ETV Bharat / bharat

ରାହୁଲ କେବେ ଦେଶର ହିତ ଚିନ୍ତା କରନ୍ତି ନାହିଁ: ଅନିଲ ବିଜ୍ - ଦେଶର ମୁୁଦ୍ରାସ୍ପିତି ପ୍ରସଙ୍ଗରେ ରାଜନୀତି

ରାହୁଲଙ୍କୁ କଟାକ୍ଷ କଲେ ହରିୟଣା ଗୃହମନ୍ତ୍ରୀ ଅନିଲ ବିଜ । ଅଧିକ ପଢନ୍ତୁ...

ରାହୁଲ କେବେ ଦେଶର ହିତ ଚିନ୍ତା କରନ୍ତିନାହିଁ  : ଅନିଲ ବିଜ୍

author img

By

Published : Mar 3, 2021, 6:24 PM IST

ଚଣ୍ଡିଗଡ: ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ରାଜନୀତି ସର୍ବୋଚ୍ଚ ସ୍ତରରେ ରହିଥିବାବେଳେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିବାରେ ଲାଗିଛି । ବର୍ତ୍ତମାନ ଦେଶର ଆର୍ଥିକ ସ୍ଥିତିକୁ ମୋଦି ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିବା ବେଳେ ଏହାକୁ ନେଇ ପୁଣି ଆକ୍ରମଣ କରିଛି କଂଗ୍ରେସ ।

ରାହୁଲ କେବେ ଦେଶର ହିତ ଚିନ୍ତା କରନ୍ତିନାହିଁ : ଅନିଲ ବିଜ୍

ମୁଦ୍ରାସ୍ଫୀତି ବୃଦ୍ଧି ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ ଏକ ଟୁଇଟ୍ କରି ଲେଖିଛନ୍ତି, ଏଲପିଜି ସିଲିଣ୍ଡର ମୂଲ୍ୟ ପୁଣି ବଢିଚାଲିଛି, ମୋଦି ସରକାର ସାଧାରଣ ଜନତାଙ୍କ ବ୍ୟବସାୟ ବନ୍ଦ କରିବା, ଚୁଲି ଜାଳିବା ଭଳି ସ୍ଥିତି ଦେଶରେ ସୃଷ୍ଟି କରିବାକୁ ଯାଉଥିବା ରାହୁଲ ମୋଦି ସରକାରଙ୍କୁ କଟାକ୍ଷ କରିଥିବା ଦେଖିବାକୁ ମିଳିଛି ।

ରାହୁଲ ଗାନ୍ଧୀଙ୍କ ଏହି ଟ୍ବିଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ତଥା ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ। ଅନିଲ କହିଛନ୍ତି ରାହୁଲ ହିଁ କେବେ ଦେଶର ହିତ ବାବଦରେ କେବେ ଭଲ ଚିନ୍ତା କରିନାହାଁନ୍ତି । ସେ ଏପରି ବୟାନବାଜି କରନ୍ତି । ତେଣୁ ତାଙ୍କଠାରୁ କୌଣସି ଆଶା କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ଅନିଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.