ETV Bharat / bharat

ଭୋକିଲା ପଶୁଙ୍କ ଭୋକ ମେଣ୍ଟାଉଛନ୍ତି ନାଗପୁରର ରଞ୍ଜିତ

ବୁଲା କୁକୁରଙ୍କ ଭୋକ ମେଣ୍ଟାଉଛନ୍ତି ନାଗପୁରର ରଞ୍ଜିତ ନାଥ । ପ୍ରତ୍ୟେକ ଦିନ 190ଟି କୁକୁରଙ୍କୁ ଖାଇବାକୁ ଦେଉଛନ୍ତି ଚିକେନ ବିରିୟାନି । ଅଧିକ ପଢନ୍ତୁ...

190ଟି ବୁଲା କୁକୁରଙ୍କୁ ବିରିୟାନି ଖାଇବାକୁ ଦେଉଛନ୍ତି ନାଗପୁରର ରଞ୍ଜିତ

author img

By

Published : May 20, 2021, 12:31 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ଏବେ ଲକଡାଉନ ଜାରି ରହିଛି । ଆଉ ଏହି ସମୟରେ ବୁଲା କୁକୁରଙ୍କ ଭୋକ ମେଣ୍ଟାଉଛନ୍ତି ନାଗପୁରର ରଞ୍ଜିତ ନାଥ । ଲକଡାଉନ ଯୋଗୁଁ ବୁଲା କୁକୁରଙ୍କୁ ଟିକିଏ ଅଇଁଠା ଖାଇବାକୁ ମିଳୁନଥିବା ବେଳେ ଏହି ବ୍ୟକ୍ତି ଜଣଙ୍କ 190ଟି କୁକୁରଙ୍କୁ ଚିକେନ ବିରିୟାନି ଖାଇବାକୁ ଦେଉଛନ୍ତି । ତାହା ପୁଣି ନିଜ ହାତରେ ତିଆରି କରି ବାଇକରେ ବୁଲି ବୁଲି ।

190ଟି ବୁଲା କୁକୁରଙ୍କୁ ବିରିୟାନି ଖାଇବାକୁ ଦେଉଛନ୍ତି ନାଗପୁରର ରଞ୍ଜିତ
190ଟି ବୁଲା କୁକୁରଙ୍କୁ ବିରିୟାନି ଖାଇବାକୁ ଦେଉଛନ୍ତି ନାଗପୁରର ରଞ୍ଜିତ

ମହାମାରୀ ଆରମ୍ଭରୁ ପ୍ରତ୍ୟେକ ଦିନ 40 କିଲୋଗ୍ରାମ ବିରିୟାନୀ ରୋଷେଇ କରି 190ଟି ବୁଲା କୁକୁରଙ୍କୁ ଖାଇବାକୁ ଦେଉଛନ୍ତି । ବିରିୟାନି ପ୍ରସ୍ତୁତ କରିବାରୁ ରଞ୍ଜିତଙ୍କ ଦିନ ଆରମ୍ଭ ହୁଏ । ଏବଂ ପ୍ରତ୍ୟେକ ଦିନ ସନ୍ଧ୍ୟା 5ଟା ସମୟରେ ବାଇକରେ ବୁଲି ବୁଲି ଖାଦ୍ୟ ଦେଇଥାନ୍ତି ବୁଲା କୁକୁରଙ୍କୁ ।

ମୁଁ କୁକୁର ମାନଙ୍କ ପାଇଁ 30ରୁ 40 କିଲୋଗ୍ରାମର ବିରିୟାନି ପ୍ରସ୍ତୁତ କରୁଥିବାରୁ ବୁଧବାର, ରବିବାର ଏବଂ ଶୁକ୍ରବାର ବ୍ୟସ୍ତ ରୁହେ । ସେମାନେ ବର୍ତ୍ତମାନ ମୋ ନିଜ ପିଲା ପରି, ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଏହି କାମ କରିବି । ଏହି କାମ ମୋତେ ଖୁସି ଦିଏ ଏବଂ ନିଜ ଅର୍ଥରେ ମୁଁ ଏହି କାମ କରୁଛି ବୋଲି କହିଛନ୍ତି ରଞ୍ଜିତ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.