ETV Bharat / bharat

RBI Hiked Repo Rate: ରେପୋ ରେଟ ୪୦ ବେସିସ୍ ପଏଣ୍ଟ ବୃଦ୍ଧି, ୨୦୧୮ ପରେ ପ୍ରଥମ ଥର ବଢିଲା - ରେପୋ ରେଟ ବୃଦ୍ଧି

ବଢିଲା ରେପୋ ରେଟ । ରେପୋ ରେଟ ୪ ପ୍ରତିଶତ ଥିବା ବେଳେ ବର୍ତ୍ତମାନ ଏହା ୪.୪୦ ପ୍ରତିଶତ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ

ବଢିଲା ରେପୋ ରେଟ
ବଢିଲା ରେପୋ ରେଟ
author img

By

Published : May 4, 2022, 3:09 PM IST

Updated : May 4, 2022, 3:41 PM IST

ନୂଆଦିଲ୍ଲୀ: ବଢିଲା ରେପୋ ରେଟ । ୨୦୧୮ ପରେ ପ୍ରଥମ ଥର ପାଇଁ ବଢିଲା ରେପୋ ରେଟ୍ । ରେପୋ ରେଟ୍‌ରେ ୪୦ ବେସିସ୍ ପଏଣ୍ଟ ବୃଦ୍ଧି । ଏହି ସୂଚନା ଦେଲେ ଭାରତୀୟ ରିର୍ଜଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ମାର୍ଚ୍ଚ ୨୭ ସୁଦ୍ଧା ଦେଶରେ ୭ ପ୍ରତିଶତ ମୁଦ୍ରାସ୍ଫିତ ବୃଦ୍ଧି ହୋଇଥିବାରୁ ରେପୋ ରେଟକୁ ବୃଦ୍ଧି କରାଯାଇଛି ।

ତେବେ ମୁଦ୍ରାସ୍ଫିତକୁ ନିୟନ୍ତ୍ରଣରେ ରଖିବା ଲାଗି ୪୦ ବେସିସ ପଏଣ୍ଟ ରେପୋ ରେଟ ବଢାଇଲା ଆରବିଆଇ । ପୂର୍ବରୁ ରେପୋ ରେଟ ୪ ପ୍ରତିଶତ ଥିବା ବେଳେ ବର୍ତ୍ତମାନ ଏହା ୪.୪୦ ପ୍ରତିଶତ ବୃଦ୍ଧି ପାଇଛି । ଏଥିସହ ୨୦୧୮ ପରେ ପ୍ରଥମ ଥର ପାଇଁ ରେପୋ ରେଟ ବୃଦ୍ଧି କରାଯାଇଛି ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି । ତେବେ ବର୍ଦ୍ଧିତ ରେପୋ ରେଟ୍ ଆସନ୍ତା 21 ତାରିଖରୁ ଲାଗୁ ହେବ ।

ମାର୍ଚ୍ଚ ୨୭ ସୁଦ୍ଧା ଦେଶରେ ମୁଦ୍ରାସ୍ଫୀତି ୭% ବଢ଼ିଛି ।

ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ପାଇଁ ରେପୋ ରେଟ୍ ବଢ଼ାଇଲା RBI

କ୍ୟାସ ରିଜର୍ଭ ରେସିଓ (CRR)ରେ ମଧ୍ୟ ୫୦ ବେସିସ୍‌ ପଏଣ୍ଟ ବୃଦ୍ଧି

୨୧ ତାରିଖ ମଧ୍ୟରାତ୍ରରୁ ଲାଗୁହେବ ନୂଆ CRR ।

RBI ଘୋଷଣା ପରେ 1,450 ପଏଣ୍ଟ ତଳକୁ ଖସିଲା ସେନସେକ୍ସ

16,650 ପଏଣ୍ଟରେ କାରବାର କରୁଛି ନିଫ୍ଟି

Last Updated : May 4, 2022, 3:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.