ETV Bharat / bharat

୭ ବର୍ଷ ବୟସରେ ଏଭେରେଷ୍ଟ ଚଢ଼ି ସାନ୍‌ଭୀ ସୁଦ୍‌ଙ୍କ ରେକର୍ଡ

କଅଁଳ ବୟସରେ ଏଭେରେଷ୍ଟ ଚଢ଼ି ଇତିହାସ ରଚିଲେ ପଞ୍ଜାବର ଝିଅ ସାନ୍‌ଭୀ ସୁଦ୍‌ । ମାତ୍ର ୭ ବର୍ଷ ବୟସରେ ଏଭେରେଷ୍ଟ ଶୃଙ୍ଗର ବେସ୍‌ କ୍ୟାମ୍ପରେ ପହଞ୍ଚିଛନ୍ତି । ଅଧିକ ପଢ଼ନ୍ତୁ

୭ ବର୍ଷ ବୟସରେ ଏଭେରେଷ୍ଟ ଚଢ଼ି ସାନ୍‌ଭୀ ସୁଦ୍‌ଙ୍କ ରେକର୍ଡ
୭ ବର୍ଷ ବୟସରେ ଏଭେରେଷ୍ଟ ଚଢ଼ି ସାନ୍‌ଭୀ ସୁଦ୍‌ଙ୍କ ରେକର୍ଡ
author img

By

Published : Jun 10, 2022, 10:55 PM IST

ଚଣ୍ଡିଗଡ଼: କଅଁଳ ବୟସରେ ଏଭେରେଷ୍ଟ ଚଢ଼ି ଇତିହାସ ରଚିଲେ ପଞ୍ଜାବର ଝିଅ ସାନ୍‌ଭୀ ସୁଦ୍‌ । ମାତ୍ର ୭ ବର୍ଷ ବୟସରେ ଏଭେରେଷ୍ଟ ଶୃଙ୍ଗର ବେସ୍‌ କ୍ୟାମ୍ପରେ ପହଞ୍ଚିଛନ୍ତି । ପଞ୍ଜାବର ରୋପରରେ ରହୁଛନ୍ତି ୭ ବର୍ଷର କୁନି ଝିଅ । ଏଭେରେଷ୍ଟ ଶୃଙ୍ଗର ବେସ୍‌ କ୍ୟାମ୍ପରେ ପହଞ୍ଚିଥିବା ସବୁଠାରୁ କମ୍‌ ବୟସ୍କ ଭାରତୀୟ ହୋଇ ପାରିଛନ୍ତି ସାନଭୀ ।

୭ ବର୍ଷ ବୟସରେ ଏଭେରେଷ୍ଟ ଚଢ଼ି ସାନ୍‌ଭୀ ସୁଦ୍‌ଙ୍କ ରେକର୍ଡ

ହାଡ଼ଭଙ୍ଗା ଶୀତ, କଠିନ ରାସ୍ତା ଓ କମ୍‌ ଅମ୍ଳଜାନ ସ୍ତର ସତ୍ତ୍ବେ ସାହାସ ଦେଖାଇ ଏଭେରେଷ୍ଟ ଚଢିଛନ୍ତି ସାନ୍‌ଭୀ ସୁଦ୍‌ । ଏଭେରେଷ୍ଟ ଶୃଙ୍ଗର ୬୫ କିମି ଚଢ଼ିବାକୁ କୁନି ଝିଅକୁ ମାତ୍ର ୯ ଦିନ ସମୟ ଲାଗିଥିଲା । ଏହି କ୍ରମରେ ସାନ୍‌ଭୀ ଏଭେରେଷ୍ଟ ଶୃଙ୍ଗର 5 ହଜାର ୩୬୪ ଉଚ୍ଚରେ ପହଞ୍ଚିଛନ୍ତି । ଏହାପରେ ସାନ୍‌ଭୀଙ୍କ ସାହାସକୁ ନେଇ ପ୍ରାୟ ସଭିଏଁ ଆଚମ୍ବିତ ହୋଇଛନ୍ତି ।

ମହାଲିର ଯଦାବିନ୍ଦ୍ର ସ୍କୁଲ୍‌ରେ ଦ୍ବିତୀୟ ଶ୍ରେଣୀରେ ପଢ଼ନ୍ତୁ ସାନ୍‌ଭୀ । ଏଭଳି ଏକ ଯାତ୍ରା ବାଛିବା ପୂର୍ବ ସେ ବହୁ ପରିଶ୍ରମ କରିଛନ୍ତି । କିନ୍ତୁ ସେ ଏଭେରେଷ୍ଟ ଶୃଙ୍ଗର ବେଶ ପର୍ଯ୍ୟନ୍ତ ଯିବେ ବୋଲି ନିଶ୍ଚିତ କରିଥିଲେ । ନିଜ ଯୋଜନାରେ ସଫଳ ହେବା ସହ ସାନ୍‌ଭୀ ପଞ୍ଜାବ ଓ ଭାରତର ନାଁ ଟେକ ରଖିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.