ETV Bharat / bharat

ଉତ୍ତରପ୍ରଦେଶରେ ଯାତ୍ରିବାହୀ ବସ୍‌ ଓଲଟି ୬ ମୃତ

author img

By

Published : Apr 26, 2022, 10:29 PM IST

ଉତ୍ତରପ୍ରଦେଶରେ ସଡକ ଦୁର୍ଘଟଣାରେ ୬ ମୃତ । ଉତ୍ତରପ୍ରଦେଶର ଲଲିତପୁର ଜିଲ୍ଲାର ମାସୁରା କଲାଂ ନିକଟରେ ଦୁର୍ଘଟଣା । ତେବେ ପାଡୋରିଆ ବାଗ ନିକଟ ମେହେରୁନି ରୋଡରେ ଏହି ଦୁର୍ଘଟଣା ହୋଇଛି । ଅଧିକ ପଢନ୍ତୁ

ଉତ୍ତରପ୍ରଦେଶରେ ଓଲଟିଲା ବସ,  ୬ ମୃତ
ଉତ୍ତରପ୍ରଦେଶରେ ଓଲଟିଲା ବସ, ୬ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ଘଟିଛି । ଉତ୍ତରପ୍ରଦେଶର ଲଲିତପୁର ଜିଲ୍ଲାର ମାସୁରା କଲାଂ ନିକଟରେ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ ପାଡୋରିଆ ବାଗ ନିକଟ ମେହେରୁନି ରୋଡରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଲଲିତପୁରରୁ ଧୋରୀ ସାଗର ଅଭିମୁଖେ ଯାଉଥିବା ବସ୍‌ଟି ନିୟନ୍ତ୍ରଣ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା । ଜଣେ ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବାକୁ ଯାଇ ବସ୍‌ଟି ଭାରସ୍ୟାମ ହରାଇଥିଲା ବୋଲି ଜଣାପଡିଛି । ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେବା ପରେ ପୋଲିସ ପହଞ୍ଚି ବସ୍‌ରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.