ETV Bharat / bharat

ମହାରାଷ୍ଟ୍ରରେ ଅମ୍ଳଜାନ ଅଭାବ, ଚାଲିଗଲା 4 ଆକ୍ରାନ୍ତଙ୍କ ଜୀବନ

ମହାରାଷ୍ଟ୍ରର ଏକ ହସ୍ପିଟାଲରେ ଅମ୍ଳଜାନ ଅଭାବରୁ 4 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

author img

By

Published : Apr 26, 2021, 2:07 PM IST

Updated : Apr 26, 2021, 3:38 PM IST

ମହାରାଷ୍ଟ୍ରରେ ଅମ୍ଳଜାନ ଅଭାବ, 6 ଆକ୍ରାନ୍ତ ମୃତ

ମୁମ୍ବାଇ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଫଳରେ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଦେଖାଦେଇଛି ଅମ୍ଲଜାନର ଅଭାବ । ତେବେ ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ବେଦାନ୍ତ ହସ୍ପିଟାଲରେ 4 ଜଣ ଆକ୍ରାନ୍ତଙ୍କ ଅମ୍ଳଜାନ ଅଭାବରୁ ମୃତ୍ୟୁ ଘଟିଛି ।

ଥାନେ ଅଞ୍ଚଳର ବର୍ତ୍ତକ ନଗରରେ ଏହି ବେଦାନ୍ତ ହସ୍ପିଟାଲ ରହିଛି । 4 ଜଣଙ୍କ ଅମ୍ଳଜାନ ଅଭାବରୁ ମୃତ୍ୟୁ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ତେବେ ସୂଚନା ଥାଉ କି ଆଜି ରାଜ୍ୟରେ 3 ଲକ୍ଷ 52 ହଜାର 991 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା 1 କୋଟି 73 ଲକ୍ଷ 13 ହଜାର 163ରେ ପହଞ୍ଚିଛି । ସେପଟେ 2812ଜଣଙ୍କର କୋରୋନା ଜନିତ ମୃତ୍ୟୁ ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 26, 2021, 3:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.