ETV Bharat / bharat

ହଜାରିବାଗରେ ଓଲଟିଲା ଯାତ୍ରୀବାହୀ ବସ୍‌: 5 ମୃତ, ଏକାଧିକ ଆହତ

author img

By

Published : Sep 17, 2022, 6:05 PM IST

ଝାଡଖଣ୍ଡର ହଜାରିବାଗରେ ଓଲଟିପଡିଲା ବସ । ଘଟଣାସ୍ଥଳରେ 5 ମୃତ, ଏକାଧିକ ଆହତ ସୂଚନା (several killed in road accident in Hazaribag)। ଜାରି ରହିଛି ଉଦ୍ଧାର ଅପରେସନ । ଅଧିକ ପଢନ୍ତୁ

ଝାଡଖଣ୍ଡରେ ଓଲଟିଲା ବସ: 5 ମୃତ, ଏକାଧିକ ଆହତ
ଝାଡଖଣ୍ଡରେ ଓଲଟିଲା ବସ: 5 ମୃତ, ଏକାଧିକ ଆହତ

ରାଞ୍ଚି: ଝାଡଖଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ 5 ଜଣ ପ୍ରାଣ ହରାଇଥିବା several killed in road accident in Hazaribag)ବର୍ତ୍ତମାନ ସୁଦ୍ଧା ସୂଚନା ରହିଛି । ରାଞ୍ଚିରୁ ହଜାରିବାଗ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଟାଟିଝାରିଆ ନିକଟରେ ଓଲଟି ପଡିବାରୁ ଘଟଣାସ୍ଥଳରେ 5 ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି । ସୂଚନା ପାଇ ସ୍ଥାନୀୟ ପ୍ରଶାସନ ରେସ୍କ୍ୟୁ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅପରେସନ ଜାରି ରଖିଛି ।

ବସରେ୍‌ ମୋଟ କେତେ ଯାତ୍ରୀ ଥିଲେ ସେ ନେଇ କିଛି ସ୍ପଷ୍ଟ ହୋଇପାରିନାହିଁ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ ଜାରି ରହିଛି । ଉଦ୍ଧାର ହୋଇଥିବା ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର କାରଣ ସମ୍ପର୍କରେ ମଧ୍ୟ ସ୍ପଷ୍ଟ ହୋଇପାରି ନଥିବାବେଳେ, ଗାଡିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି (road accident in Hazaribag)।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.