ETV Bharat / bharat

ରାଜ୍ୟସଭାରେ ତୈଳଦର ବୃଦ୍ଧି ତାତି, ଗୃହ 1ଟା ଯାଏଁ ମୁଲତବୀ - Rajyasabha News

ରାଜ୍ୟସଭାରେ ତୈଳଦର ବୃଦ୍ଧିକୁ ନେଇ ହୋହଲ୍ଲା । ଗୃହ ପ୍ରଥମେ ଦିନ 11 ଟା ଓ ପରେ ଦିନ 1ଟା ଯାଏଁ ମୁଲତବୀ । ଅଧିକ ପଢନ୍ତୁ...

ମୁଲତବୀ
ମୁଲତବୀ
author img

By

Published : Mar 8, 2021, 10:27 AM IST

Updated : Mar 8, 2021, 11:10 AM IST

ନୂଆଦିଲ୍ଲୀ: ରାଜ୍ୟସଭାରେ ଉଠିଲା ତୈଳଦର ବୃଦ୍ଧି ପ୍ରସଙ୍ଗ । ଆଲୋଚନା କରିବାକୁ ଦାବି କଲେ କଂଗ୍ରେସ ସାଂସଦ । ତୈଳଦର ବୃଦ୍ଧିକୁ ନେଇ ଗୃହରେ ହୋହଲ୍ଲା କଲେ ବିରୋଧୀ । ପ୍ରଥମେ ଗୃହ ଦିନ 11ଟା ପରେ 1ଟା ଯାଏଁ ମୁଲତବୀ ଘୋଷଣା ହୋଇଛି ।

ରାଜ୍ୟସଭାରେ ଆଜି ତୈଳଦର ବୃଦ୍ଧି ପ୍ରସଙ୍ଗ ବିରୋଧୀ ଦଳ ନେତା ମଲିକାର୍ଜୁନ ଖଡଗେ ଉଠାଇଥିଲେ । ପରେ କଂଗ୍ରେସ ସାଂସଦ ମାନେ ଏନେଇ ଆଲୋଚନା କରିବାକୁ ଦାବି କରିଥିଲେ । ଯାହାକୁ ନେଇ ଗୃହରେ ହୋହଲ୍ଲା କରିଥିଲେ ସାଂସଦ ।

ତେବେ ଗୃହକୁ ପ୍ରଥମେ 11 ଟା ଓ ପରେ ସ୍ଥିତି ନସୁଧୁରିବାରୁ 1ଟା ଯାଏଁ ମୁଲତବୀ ରଖାଯାଇଛି ।

@ANI

Last Updated : Mar 8, 2021, 11:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.