ETV Bharat / bharat

ଆଜି ଆସାମ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ରାହୁଲ

author img

By

Published : Mar 19, 2021, 10:14 AM IST

ମାର୍ଚ୍ଚ 27 ତାରିଖରେ ଆସାମରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ପୁଣି ଥରେ କ୍ଷମତାକୁ ଫେରିବାକୁ କଂଗ୍ରେସ ପକ୍ଷରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...

ଆଜି ଆସାମ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ରାହୁଲ
ଆଜି ଆସାମ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ରାହୁଲ

ନୂଆଦିଲ୍ଲୀ: ଆଜି ଆସାମ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି ଠୁ ଦୁଇ ଦିନିଆ ଆସାମ ଗସ୍ତ କରି ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ ରାହୁଲ। ଏଥର ଆସାମରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଦେବ୍ରୁଗଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।

ଏହି ନିର୍ବାଚନୀ ଗସ୍ତ ସମୟରେ ରାହୁଲ ଆଜି କଲେଜ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା ହେବ । ଚା’ ବଗିଚାରେ କାମ କରୁଥିବା ଶ୍ରମିକଙ୍କୁ ସହ ସାକ୍ଷାତ କରିବାର ଯୋଜନା ରହିଛି । ଏହା ପରେ ତିନସୁଖିଆର ଟାଉନ ଫିଲ୍ଡରେ ଏକ ଜନସଭା ମଧ୍ୟ ରାହୁଲ ସମ୍ବୋଧିତ କରିବେ ।

ଆସାମରେ ଗତ 15 ବର୍ଷ ଧରି କଂଗ୍ରେସ ଶାସନ ରହିଥିଲା । 2016ରେ ଏହା ବିଜେପି କ୍ଷମତା ଚାଲିଯାଇଛି । ତେଣୁ ଚଳିତ ନିର୍ବାଚନରେ ପୁଣି ଥରେ କଂଗ୍ରେସ ଫେରିବାରୁ ଉଦ୍ୟମ କରୁଛି । ରାହୁଲଙ୍କ ପରେ ଉଭଣୀ ପ୍ରୀୟଙ୍କା ଗାନ୍ଧୀ ଆସାମରେ ପ୍ରଚାର ଆରମ୍ଭ କରିବେ ।

ସୂଚନାଯୋଗ୍ୟ, ଏଥର ତିନୋଟି ଫେଜରେ ଆସାମରେ ବିଧାନସଭା ନିର୍ବାଚନ ଆରମ୍ଭ ହେବ । ମାର୍ଚ୍ଚ 27, ଏପ୍ରିଲ 1, ଓ ଏପ୍ରିଲ 6 ରେ ନିର୍ବାଚନ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.