ETV Bharat / bharat

Sidhu Moosewala murder case: ହତ୍ୟାରେ ବ୍ୟବହୃତ AK-47 ବନ୍ଧୁକ ଉଦ୍ଧାର

author img

By

Published : Aug 7, 2022, 10:48 PM IST

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡ ଘଟଣା । ମୁସେଓ୍ବାଲାଙ୍କୁ ହତ୍ୟା କରିବାପାଇଁ ବୃବହୃତ ହୋଇଥିବା ବନ୍ଧୁକ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ

Sidhu Moosewala murder case: Weapons used in the murder identified
Sidhu Moosewala murder case: ହତ୍ୟା ପାଇଁ ବ୍ୟବହୃତ ଅସ୍ତ୍ରଶସ୍ତ୍ରର ଉଦ୍ଧାର

ଚଣ୍ଡିଗଡ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡ ଘଟଣା । ମୁସେଓ୍ବାଲାଙ୍କୁ ହତ୍ୟା କରିବାପାଇଁ ବୃବହୃତ ହୋଇଥିବା ବନ୍ଧୁକ ଜବତ କରିଛି ପୋଲିସ । ଏହି ଘଟଣାରେ ଫରେନସିକ ଟେଷ୍ଟରୁ ଜଣା ପଡିଛି ଯେ ମୁସେୱାଲାଙ୍କୁ ହତ୍ୟା କରିବା ପାଇଁ ଅଭିଯୁକ୍ତ ଏହି ବନ୍ଧୁକର ବ୍ୟବହୃତ କରିଥିଲେ । ଅମୃତସରର ଅଟାରୀ ସୀମା ନିକଟରେ ଏହି ଏନକାଉଣ୍ଟର ହୋଇଥିଲା । ରବିବାର ଆସିଥିବା ଫରେନସିକ୍ ଟେଷ୍ଟ ରିପୋର୍ଟରେ ଦର୍ଶାଯାଇଛି ଯେ, ଗାୟକଙ୍କୁ ହତ୍ୟା କରିବା ପାଇଁ ବ୍ୟବହୃତ ହୋଇଥିବା ଦୁଇ ଅଭିଯୁକ୍ତ ଶାର୍ପସୁଟର ମନପ୍ରୀତ ମନନୁ ଏବଂ ଜାଗ୍ରୁପ ରୂପାଙ୍କ ସହ ପୋଲିସର ମୁକାବିଲା ସମୟରେ AK47 ରାଇଫଲ ଏବଂ 9 ଏମଏମ ପିସ୍ତଲ ଜବତ କରାଯାଇଥିଲା ।

କାନ୍ନାଡାର ଜଣେ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାର ଅଭିଯୁକ୍ତଙ୍କୁ ଅସ୍ତ୍ର ଯୋଗାଉଥିଲେ ବୋଲି ଜଣାପଡିଛି । ତେବେ ପୋଲିସର କହିବା ଅନୁସାରେ, ମାନୁ AK 47 ରୁମୁସେଓ୍ବାଲାଙ୍କୁ ଗୁଳି ଚଳାଇଥିଲେ । ଏଥିସହ ବ୍ୟାକଅପ ଯୋଗାଇବା ପାଇଁ କାଶୀଶ, ଫଉଜି ଏବଂ ସେରସାଙ୍କୁ ବିଭିନ୍ନ ଅସ୍ତ୍ର ଦିଆଯାଇଥିଲା ବୋଲି ପୋଲିସ ପକ୍ଷରୁ ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.