବୋଲି ବୟାନ ଦେଇଛନ୍ତି ଶୁଭେନ୍ଦୁ । ଅଧିକ ପଢନ୍ତୁ...

'ମୋଦିଙ୍କ ବିରୋଧ ଅର୍ଥ ଭାରତ ମାତାଙ୍କ ଅସମ୍ମାନ'

author img

By

Published : Mar 19, 2021, 8:55 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଗୋଟିଏ ପକ୍ଷେ ବିଜେପି କ୍ରମାଗତ ମମତା ବାନାର୍ଜୀଙ୍କ ଗଡକୁ ଘେରିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟପକ୍ଷେ ମମତା ବି ବିଜେପିକୁ ମାତ ଦେବାକୁ କଷୁଛନ୍ତି ବଳ । ପୂର୍ବ ମେଦିନାପୁରରେ ଏକ ରାଲିରେ ବିଜେପିକୁ ଅଲବିଦା କହିଛନ୍ତି ଦିଦି । ପଶ୍ଚିମବଙ୍ଗ ଦଙ୍ଗା, ଲୁଟ, ଦୁର୍ଯ୍ୟୋଧନ, ଦୁଶାସନଙ୍କୁ ଚାହୁଁ ନଥିବା କହିଛନ୍ତି ମମତା । ଆଉ ଦିଦିଙ୍କ ଏହି ବୟାନ ପରେ ତାଙ୍କୁ ପାଲଟା ଜବାବ ଦେଇଛନ୍ତି ନନ୍ଦିଗ୍ରାମରେ ପ୍ରତିଦ୍ବନ୍ଦୀ ଥିବା ଶୁଭେନ୍ଦୁ ଅଦିକାରୀ ।

ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, କୋରୋନା ବିରୋଧରେ ପିଏମ ମୋଦିଙ୍କ ଟିକା ନେବା ଜରୁରୀ । ସେ ନିର୍ବାଚିତ ପ୍ରଧାନମନ୍ତ୍ରୀ । ତାଙ୍କ ବିରୋଧରେ କହିବା ଅର୍ଥ ଗଣତନ୍ତ୍ର ବିରୋଧରେ କହିବା । ମୋଦିଙ୍କ ବିରୋଧରେ କହିବା ଅର୍ଥ ଭାରତ ମାତାଙ୍କ ବିରୋଧରେ କହିବା ବୋଲି ବୟାନ ଦେଇଛନ୍ତି ଶୁଭେନ୍ଦୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.