ETV Bharat / bharat

କୋରୋନା ସଙ୍କଟ ମଧ୍ୟରେ ଦେଶରେ ଚାଲିବ ଅକ୍ସିଜେନ ଟ୍ରେନ

author img

By

Published : Apr 18, 2021, 8:30 PM IST

ଦେଶର ଅନେକ ହସ୍ପିଟାଲରୁ ଅକ୍ସିଜେନ ଅଭାବ ଥିବା ଖବର ସାମ୍ନାକୁ ଆସୁଛି । ସଙ୍କଟର ଏହି ସମୟରେ ପୁନର୍ବାର ସହଯୋଗର ହାତ ବଢାଇଛି ଭାରତୀୟ ରେଳବାଇ । ଅଧିକ ପଢନ୍ତୁ...

କୋରୋନା ସଙ୍କଟ ମଧ୍ୟରେ ଦେଶରେ ଚାଲିବ ଅକ୍ସିଜେନ ଟ୍ରେନ
କୋରୋନା ସଙ୍କଟ ମଧ୍ୟରେ ଦେଶରେ ଚାଲିବ ଅକ୍ସିଜେନ ଟ୍ରେନ

ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଅକ୍ସିଜେନର ଆବଶ୍ୟକତା ଅପ୍ରତ୍ୟାଶିତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଦେଶର ଅନେକ ହସ୍ପିଟାଲରୁ ଅକ୍ସିଜେନ ଅଭାବ ଥିବା ଖବର ସାମ୍ନାକୁ ଆସୁଛି । ସଙ୍କଟର ଏହି ସମୟରେ ପୁନର୍ବାର ସହଯୋଗର ହାତ ବଢାଇଛି ଭାରତୀୟ ରେଳବାଇ ।

ଅକ୍ସିଜେନ ଏକ୍ସପ୍ରେସୱେ ନାଁରେ ଟ୍ରେନ ଚଳାଇବାକୁ ଘୋଷଣା କରିଛି ଭାରତୀୟ ରେଲୱେ । ଏହି ଖାସ ଟ୍ରେନଗୁଡିକର ଯାତାୟତରେ କୌଣସି ଅସୁବିଧା ନ ଉପୁଜୁ ସେଥିପାଇଁ ଗ୍ରୀନ କରିଡର ତିଆରି କରିବାକୁ ରେଲୱେ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ଦ୍ରୁତ ଗତିରେ ଅକ୍ସିଜେନ ଯୋଗାଣ ହୋଇପାରିବ ।

ରେଳ ମନ୍ତ୍ରଣାଳୟ ଟ୍ବିଟ କରି କହିଛି, ତରଳ ମେଡିକାଲ ଅକ୍ସିଜେନ (LMO) ଏବଂ ଅକ୍ସିଜେନ ସିଲିଣ୍ଡର ପରିବହନ ପାଇଁ ରେଳବାଇ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଅକ୍ସିଜେନ ଏକ୍ସପ୍ରେସ ଚଳାଇବାକୁ ରେଳବାଇ ନିଷ୍ପତ୍ତି ନେଇଛି । ଅକ୍ସିଜେନ ଏକ୍ସପ୍ରେସର ଦ୍ରୁତ ଗତି ପାଇଁ ଗ୍ରୀନ କରିଡର ନିର୍ମାଣ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.