ETV Bharat / bharat

Delhi AIIMSରେ ଭର୍ତ୍ତି ହେଲେ RJD ସୁପ୍ରିମୋ ଲାଲୁ ଯାଦବ

author img

By

Published : Nov 26, 2021, 9:43 PM IST

RJD ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ସ୍ବାସ୍ଥ୍ୟବସ୍ଥା ବିଗିଡିଲା । ଶୁକ୍ରବାର ତାଙ୍କୁ ଦିଲ୍ଲୀ AIIMSରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

RJD Supremo lalu yadav health deteriorated admitted in delhi aiims
Delhi AIIMS ରେ ଭର୍ତ୍ତି ହେଲେ RJD ସୁପ୍ରିମୋ ଲାଲୁ ଯାଦବ

ନୂଆଦିଲ୍ଲୀ: ବିଗିଡିଲା RJD ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା । ଶୁକ୍ରବାର ତାଙ୍କୁ ତୁରନ୍ତ ଦିଲ୍ଲୀ ଏମସରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ ସୂଚନା ଅନୁଯାୟୀ ତାଙ୍କୁ ଜ୍ବର ହେବା ସହ ମୁଣ୍ଡ ବୁଲାଇବା ଯୋଗୁୁଁ ତାଙ୍କୁ ମେଡିକାଲରେ (Lalu Yadav Admitted In Delhi AIIMS )ଭର୍ତ୍ତି କରାଯାଇଛି । ବର୍ତ୍ତମାନ ବ୍ଲଡ ଚେକଅପ କରାଯିବା ସହ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଗମ୍ଭୀର ନ ଥିବା ଜଣାପଡିଛି । ସୂଚନାଥାଉକି ଗତ ତିନିଦିନ ଧରି ଲାଲୁ ଯାଦବ ବିହାରରେ ଥିଲେ । ସେଠାରେ ସେ ସିବିଆଇ କୋର୍ଟରେ ହାଜର ହେବା ସହ ଆରଜେଡି କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହା ସହ ସେ ଏକ ଜିପ ଚଲାଉଥିବା ମଧ୍ୟ ନଜରକୁ ଆସିଥିଲା।

ଏହା ମଧ୍ୟ ପଢନ୍ତୁ:Lalu Yadav Drives His First Jeep, ଟ୍ବିଟରରେ ସେୟାର କଲେ ଭିଡିଓ

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.