ETV Bharat / bharat

ରାଫେଲ ଚୁକ୍ତି ଓ ଇନ୍ଧନ ମୂଲ୍ୟ ବୃଦ୍ଧି ନେଇ ମୋଦିଙ୍କୁ ରାହୁଲଙ୍କ କଟାକ୍ଷ - ଇନ୍ଧନ ମୂଲ୍ୟ ବୃଦ୍ଧି

ପୁଣି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ । ଏଥରର ପ୍ରସଙ୍ଗ ରାଫେଲ ଚୁକ୍ତି ଓ ଇନ୍ଧନ ମୂଲ୍ୟ ବୃଦ୍ଧି । ଅଧିକ ପଢନ୍ତୁ...

ରାଫେଲ ଚୁକ୍ତି ଓ ଇନ୍ଧନ ମୂଲ୍ୟ ବୃଦ୍ଧି ନେଇ ମୋଦିଙ୍କୁ ରାହୁଲଙ୍କ କଟାକ୍ଷ

author img

By

Published : Jul 6, 2021, 1:24 PM IST

ନୂଆଦିଲ୍ଲୀ: ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ । ରାଫେଲ ଚୁକ୍ତି ଓ ଇନ୍ଧନ ମୂଲ୍ୟ ବୃଦ୍ଧି ନେଇ ଆଜି କେନ୍ଦ୍ରକୁ ଟାର୍ଗେଟ କରି ରାହୁଲ କହିଛନ୍ତି ଯେ ଯେଉଁ ମାନେ ସରକାରଙ୍କୁ ଏନେଇ ପ୍ରଶ୍ନ କରୁଛନ୍ତି ସେମାନେ ଜେଲରେ ଅଛନ୍ତି ।

  • Fill in the blank:

    ‘मित्रों’ वाला राफ़ेल है
    टैक्स वसूली- महंगा तेल है
    PSU-PSB की अंधी सेल है
    सवाल करो तो जेल है

    मोदी सरकार ____ है!

    — Rahul Gandhi (@RahulGandhi) July 6, 2021 " class="align-text-top noRightClick twitterSection" data=" ">

ସେ ଟ୍ବିଟ କରି କହିଛନ୍ତି ଯେ ଶୂନ୍ୟସ୍ଥାନ ପୂରଣ କରନ୍ତୁ । ମିତ୍ରୋ ବାଲା ରାଫେଲ ହୈ, ଟ୍ୟାକ୍ସ ବସୁଲି -ମହଙ୍ଗା ତେଲ ହୈ, PSU-PSB କି ଅନ୍ଧି ସେଲ ହୈ, ସବାଲ କରୋ ତୋ ଜେଲ ହୈ, ମୋଦି ସରକାର----ହୈ । ରାଫେଲ ଓ ତୈଳଦର ମହଙ୍ଗା ନେଇ କେନ୍ଦ୍ରକୁ ଏପରି କଟାକ୍ଷ କରିଛନ୍ତି ରାହୁଲ ଗାନ୍ଧୀ । ଏହା ପୂର୍ବରୁ ଓ୍ବାଇନାଡ ସାଂସଦ କେନ୍ଦ୍ରକୁ ମଧ୍ୟ ନିନ୍ଦା କରିଥିଲେ ଏବଂ କହିଥିଲେ ଯେ ରାଫେଲ ଚୁକ୍ତିରେ ମିଳିତ ସଂସଦୀୟ କମିଟି ଯାଞ୍ଚ ପାଇଁ କେନ୍ଦ୍ର କାହିଁକି ପ୍ରସ୍ତୁତ ନୁହେଁ ବୋଲି ପ୍ରଶ୍ନ କରିଥିଲେ।

ଏହାପୂର୍ବରୁ କଂଗ୍ରେସ ନେତା ରଣଦୀପ ସିଂ ସୁରଜେଓ୍ବାଲା ରାଫେଲ ଚୁକ୍ତି ସମ୍ପର୍କରେ ମିଳିତ ସଂସଦୀୟ କମିଟି ତଦନ୍ତ ପାଇଁ ଦାବି କରିଛନ୍ତି। ଆଗାମୀ ସଂସଦ ଅଧିବେଶନରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇବ ବୋଲି କଂଗ୍ରେସ କହିଛି।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.