ETV Bharat / bharat

ମୋରଦାବାଦରେ ଓଲଟିଲା ବସ, ଚାଲିଗଲା 6 ଜଣଙ୍କ ଜୀବନ

author img

By

Published : Jun 28, 2021, 10:46 AM IST

ଉତ୍ତରପ୍ରଦେଶର ମୋରଦାବାଦ ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ ଓଲଟି ଗଲା 6 ଜୀବନ । ଅଧିକ ପଢନ୍ତୁ...

road accident in moradabad, six died
ମୋରଦାବାଦରେ ଓଲଟିଲା ବସ,6 ମୃତ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ମୋରଦାବାଦ ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ ଓଲଟି ଗଲା 6 ଜୀବନ । 24 ଜଣ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ପଞ୍ଜାବରୁ ପିଲିବିଟ ଯାଉଥିବା ଏକ ଘରୋଇ ବସ ଲକ୍ଷ୍ମୌ ରାଜପଥର ପାକବାରା ଅଞ୍ଚଳରେ ଏକ ପିକଅପ ଭ୍ୟାନ ସହ ଧକ୍କା ହୋଇଥିଲା । ପରେ ବସଟି ରାଜପଥ ଉପରେ ଓଲଟି ପଡିଥିଲା । ଘଟଣାସ୍ଥଳରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 24 ଜଣ ଆହତ ହୋଇଥିଲେ । ଘଟଣାସ୍ଥଳରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.