", "primaryImageOfPage": { "@id": "https://etvbharatimages.akamaized.net/etvbharat/prod-images/768-512-14407099-thumbnail-3x2-arunachal.JPG" }, "inLanguage": "or", "publisher": { "@type": "Organization", "name": "ETV Bharat", "url": "https://www.etvbharat.com", "logo": { "@type": "ImageObject", "contentUrl": "https://etvbharatimages.akamaized.net/etvbharat/prod-images/768-512-14407099-thumbnail-3x2-arunachal.JPG" } } }
", "articleSection": "bharat", "articleBody": "ଅରୁଣାଚଳ ପ୍ରଦେଶରେ ଗତ ଫେବୃଆରୀ ୬ ତାରିଖରୁ ଫସି ରହିଥିବା ୭ ଜଣ ଯବାନ ଶହୀଦ ହୋଇଛନ୍ତି । ଅଧିକ ପଢନ୍ତୁନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରୁ ଆସିଛି ଦୁଃଖଦ ଖବର । ଗତ ଫେବୃଆରୀ ୬ ତାରିଖରୁ ପଶ୍ଚିମ ଅରୁଣାଚଳ ପ୍ରଦେଶର କମେଙ୍ଗ ସେକ୍ଟରରେ ବରଫ ମଧ୍ୟରେ ଫସି ରହି ନିଖୋଜ ଥିବା ୭ ଜଣ ଯବାନ ଶହୀଦ ହୋଇଛନ୍ତି । ସେମାନଙ୍କ ମୃତଦେହକୁ ବରଫ ମଧ୍ୟରୁ ଉଦ୍ଧାର କରାଯାଇଛି । ତେବେ ଏ ସମ୍ପର୍କରେ ଭାରତୀୟ ଆର୍ମି ପକ୍ଷରୁ ସୂଚନା ମିଳିଛି । ଅରୁଣାଚଳ ପ୍ରଦେଶରେ ପାଟ୍ରୋଲିଂ ବେଳେ ଭାରତୀୟ ସେନାର ୭ ଜଣ ଯବାନ ନିଖୋଜ ଘଟଣା । ସମସ୍ତ ବୀର ଯବାନ ସହିଦ ନେଇ ସ୍ଥଳସେନା ପକ୍ଷରୁ ସୂଚନା । ହିମସ୍ଖଳ ସ୍ଥାନରୁ ଯବାନଙ୍କ ମୃତଦେହ ଉଦ୍ଧାର । ଗତ ରବିବାର ଠାରୁ ନିଖୋଜ ଥିଲେ ସମସ୍ତ ଯବାନ । @adgpi @DefenceMinIndia #IndianArmy #ArunachalPradesh pic.twitter.com/AFb5QSufZX— ETVBharat Odisha (@ETVBharatOD) February 8, 2022 ତେବେ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେମାନଙ୍କର ଆଦର୍ଶ ସେବାକୁ ଦେଶ କେବେ ଭୁଲି ପାରିବ ନାହିଁ କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ପ୍ରଧାମନ୍ତ୍ରୀ । ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଘଟଣାକୁ ଦୁଃଖଦ ବୋଲି ବର୍ଣ୍ଣନା କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଗତ କିଛି ଦିନ ପଶ୍ଚିମ ଅରୁଣାଚଳ ପ୍ରଦେଶର ଉକ୍ତ ସ୍ଥାନରେ ଖରାପ ପାଗ ଲାଗି ରହିଛି। ଯବାନମାନେ ପାଟ୍ରୋଲିଂ ସମୟରେ ପ୍ରବଳ ତୁଷାରପାତ ଓ ହିମସ୍ଖଳନ ଯୋଗୁଁ ଏପରି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ସେମାନଙ୍କ ସହିତ ଯୋଗାଯୋଗ ନ ହେବା ପରେ ସେନା ପକ୍ଷରୁ ଏୟାର ଲିଫ୍ଟି ମାଧ୍ୟମରେ ଏକ ସ୍ବତନ୍ତ୍ର ଟିମ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ମଙ୍ଗଳବାର ସେନା ବରଫ ମଧ୍ୟରୁ ଯବାନଙ୍କ ମୃତଦେହକୁ ଉଦ୍ଧାର କରିଥିବା ଜଣାପଡ଼ିଛି । Sadddened by the loss of lives of Indian Army personnel due to an avalanche in Arunachal Pradesh. We will never forget their exemplary service to our nation. Condolences to the bereaved families.— Narendra Modi (@narendramodi) February 8, 2022 ଏ ଦୁଃଖଦ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଅରୁଣାଚଳ ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ । ସେମାନଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହା ସହିତ ସେମାନଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଶହୀଦ ପ୍ରତ୍ୟେକ ସେନାଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ଅରୁଣାଚଳ ସିଏମ । Deeply pained by the demise of Indian Army personnel who were struck by an avalanche in Kemang Sector, Arunachal Pradesh.These brave soldiers lost their lives while serving the nation. I salute their courage and service. My heartfelt condolences to their bereaved families.— Rajnath Singh (@rajnathsingh) February 8, 2022 Chief Minister @PemaKhanduBJP has announced an ex-gratia of ₹4 lakhs each from the Chief Minister’s Relief Fund (CMRF), for the next of kin of 7 brave soldiers who lost their lives serving the Nation in an avalanche in the Kameng sector.@adgpi— CMO Arunachal (@ArunachalCMO) February 8, 2022 ଏହା ବି ପଢନ୍ତୁ: ଅରୁଣାଞ୍ଚଳ ପ୍ରଦେଶରେ ୭ ଯବାନ ନିଖୋଜ, ସର୍ଚ୍ଚ ଅପରେସନ ଜାରି୭ ଜଣ ଯବାନ ନିଖୋଜ ପରେ ସେମାନଙ୍କୁ ଖୋଜିବା ପାଇଁ ଯଥା ସମ୍ଭବ ଉଦ୍ୟମ କରାଯାଇଥିଲେ ମଧ୍ୟ ଦୁର୍ଭାଗ୍ୟବଶତଃ ସେମାନେ ଶହୀଦ ହୋଇଛନ୍ତି । ସେମାନେ ପାଟ୍ରୋଲିଂ କରୁଥିବା ସ୍ଥାନଟି ପ୍ରାୟ ୧୪ ହଜାର ୫୦୦ ଫୁଟ ଉଚ୍ଚରେ ରହିଥିଲା । ଗତ କିଛି ଦିନ ଧରି ଉକ୍ତ ଅଞ୍ଚଳରେ ଖରାପ ପାଗ ସହିତ ପ୍ରବଳ ତୁଷାରପାତ ହୋଇଥିଲା । ହିମସ୍ଖଳନ ହୋଇଥିବା ସ୍ଥାନରୁ ସେମାନଙ୍କ ମୃତଦେହକୁ ଉଦ୍ଧାର କରାଯାଇ ନିକଟ ଆର୍ମି ମେଡ଼ିକାଲକୁ ନିଆଯାଇଛି । @ANI", "url": "https://www.etvbharat.comoriya/odisha/bharat/seven-army-personnel-martyred-in-high-altitude-area-of-kameng-sector-in-arunachal-pradesh/or20220208173205082", "inLanguage": "or", "datePublished": "2022-02-08T17:32:08+05:30", "dateModified": "2022-02-09T10:07:14+05:30", "dateCreated": "2022-02-08T17:32:08+05:30", "thumbnailUrl": "https://etvbharatimages.akamaized.net/etvbharat/prod-images/768-512-14407099-thumbnail-3x2-arunachal.JPG", "mainEntityOfPage": { "@type": "WebPage", "@id": "https://www.etvbharat.comoriya/odisha/bharat/seven-army-personnel-martyred-in-high-altitude-area-of-kameng-sector-in-arunachal-pradesh/or20220208173205082", "name": "ଅରୁଣାଚଳ ପ୍ରଦେଶରେ ନିଖୋଜ ଥିବା ୭ ଯବାନ ଶହୀଦ, ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ", "image": "https://etvbharatimages.akamaized.net/etvbharat/prod-images/768-512-14407099-thumbnail-3x2-arunachal.JPG" }, "image": { "@type": "ImageObject", "url": "https://etvbharatimages.akamaized.net/etvbharat/prod-images/768-512-14407099-thumbnail-3x2-arunachal.JPG", "width": 1200, "height": 900 }, "author": { "@type": "Organization", "name": "ETV Bharat", "url": "https://www.etvbharat.com/author/undefined" }, "publisher": { "@type": "Organization", "name": "ETV Bharat Odisha", "url": "https://www.etvbharat.com", "logo": { "@type": "ImageObject", "url": "https://etvbharatimages.akamaized.net/etvbharat/static/assets/images/etvlogo/oriya.png", "width": 82, "height": 60 } } }

ETV Bharat / bharat

ଅରୁଣାଚଳ ପ୍ରଦେଶରେ ନିଖୋଜ ଥିବା ୭ ଯବାନ ଶହୀଦ, ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

author img

By

Published : Feb 8, 2022, 5:32 PM IST

Updated : Feb 9, 2022, 10:07 AM IST

ଅରୁଣାଚଳ ପ୍ରଦେଶରେ ଗତ ଫେବୃଆରୀ ୬ ତାରିଖରୁ ଫସି ରହିଥିବା ୭ ଜଣ ଯବାନ ଶହୀଦ ହୋଇଛନ୍ତି । ଅଧିକ ପଢନ୍ତୁ

ଅରୁଣାଚଳ ପ୍ରଦେଶରେ ନିଖୋଜ ଥିବା ୭ ଯବାନ ଶହୀଦଅରୁଣାଚଳ ପ୍ରଦେଶରେ ନିଖୋଜ ଥିବା ୭ ଯବାନ ଶହୀଦ
ଅରୁଣାଚଳ ପ୍ରଦେଶରେ ନିଖୋଜ ଥିବା ୭ ଯବାନ ଶହୀଦ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରୁ ଆସିଛି ଦୁଃଖଦ ଖବର । ଗତ ଫେବୃଆରୀ ୬ ତାରିଖରୁ ପଶ୍ଚିମ ଅରୁଣାଚଳ ପ୍ରଦେଶର କମେଙ୍ଗ ସେକ୍ଟରରେ ବରଫ ମଧ୍ୟରେ ଫସି ରହି ନିଖୋଜ ଥିବା ୭ ଜଣ ଯବାନ ଶହୀଦ ହୋଇଛନ୍ତି । ସେମାନଙ୍କ ମୃତଦେହକୁ ବରଫ ମଧ୍ୟରୁ ଉଦ୍ଧାର କରାଯାଇଛି । ତେବେ ଏ ସମ୍ପର୍କରେ ଭାରତୀୟ ଆର୍ମି ପକ୍ଷରୁ ସୂଚନା ମିଳିଛି ।

  • ଅରୁଣାଚଳ ପ୍ରଦେଶରେ ପାଟ୍ରୋଲିଂ ବେଳେ ଭାରତୀୟ ସେନାର ୭ ଜଣ ଯବାନ ନିଖୋଜ ଘଟଣା । ସମସ୍ତ ବୀର ଯବାନ ସହିଦ ନେଇ ସ୍ଥଳସେନା ପକ୍ଷରୁ ସୂଚନା । ହିମସ୍ଖଳ ସ୍ଥାନରୁ ଯବାନଙ୍କ ମୃତଦେହ ଉଦ୍ଧାର । ଗତ ରବିବାର ଠାରୁ ନିଖୋଜ ଥିଲେ ସମସ୍ତ ଯବାନ । @adgpi @DefenceMinIndia #IndianArmy #ArunachalPradesh pic.twitter.com/AFb5QSufZX

    — ETVBharat Odisha (@ETVBharatOD) February 8, 2022 " class="align-text-top noRightClick twitterSection" data=" ">

ତେବେ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେମାନଙ୍କର ଆଦର୍ଶ ସେବାକୁ ଦେଶ କେବେ ଭୁଲି ପାରିବ ନାହିଁ କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ପ୍ରଧାମନ୍ତ୍ରୀ । ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଘଟଣାକୁ ଦୁଃଖଦ ବୋଲି ବର୍ଣ୍ଣନା କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

ଗତ କିଛି ଦିନ ପଶ୍ଚିମ ଅରୁଣାଚଳ ପ୍ରଦେଶର ଉକ୍ତ ସ୍ଥାନରେ ଖରାପ ପାଗ ଲାଗି ରହିଛି। ଯବାନମାନେ ପାଟ୍ରୋଲିଂ ସମୟରେ ପ୍ରବଳ ତୁଷାରପାତ ଓ ହିମସ୍ଖଳନ ଯୋଗୁଁ ଏପରି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ସେମାନଙ୍କ ସହିତ ଯୋଗାଯୋଗ ନ ହେବା ପରେ ସେନା ପକ୍ଷରୁ ଏୟାର ଲିଫ୍ଟି ମାଧ୍ୟମରେ ଏକ ସ୍ବତନ୍ତ୍ର ଟିମ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ମଙ୍ଗଳବାର ସେନା ବରଫ ମଧ୍ୟରୁ ଯବାନଙ୍କ ମୃତଦେହକୁ ଉଦ୍ଧାର କରିଥିବା ଜଣାପଡ଼ିଛି ।

  • Sadddened by the loss of lives of Indian Army personnel due to an avalanche in Arunachal Pradesh. We will never forget their exemplary service to our nation. Condolences to the bereaved families.

    — Narendra Modi (@narendramodi) February 8, 2022 " class="align-text-top noRightClick twitterSection" data=" ">

ଏ ଦୁଃଖଦ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଅରୁଣାଚଳ ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ । ସେମାନଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହା ସହିତ ସେମାନଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଶହୀଦ ପ୍ରତ୍ୟେକ ସେନାଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ଅରୁଣାଚଳ ସିଏମ ।

  • Deeply pained by the demise of Indian Army personnel who were struck by an avalanche in Kemang Sector, Arunachal Pradesh.

    These brave soldiers lost their lives while serving the nation. I salute their courage and service. My heartfelt condolences to their bereaved families.

    — Rajnath Singh (@rajnathsingh) February 8, 2022 " class="align-text-top noRightClick twitterSection" data=" ">
  • Chief Minister @PemaKhanduBJP has announced an ex-gratia of ₹4 lakhs each from the Chief Minister’s Relief Fund (CMRF), for the next of kin of 7 brave soldiers who lost their lives serving the Nation in an avalanche in the Kameng sector.@adgpi

    — CMO Arunachal (@ArunachalCMO) February 8, 2022 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ: ଅରୁଣାଞ୍ଚଳ ପ୍ରଦେଶରେ ୭ ଯବାନ ନିଖୋଜ, ସର୍ଚ୍ଚ ଅପରେସନ ଜାରି

୭ ଜଣ ଯବାନ ନିଖୋଜ ପରେ ସେମାନଙ୍କୁ ଖୋଜିବା ପାଇଁ ଯଥା ସମ୍ଭବ ଉଦ୍ୟମ କରାଯାଇଥିଲେ ମଧ୍ୟ ଦୁର୍ଭାଗ୍ୟବଶତଃ ସେମାନେ ଶହୀଦ ହୋଇଛନ୍ତି । ସେମାନେ ପାଟ୍ରୋଲିଂ କରୁଥିବା ସ୍ଥାନଟି ପ୍ରାୟ ୧୪ ହଜାର ୫୦୦ ଫୁଟ ଉଚ୍ଚରେ ରହିଥିଲା । ଗତ କିଛି ଦିନ ଧରି ଉକ୍ତ ଅଞ୍ଚଳରେ ଖରାପ ପାଗ ସହିତ ପ୍ରବଳ ତୁଷାରପାତ ହୋଇଥିଲା । ହିମସ୍ଖଳନ ହୋଇଥିବା ସ୍ଥାନରୁ ସେମାନଙ୍କ ମୃତଦେହକୁ ଉଦ୍ଧାର କରାଯାଇ ନିକଟ ଆର୍ମି ମେଡ଼ିକାଲକୁ ନିଆଯାଇଛି ।

@ANI

Last Updated : Feb 9, 2022, 10:07 AM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.