ETV Bharat / bharat

ସରକାର ଅହଂକାର ଛାଡ, କୃଷକଙ୍କୁ ନ୍ୟାୟ ଦିଅ: ରାହୁଲ

ଚାଷୀ ଆନ୍ଦୋଳନକୁ ନେଇ ଟ୍ବିଟ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସରକାର ଅହଂକାର ଛାଡି କୃଷକଙ୍କୁ ନ୍ୟାୟ ଦେବା ପାଇଁ ରାହୁଲ ଟ୍ବିଟ କରି ଲେଖିଛନ୍ତି। ଅଧିକ ପଢନ୍ତୁ...

author img

By

Published : Dec 1, 2020, 6:35 PM IST

ସରକାର ଅହଂଙ୍କାର ଛାଡି କୃଷକଙ୍କୁ ନ୍ୟାୟ ଦିଅନ୍ତୁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ତେଜୁଛି ଚୀଷୀ ଆନ୍ଦୋଳନ। ଜିଦରେ ଅଡି ବସିଛନ୍ତି ଆନ୍ଦୋଳନରତ ଚାଷୀ। ଏପଟେ ବିରୋଧ କରୁଥିବା ଚାଷୀଙ୍କୁ ସେମାନଙ୍କର ଅଧିକାର ଫେରାଇବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ବିଟ କରି ଅପିଲ କରିଛନ୍ତି। ଏହାସହ କେନ୍ଦ୍ର ସରକାରଙ୍କୁ ଜାଗ୍ରତ ହେବାକୁ ଚେତାଇ ଦେଇଛନ୍ତି।

  • अन्नदाता सड़कों-मैदानों में धरना दे रहे हैं,
    और
    ‘झूठ’ टीवी पर भाषण!

    किसान की मेहनत का हम सब पर क़र्ज़ है।

    ये क़र्ज़ उन्हें न्याय और हक़ देकर ही उतरेगा, न कि उन्हें दुत्कार कर, लाठियाँ मारकर और आंसू गैस चलाकर।

    जागिए, अहंकार की कुर्सी से उतरकर सोचिए और किसान का अधिकार दीजिए।

    — Rahul Gandhi (@RahulGandhi) December 1, 2020 " class="align-text-top noRightClick twitterSection" data=" ">

ମୁଖ୍ୟତଃ ପଞ୍ଜାବ ଏବଂ ହରିୟାଣାର କୃଷକମାନେ ଜାତୀୟ ରାଜଧାନୀର ସିଙ୍ଘୁ, ଟିକ୍ରି ଏବଂ ଗାଜିପୁର ସୀମାରେ କେନ୍ଦ୍ରର ନୂତନ କୃଷି-ମାର୍କେଟିଂ ନିୟମ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

"ଖାଦ୍ୟ ଉତ୍ପାଦନକାରୀ ରାସ୍ତା ଓ କ୍ଷେତରେ ବିକ୍ଷୋଭ ପ୍ରଦର୍ଶନ କରି ବସିଛନ୍ତି ଏବଂ ଟିଭିରେ ଭାଷଣ ଦିଆଯାଉଛି। ଆମେ ସମସ୍ତେ କୃଷକଙ୍କ କଠିନ ପରିଶ୍ରମ ପାଇଁ ଋଣୀ ଅଟୁ। ଏହି ଋଣ କେବଳ ସେମାନଙ୍କୁ ନ୍ୟାୟ ଏବଂ ଅଧିକାର ପ୍ରଦାନ କରି ସମାପ୍ତ ହେବ ଏବଂ ଅସଦାଚରଣ ଦ୍ବାରା ନୁହେଁ। ସେମାନଙ୍କୁ ବାଟରେ ମାଡ ମାରିବା କିମ୍ବା ସେମାନଙ୍କ ଉପରେ ଲୁହବୁହା ଗ୍ୟାସ ବ୍ୟବହାର କରିବା କେତେ ଦୂର ଯଥାର୍ଥ" ବୋଲି ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଜାଗ୍ରତ ହୁଅ ଏବଂ ଅହଙ୍କାରର ଚେୟାରରୁ ଓହ୍ଲାଇ ଚାଷୀଙ୍କୁ ସେମାନଙ୍କର ଅଧିକାର ଦେବାକୁ ଚିନ୍ତା କର।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.