ETV Bharat / bharat

ପରଲୋକରେ ଜଣାଶୁଣା ବଙ୍ଗୀୟ କବି ତଥା ସାହିତ୍ୟିକ ଶଙ୍ଖ ଘୋଷ - Bengali poet and litterateur Padma Bhushan Shankha Ghosh passes away

ଜଣାଶୁଣା ବଙ୍ଗୀୟ କବି ତଥା ସାହିତ୍ୟିକ ପଦ୍ମ ଭୂଷଣ ଶଙ୍ଖ ଘୋଷଙ୍କ ପରଲୋକ । ତେବେ ସେ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି(ବୁଧବାର) ସକାଳ ପ୍ରାୟ 11 ଟା ସମୟରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ । ଅଧିକ ପଢନ୍ତୁ...

ପରଲୋକରେ ଜଣାଶୁଣା ବଙ୍ଗୀୟ କବି ତଥା ସାହିତ୍ୟିକ ଶଙ୍ଖ ଘୋଷ

author img

By

Published : Apr 21, 2021, 2:18 PM IST

କୋଲକାତା: ଜଣାଶୁଣା ବଙ୍ଗୀୟ କବି ତଥା ସାହିତ୍ୟିକ ପଦ୍ମ ଭୂଷଣ ଶଙ୍ଖ ଘୋଷଙ୍କ ପରଲୋକ । ତେବେ ସେ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି(ବୁଧବାର) ସକାଳ ପ୍ରାୟ 11 ଟା ସମୟରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ । ତେବେ ମୃତ୍ୟୁ ବେଳକୁ ତାଙ୍କୁ 89 ବର୍ଷ ବୟସ ହୋଇଥିଲା । ଘୋଷ ଜଣେ ଜ୍ଞାନପୀଠ ଏବଂ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଅଟନ୍ତି ଏବଂ ତାଙ୍କୁ ରବିନ୍ଦ୍ର ପୁରସ୍କର ମଧ୍ୟ ପ୍ରଦାନ କରାଯାଇଥିଲା ।

ତେବେ ଚଳିତ ବର୍ଷ ଜାନୁଆରୀରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଘୋଷ ମଧ୍ୟ ଦିଲ୍ଲୀ ବିଶ୍ବବିଦ୍ୟାଳୟ,ବିଶ୍ବ ଭାରତୀରେ ଶିକ୍ଷାଦାନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.