ETV Bharat / bharat

ସର୍ବିଆର ଜାତୀୟ ଦିବସରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ଶୁଭେଚ୍ଛା

author img

By

Published : Feb 15, 2021, 3:06 PM IST

ସର୍ବିଆର ଜାତୀୟ ଦିବସରେ ବୈଦେଶିକ ମନ୍ତ୍ରୀ ଦେଶର ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

S Jaishankar wishes to Serbia on National Day
ଜାତୀୟ ଦିବସରେ ସର୍ବିୟାକୁ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: କେନ୍ଦ୍ର ଏବଂ ଦକ୍ଷିଣ ପୂର୍ବ ୟୁରୋପୀୟ ଦେଶ ସର୍ବିଆର ଜାତୀୟ ଦିବସ ଅବସରରେ ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସର୍ବିଆର ବୈଦେଶିକ ମନ୍ତ୍ରୀ ନିକୋଲା ସେଲାକୋଭିକ, ସରକାର ଓ ନାଗରିକଙ୍କୁ ଟ୍ବିଟରରେ ଶୁଭେଚ୍ଛା ଜଣାଇଛନ୍ତି ।

ଜୟଶଙ୍କର ଟ୍ବିଟ କରିଛନ୍ତି ଯେ "ଏଫଏମ ନିକୋଲା ସେଲାକୋଭିକ, ସର୍ବିୟା ସରକାର ଓ ନାଗିରକଙ୍କୁ ଜାତୀୟ ଦିବସର ଶୁଭେଚ୍ଛା । ଆମର ଦୃଢ ଏବଂ ସମୟ ପରିକ୍ଷିତ ସମ୍ପର୍କ ଆଗକୁ ବଢିବା ସହିତ ଅଧିକ ଦୃଢୀଭୂତ ହେବ ।"

  • Extend greetings to FM Nikola Selakovic and the Government & people of Serbia on their National Day. Our strong & time-tested relationship will continue to flourish.

    — Dr. S. Jaishankar (@DrSJaishankar) February 15, 2021 " class="align-text-top noRightClick twitterSection" data=" ">

ଏହି ଟ୍ବିଟରେ ସର୍ବିଆବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ଦୃଢୀଭୂତ ହେବା ସହିତ ଜାରି ରହିବ ବୋଲି ଜୟଶଙ୍କର କହିଛନ୍ତି । ସର୍ବିଆରେ ଫେବୃଆରୀ 15 ତାରିଖକୁ ଜାତୀୟ ଦିବସ ରୂପେ ପାଳନ କରିବା ସହିତ ଏହି ଦିନକୁ ଛୁଟିଦିନ ଘୋଷଣା କରାଯାଇଥାଏ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.