ETV Bharat / bharat

ଲଦାଖରୁ କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ: ସୀମା ପାର କରିଛି ଚୀନ, ଏମିତି ଜବାବ ଦେଲା BJP

author img

By

Published : Aug 20, 2023, 2:10 PM IST

ଲଦାଖରେ ସୀମା ଅତିକ୍ରମ ପ୍ରସଙ୍ଗରେ ଲଦାଖରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ମୋଦି ସରକାରଙ୍କୁ ଆଟାକ କରି କଣ କହିଲେ ରାହୁଲ ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

Rahul Gandhi on Chinese occupation of Indian land
ଲଦାଖରୁ କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ

ଲଦାଖ: ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ 79ତମ ଜନ୍ମଜୟନ୍ତୀ ପାଳନ ହୋଇଛି । ଏହି ଅବସରରେ ବାପାଙ୍କ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଲଦାଖରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ଲଦାଖରେ ଚୀନର ସୀମା ଅତିକ୍ରମ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ଜବାବରେ ବିଜେପି କହିଛନ୍ତି ଛୁଟି କଟାଇବାକୁ ଲଦାଖରେ ବୁଲୁଛନ୍ତି ରାହୁଲ ।

  • #WATCH | "There were so many complaints from the people of Ladakh, they are not happy with the status that has been given to them, they want representation and there is a problem of unemployment...people are saying that the state should not be run by bureaucracy but state must be… pic.twitter.com/bymmXRci1H

    — ANI (@ANI) August 20, 2023 " class="align-text-top noRightClick twitterSection" data=" ">

ଲଦାଖରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି, ''ଲଦାଖବାସୀ କହୁଛନ୍ତି ସୀମାକୁ ଧଶେଇ ପଶିଛି ଡ୍ରାଗନ ସେନା । ଚୀନ ସୀମା ଅତିକ୍ରମ କରିଛି । ସ୍ଥାନୀୟ ଲୋକ ଏହା କହୁଛନ୍ତି । ଭାରତର ଅନେକ ଅଞ୍ଚଳକୁ ଅକ୍ତିଆର କରିସାରିଛି ଚୀନ । ମାତ୍ର ପ୍ରଧାନମନ୍ତ୍ରୀ କହୁଛନ୍ତି ଲଦାଖରେ ଇଞ୍ଚେ ଜାଗା ନେଇନାହିଁ ଚୀନ ଏହା ସତ୍ୟ ନୁହେଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସତ ଜାଣିବାକୁ ସୀମା ସଂଲଗ୍ନ ଅନେକ ସ୍ଥାନ ବୁଲି ସ୍ଥିତି ପରିଖିବି । ଏଠାକାର ସମସ୍ତଙ୍କୁ ପଚାର ଏଠାରେ ସମସ୍ତେ କହୁଛନ୍ତି ଚୀନ ସେନା ଏଠାରେ ଧଶେଇ ପଶିଛି । ଏଠାରେ କାହାକୁ ବି ପଚାରି ପାର ସେମାନେ କହିବେ ଏଠାରେ ଚୀନ ସେନା ପ୍ରବେଶ କରିଛି ।''

  • #WATCH | " Here, the concern is of course China has taken away the land...people have said that China's army has entered the area and their grazing land was taken away but PM said that not an inch of land was taken away, but this is not true, you can ask anyone here...": Rahul… pic.twitter.com/quIGZHpHqP

    — ANI (@ANI) August 20, 2023 " class="align-text-top noRightClick twitterSection" data="

#WATCH | " Here, the concern is of course China has taken away the land...people have said that China's army has entered the area and their grazing land was taken away but PM said that not an inch of land was taken away, but this is not true, you can ask anyone here...": Rahul… pic.twitter.com/quIGZHpHqP

— ANI (@ANI) August 20, 2023 ">

ରାହୁଲ ଗାନ୍ଧୀ ଆହୁରି କହିଛନ୍ତି,'' ଲଦାଖବାସୀଙ୍କ ଅନେକ ଅଭିଯୋଗ ରହିଛି । ଲଦାଖବାସୀଙ୍କୁ ପ୍ରଦାନ କରାଯାଇଥିବା ମାନ୍ୟତାରେ ସେମାନେ ଖୁସି ନାହାନ୍ତି । ସେମାନେ ପ୍ରତିନିଧିତ୍ବ ଚାହାନ୍ତି । ଏଠାରେ ବେରୋଜଗାରୀ ସମସ୍ୟା ରହିଛି । ସମସ୍ତେ ଏହା କହୁଛନ୍ତି ମହଙ୍ଗାମାଡ ବଢୁଛି ବେରୋଜଗାରି ରହିଛି । ରାଜ୍ୟକୁ ବ୍ୟୁରୋକ୍ରାସି ଜରିଆରେ ନୁହେଁ ଜନତାଙ୍କ ସ୍ବରକୁ ନେଇ ଚଳାଇବାକୁ ହେବ ।''

ଲଦାଖ କାହିଁକି ଆସିଛନ୍ତି ପ୍ରସଙ୍ଗରେ ରାହୁଲ କହିଛନ୍ତି, ଭାରତ ଯୋଡ ଯାତ୍ରା ସମୟରେ ଲଦାଖ ଆସିବାର ଥିଲା ମାତ୍ର ଆସିପାରି ନଥିଲୁ । ଆଗକୁ କାର୍ଗିଲ, ଲୁବ୍ରା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଜନତାଙ୍କ ମନ କଥା ଶୁଣିବାର ଅଛି ।''

ଏହା ବି ପଢନ୍ତୁ...Rajiv Gandhi Birth Anniversary: ବୀରଭୂମିରେ ସୋନିଆ, ପ୍ରିୟଙ୍କାଙ୍କ ଶ୍ରଦ୍ଧାଞ୍ଜଳି, ଲଦାଖରେ ବାପାଙ୍କୁ ମନେ ପକାଇଲେ ରାହୁଲ

ରାହୁଲଙ୍କ ବୟାନ ପରେ କଡା ଜବାବ ଦେଇଛି ବିଜେପି । ଲଦାଖରେ ଚୀନର ସୀମା ଅତିକ୍ରମ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟକୁ ନେଇ ବିଜେପି କହିଛନ୍ତି, ଲଦାଖରେ ରାହୁଲ ଛୁଟି ମନାଉଛନ୍ତି । ଚୀନ ସହ ରାହୁଲଙ୍କୁ ସମ୍ପର୍କ କଣ ତାହା ସମସ୍ତଙ୍କୁ ଜଣା ।''

ଲଦାଖ: ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ 79ତମ ଜନ୍ମଜୟନ୍ତୀ ପାଳନ ହୋଇଛି । ଏହି ଅବସରରେ ବାପାଙ୍କ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଲଦାଖରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ଲଦାଖରେ ଚୀନର ସୀମା ଅତିକ୍ରମ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ଜବାବରେ ବିଜେପି କହିଛନ୍ତି ଛୁଟି କଟାଇବାକୁ ଲଦାଖରେ ବୁଲୁଛନ୍ତି ରାହୁଲ ।

  • #WATCH | "There were so many complaints from the people of Ladakh, they are not happy with the status that has been given to them, they want representation and there is a problem of unemployment...people are saying that the state should not be run by bureaucracy but state must be… pic.twitter.com/bymmXRci1H

    — ANI (@ANI) August 20, 2023 " class="align-text-top noRightClick twitterSection" data=" ">

ଲଦାଖରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି, ''ଲଦାଖବାସୀ କହୁଛନ୍ତି ସୀମାକୁ ଧଶେଇ ପଶିଛି ଡ୍ରାଗନ ସେନା । ଚୀନ ସୀମା ଅତିକ୍ରମ କରିଛି । ସ୍ଥାନୀୟ ଲୋକ ଏହା କହୁଛନ୍ତି । ଭାରତର ଅନେକ ଅଞ୍ଚଳକୁ ଅକ୍ତିଆର କରିସାରିଛି ଚୀନ । ମାତ୍ର ପ୍ରଧାନମନ୍ତ୍ରୀ କହୁଛନ୍ତି ଲଦାଖରେ ଇଞ୍ଚେ ଜାଗା ନେଇନାହିଁ ଚୀନ ଏହା ସତ୍ୟ ନୁହେଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସତ ଜାଣିବାକୁ ସୀମା ସଂଲଗ୍ନ ଅନେକ ସ୍ଥାନ ବୁଲି ସ୍ଥିତି ପରିଖିବି । ଏଠାକାର ସମସ୍ତଙ୍କୁ ପଚାର ଏଠାରେ ସମସ୍ତେ କହୁଛନ୍ତି ଚୀନ ସେନା ଏଠାରେ ଧଶେଇ ପଶିଛି । ଏଠାରେ କାହାକୁ ବି ପଚାରି ପାର ସେମାନେ କହିବେ ଏଠାରେ ଚୀନ ସେନା ପ୍ରବେଶ କରିଛି ।''

  • #WATCH | " Here, the concern is of course China has taken away the land...people have said that China's army has entered the area and their grazing land was taken away but PM said that not an inch of land was taken away, but this is not true, you can ask anyone here...": Rahul… pic.twitter.com/quIGZHpHqP

    — ANI (@ANI) August 20, 2023 " class="align-text-top noRightClick twitterSection" data=" ">

ରାହୁଲ ଗାନ୍ଧୀ ଆହୁରି କହିଛନ୍ତି,'' ଲଦାଖବାସୀଙ୍କ ଅନେକ ଅଭିଯୋଗ ରହିଛି । ଲଦାଖବାସୀଙ୍କୁ ପ୍ରଦାନ କରାଯାଇଥିବା ମାନ୍ୟତାରେ ସେମାନେ ଖୁସି ନାହାନ୍ତି । ସେମାନେ ପ୍ରତିନିଧିତ୍ବ ଚାହାନ୍ତି । ଏଠାରେ ବେରୋଜଗାରୀ ସମସ୍ୟା ରହିଛି । ସମସ୍ତେ ଏହା କହୁଛନ୍ତି ମହଙ୍ଗାମାଡ ବଢୁଛି ବେରୋଜଗାରି ରହିଛି । ରାଜ୍ୟକୁ ବ୍ୟୁରୋକ୍ରାସି ଜରିଆରେ ନୁହେଁ ଜନତାଙ୍କ ସ୍ବରକୁ ନେଇ ଚଳାଇବାକୁ ହେବ ।''

ଲଦାଖ କାହିଁକି ଆସିଛନ୍ତି ପ୍ରସଙ୍ଗରେ ରାହୁଲ କହିଛନ୍ତି, ଭାରତ ଯୋଡ ଯାତ୍ରା ସମୟରେ ଲଦାଖ ଆସିବାର ଥିଲା ମାତ୍ର ଆସିପାରି ନଥିଲୁ । ଆଗକୁ କାର୍ଗିଲ, ଲୁବ୍ରା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଜନତାଙ୍କ ମନ କଥା ଶୁଣିବାର ଅଛି ।''

ଏହା ବି ପଢନ୍ତୁ...Rajiv Gandhi Birth Anniversary: ବୀରଭୂମିରେ ସୋନିଆ, ପ୍ରିୟଙ୍କାଙ୍କ ଶ୍ରଦ୍ଧାଞ୍ଜଳି, ଲଦାଖରେ ବାପାଙ୍କୁ ମନେ ପକାଇଲେ ରାହୁଲ

ରାହୁଲଙ୍କ ବୟାନ ପରେ କଡା ଜବାବ ଦେଇଛି ବିଜେପି । ଲଦାଖରେ ଚୀନର ସୀମା ଅତିକ୍ରମ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟକୁ ନେଇ ବିଜେପି କହିଛନ୍ତି, ଲଦାଖରେ ରାହୁଲ ଛୁଟି ମନାଉଛନ୍ତି । ଚୀନ ସହ ରାହୁଲଙ୍କୁ ସମ୍ପର୍କ କଣ ତାହା ସମସ୍ତଙ୍କୁ ଜଣା ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.