ETV Bharat / bharat

ହସ୍ପିଟାଲରୁ ଡିସଚାର୍ଜ ହେବେ ଶଶିକଳା !

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ 2017ରେ ଦୋଷୀ ସାବ୍ୟସ୍ତ ହୋଇଥିବା ଭି.କେ ଶଶିକଳା ଆସନ୍ତାକାଲି(ରବିବାର) ହସ୍ପିଟାଲରୁ ଡିସଚାର୍ଜ ହେବେ । ଅଧିକ ପଢନ୍ତୁ...

author img

By

Published : Jan 30, 2021, 12:47 PM IST

ହସ୍ପିଟାଲରୁ ଡିସଚାର୍ଜ ହେବେ ଶଶିକଳା
ହସ୍ପିଟାଲରୁ ଡିସଚାର୍ଜ ହେବେ ଶଶିକଳା

ବେଙ୍ଗାଲୁରୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ 2017ରେ ଦୋଷୀ ସାବ୍ୟସ୍ତ ହୋଇଥିବା ଭି.କେ ଶଶିକଳା ଆସନ୍ତାକାଲି(ରବିବାର) ହସ୍ପିଟାଲରୁ ଡିସଚାର୍ଜ ହେବେ । କୋରୋନା ପଜିଟିଭ୍ ଥିବା କାରଣରୁ ତାଙ୍କୁ ଜାନୁଆରୀ 27ରେ ଭିକ୍ଟୋରିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଖାସ୍ ଥିଲେ ଶଶିକଳା । 2017ରେ ତାଙ୍କୁ 4 ବର୍ଷର ଜେଲ କାରାଦଣ୍ଡ ଦିଆଯାଇଥିଲା ।

କୋରୋନା ପଜିଟିଭ୍ ପାଇଁ ତାଙ୍କୁ 10 ଦିନ ହସ୍ପିଟାଲରେ ରଖାଯାଇଥିଲା । ଯଦି କୋଭିଡ ରିପୋର୍ଟ ନେଗେଟିଭ୍ ଆସେ, ତେବେ ତାଙ୍କୁ ଡିସଚାର୍ଜ କରାଯିବ ନଚେତ୍ ସେ ହସ୍ପିଟାଲରେ ରହିବେ । ପ୍ରଥମେ ତାଙ୍କ ମଧ୍ୟରେ ଥଣ୍ଡା-କାଶର ଲକ୍ଷଣ ଦେଖିବାକୁ ମିଳିଥିଲା । ଆଜି ଅପରାହ୍ନରେ ତାଙ୍କର ପୁଣି ଥରେ କୋଭିଡ ପରୀକ୍ଷା କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.