ETV Bharat / bharat

ଅରୁଣାଚଳକୁ ନେଇ କେନ୍ଦ୍ର ଉପରେ ରାହୁଲଙ୍କ ଆକ୍ରାମକ ଆଭିମୁଖ୍ୟ - ଅରୁଣାଚଳପ୍ରଦେଶ ମାମଲା

ଅରୁଣାଚଳ ପ୍ରଦେଶକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀରେ ଅରୁଣାଚଳପ୍ରଦେଶକୁ ନେଇ ଜେପି ନଡ୍ଡାଙ୍କ ଟିପ୍ପଣୀ ଉପରେ ଟାର୍ଗେଟ କରି କହିଛନ୍ତି । ଅଧିକ ପଢନ୍ତୁ...

ଅରୁଣାଚଳକୁ ନେଇ କେନ୍ଦ୍ର ଉପରେ ରାହୁଲଙ୍କ ଆକ୍ରାମକ ଆଭିମୁଖ୍ୟ

author img

By

Published : Jan 19, 2021, 4:33 PM IST

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏହାସହ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କୁ ମଧ୍ୟ ଘେରିଛନ୍ତି ରାହୁଲ ।

ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀରେ ଅରୁଣାଚଳପ୍ରଦେଶକୁ ନେଇ ଜେପି ନଡ୍ଡାଙ୍କ ଟିପ୍ପଣୀ ଉପରେ ଟାର୍ଗେଟ କରି କହିଛନ୍ତି, ଯାହା ତାଙ୍କ ହୃଦୟରେ ରହିଛି ସେ ମୋ ବହିଷୟରେ କହୁଛନ୍ତି । ସରକାର ଚାଷୀଙ୍କ ସହ ଆଲୋଚନାକୁ ଜାଣିଶୁଣି ଲମ୍ବଉଛି । ଯେବେ ଚାଷୀଙ୍କ ଋଣ କ୍ଷମା କରିଥିଲୁ ସେତେବେଳେ ନଡ୍ଡା କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ । ମୋର ଗୋଟିଏ ଚରିତ୍ର ରହିଛି । ମୁଁ ସଫାସୁତୁରା ବ୍ୟକ୍ତି । ମୋତେ ଏମାନେ ଛୁଇଁପାରିବେ ନାହିଁ । କେବଳେ ଏମାନେ ଗୁଳି ମାରିପାରିବେ ବୋଲି କହିଛନ୍ତି ରାହୁଲ ।

ରାହୁଲ ବେସ ଆକ୍ରାମକ ଆଭିମୁଖ୍ୟ ଆପଣାଇ କହିଛନ୍ତି, କଣ ଜେପି ନଡ୍ଡା ମୋ ପ୍ରଭେସର କିତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯିବି? କିଏ ସିଏ? ସାଂସଦ ରାହୁଲ କହିଛନ୍ତି, ଆଜି ଦେଶ ସାମ୍ନାରେ ଚ୍ୟାଲେଞ୍ଜ ରହିଛି । ସରକାର ଦେଶର ସମସ୍ୟାକୁ ଅଣଦେଖା କରୁଛନ୍ତି । ଭୂଲ ସୂଚନା ଦେଉଛନ୍ତି ।

ରାହୁଲ କହିଛନ୍ତି, ଆମେ କୋରୋନା, ଚୀନ ଉପରେ କହିଲି, ହେଲେ ସରକାର ଆମକୁ ଶତ୍ରୁ ଭାବିଲା । ଆମେ ସରକାରଙ୍କୁ ଚେତାବନୀ ଦେଉଛୁ । ସରକାର ବୁଝିପାରୁନାହାନ୍ତି ଯେ ଯଦି ଚାଷୀଙ୍କୁ ଚପାଇଦେବାକୁ ବି ଚେଷ୍ଟା କରାଯାଏ, ତାହେଲେ ସେମାନେ ଅଟକିବେ ନାହିଁ । ଏହି ଶକ୍ତି ଆଉ କେଉଁଠି ପ୍ରଦର୍ଶିତ ହେବ । ସେ କହିଛନ୍ତି, ଏହି ସରକାର ଭାବିବା, ବୁଝିବା ଓ ଶୁଣିବାକୁ ପ୍ରସ୍ତୁତ ନୁହେଁ । ଏହା କେବଳ କହିବା ଜାଣିଥିବା ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.