ETV Bharat / bharat

କୋରୋନାରେ ପୂର୍ବତନ ଆଟର୍ଣ୍ଣି ଜେନେରାଲଙ୍କ ପରଲୋକ - former attorney general dies of covid-19

ଭାରତର ସର୍ବୋତ୍ତମ ଆଇନଜୀବୀଙ୍କ ମଧ୍ୟରୁ ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କ ଆଜି(ଶୁକ୍ରବାର) ସକାଳେ କୋଭିଡଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 91 ବର୍ଷ ହୋଇଥିଲା । ଅଧିକ ପଢନ୍ତୁ...

ପୂର୍ବତନ ଆଟର୍ଣ୍ଣି ଜେନେରାଲଙ୍କ ପରଲୋକ
ପୂର୍ବତନ ଆଟର୍ଣ୍ଣି ଜେନେରାଲଙ୍କ ପରଲୋକ
author img

By

Published : Apr 30, 2021, 12:04 PM IST

ନୂଆଦିଲ୍ଲୀ: କୋଭିଡରେ ଆକ୍ରାନ୍ତ ହୋଇ ପୂର୍ବତନ ଆଟର୍ଣ୍ଣି ଜେନେରାଲଙ୍କ ପରଲୋକ । ଭାରତର ସର୍ବୋତ୍ତମ ଆଇନଜୀବୀଙ୍କ ମଧ୍ୟରୁ ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କ ଆଜି(ଶୁକ୍ରବାର) ସକାଳେ କୋଭିଡଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 91 ବର୍ଷ ହୋଇଥିଲା ।

ସୋଲି ସୋରାବଜୀ ଜଣେ ବରିଷ୍ଠ ଆଇନଜୀବୀ ତଥା ପଦ୍ମଭୂଷଣ ଅଧିକାରୀ ଥିଲେ । ସେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସୋଲି ଜାହାଙ୍ଗୀର ସୋରାବଜୀ 1930 ମସିହାରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ।

ସେ 1953 ମସିହାରେ ବମ୍ବେ ହାଇକୋର୍ଟରେ ନିଜର ଆଇନ ଅଭ୍ୟାସ ଆରମ୍ଭ କରିଥିଲେ। ଏହାପରେ ସେ 1971 ମସିହାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ବରିଷ୍ଠ ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ। ଶ୍ରୀ ସୋରାବଜୀ ପ୍ରଥମେ 1989 ରେ ଏବଂ ପରେ 1998 ରୁ 2004 ରେ ଆଟର୍ଣ୍ଣି ଜେନେରାଲ୍ ହୋଇଥିଲେ।

ଏହାସହ ସେ ମାନବ ଅଧିକାରର ପ୍ରୋତ୍ସାହନ ଏବଂ ସୁରକ୍ଷା ଉପରେ ମିଳିତ ଜାତିସଂଘର ଉପ-ଆୟୋଗରେ ଯୋଗ ଦେଇଥିଲେ । 1998 ରୁ 2004 ମସିହା ପର୍ଯ୍ୟନ୍ତ ଏହାର ଚେୟାରମ୍ୟାନ ଦାୟିତ୍ବ ନେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.