ETV Bharat / bharat

କମିଲା କୋଭିସିଲ୍ଡ ଟିକା ଦାମ - Covishield vaccine price

କମିଲା କୋଭିସିଲ୍ଡ ଟିକା ଦାମ । ଏବେ 400 ନହେଁ, 300 ଟଙ୍କାରେ ମିଳିବ କୋଭିସିଲ୍ଡ ଟିକା । ଟ୍ବିଟ କରି ସୂଚନା ଦେଲେ SII ପ୍ରତିଷ୍ଠାତା ଅଦାର ପୁନାୱାଲା । ଅଧିକ ପଢନ୍ତୁ...

କୋଭିସିଲ୍ଡ ଟିକା ଦାମ କମାଇଲା SII
କୋଭିସିଲ୍ଡ ଟିକା ଦାମ କମାଇଲା SII
author img

By

Published : Apr 28, 2021, 6:05 PM IST

Updated : Apr 28, 2021, 8:06 PM IST

ନୂଆଦିଲ୍ଲୀ: ଟିକା ଅଭିଯାନକୁ ତ୍ବରାନ୍ବିତ କରିବା ପାଇଁ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ଏସଆଇଆଇ)ର ବଡ ଘୋଷଣା । ରାଜ୍ୟରେ ଟିକା ଦାମ ହ୍ରାସ କରିଛି କମ୍ପାନୀ । ଏବେ 400 ନୁହେଁ, 300 ଟଙ୍କାରେ ମିଳିବ କୋଭିସିଲ୍ଡ ଟିକା ।

ତତ୍କାଳ ପ୍ରଭାବରେ ନୂଆ ଦାମ ଲାଗୁ । ପୂର୍ବରୁ ଟିକା ଦର ବୃଦ୍ଧି ନେଇ ରାଜ୍ୟଗୁଡିକ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ଟିକା ଦାମ ହ୍ରାସ ରାଜ୍ୟଗୁଡିକର ହଜାର ହଜାର କୋଟିର ପୁଞ୍ଜିକୁ ବଞ୍ଚାଇବାରେ ସହାୟକ ହେବ ।

ଯାହା ଫଳରେ ଅଧିକ ସଂଖ୍ୟାରେ ଟୀକାକରଣ ହୋଇପାରିବା ସହିତ ଅସଂଖ୍ୟ ମୂଲ୍ୟବାନ ଜୀବନ ବଞ୍ଚିପାରିବ । ଏନେଇ ଟ୍ବିଟ କରି ଜଣାଇଛନ୍ତି ଟିକା ନିର୍ମାତା କମ୍ପାନୀ ସେରମ ଇନଷ୍ଟିଚ୍ଯୁଟର ପ୍ରତିଷ୍ଠାତା ଅଦାର ପୁନାୱାଲା ।

Last Updated : Apr 28, 2021, 8:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.