ETV Bharat / bharat

ଅକର ପଟେଲଙ୍କୁ ଆଶ୍ବସ୍ତି, ଲୁକଆଉଟ ପ୍ରତ୍ୟାହାର ପାଇଁ CBIକୁ ନିର୍ଦ୍ଦେଶ - ହଟିବ ଅକର ପଟେଲଙ୍କ ଲୁକ ଆଉଟ ନୋଟିସ

ସାମ୍ବାଦିକ ଅକର ପଟେଲଙ୍କୁ ଆଶ୍ବସ୍ତି । ଲୁକଆଉଟ ପ୍ରତ୍ୟାହାର ପାଇଁ CBIକୁ ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଅକର ପଟେଲଙ୍କୁ ଆଶ୍ବସ୍ତ, ଲୁକଆଉଟ ପ୍ରତ୍ୟାହାର ପାଇଁ CBIକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Apr 7, 2022, 10:57 PM IST

ନୂଆଦିଲ୍ଲୀ: ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ଇଣ୍ଡିଆର ପୂର୍ବତନ ମୁଖ୍ୟ ତଥା ସାମ୍ବାଦିକ ଆକର ପଟେଲଙ୍କୁ ଦିଲ୍ଲୀ କୋର୍ଟରୁ ମିଳିଛି ଆଶ୍ବସ୍ତି । ତାଙ୍କ ବିରୋଧରେ ଜାରି ହୋଇଥିବା ଲୁକଆଉଟ ସର୍କୁଲାରକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦିଲ୍ଲୀର ଏକ କୋର୍ଟ ଆଜି (ଗୁରୁବାର) କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଉସ୍ ଆଭେନ୍ୟୁ କୋର୍ଟର ଅତିରିକ୍ତ ମୁଖ୍ୟ ମହାନଗର ନିଗମ ମାଜିଷ୍ଟ୍ରେଟ୍ ପୱନ କୁମାର ଅକର ପଟେଲଙ୍କ ଏହି ଆବେଦନ ଉପରେ ଶୁଣାଣି କରି ରାୟ ପ୍ରକାଶ କରିଥିଲେ । ଅକର ତାଙ୍କ ବିରୋଧରେ ସିବିଆଇ ଜାରି କରିଥିବା ଲୁକ ଆଉଟ ନୋଟିସ ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ, ଯାହାକୁ କୋର୍ଟ ଖାରଜ କରିଛନ୍ତି । ସାମ୍ବାଦିକ ତଥା ଲେଖକ ପଟେଲ ବୁଧବାର ବେଙ୍ଗାଲୁରୁ ବିମାନ ବନ୍ଦରରେ ବିଦେଶ ଯାତ୍ରା ବେଳେ ତାଙ୍କୁ ରୋକାଯାଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.