ETV Bharat / bharat

‘ପଞ୍ଜାବରେ ସମସ୍ତ କଂଗ୍ରେସ ନେତା ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି’ - ଅରବିନ୍ଦ କେଜିରଓ୍ବାଲ

ସାମ୍ବାଦିକ ସମ୍ମିଳନୀରେ ପଞ୍ଜାବ କଂଗ୍ରେସକୁ ଟାର୍ଗେଟ କଲେ କେଜ୍ରିୱାଲ । କହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବା ପାଇଁ ସମସ୍ତ କଂଗ୍ରେସ ନେତା ଚାହୁଁଛନ୍ତି । ଅଧିକ ପଢନ୍ତୁ...

ପଞ୍ଜାବରେ ସମସ୍ତ କଂଗ୍ରେସ ନେତା ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି: ଅରବିନ୍ଦ କେଜିରଓ୍ବାଲ

author img

By

Published : Sep 30, 2021, 2:08 PM IST

ଚଣ୍ଡିଗଡ: ଆଗକୁ ଆସୁଛି ବିଧାନସଭା ନିର୍ବାଚନ । ଏନେଇ ପଞ୍ଜାବରେ ସରକାର ଗଡିବା ଆଶାରେ ରେସରେ ସାମିଲ ହୋଇଛି ଆପ୍ । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ପଞ୍ଜାବ ଗସ୍ତର ଆଜି ଦ୍ବିତୀୟ ଦିନ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପଞ୍ଜାବ କଂଗ୍ରେସକୁ ଟାର୍ଗେଟ କରିଛନ୍ତି କେଜ୍ରିୱାଲ ।

ପଞ୍ଜାବ କଂଗ୍ରେସରେ ଚାଲିଥିବା କନ୍ଦଳକୁ ନେଇ ସେ କହିଛନ୍ତି ଯେ, ପଞ୍ଜାବ ବହୁତ ଆଶା ରଖି କଂଗ୍ରେସ ସରକାର ଗଠନ କରିଛି, କିନ୍ତୁ ଆଜି ସେ ସରକାରଙ୍କୁ ପରିହାସ କରାଯାଉଛି। ସମସ୍ତ କଂଗ୍ରେସ ନେତା ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦୌଡ଼ରେ ଅଛନ୍ତି ।

ଏପରି କହିବା ସହ ଯଦି ପଞ୍ଜାବରେ ଆମ ସରକାର ଗଠନ ହୁଏ ତେବେ ଆମେ ୩୦୦ ୟୁନିଟ୍ ବିଦ୍ୟୁତ୍ ଛାଡ କରିବୁ ଏହା ମଧ୍ୟ ଆମେ ଦିଲ୍ଲୀରେ କରିଛୁ ବୋଲି କହିଥିଲେ କେଜ୍ରିୱାଲ । ପଞ୍ଜାବରେ ବ୍ୟାପକ ସରକାରୀ ଡାକ୍ତରଖାନା ତିଆରି କରାଯିବ ଏବଂ ୧୬ଶହ ମହଲା ବିଶିଷ୍ଟ ମେଡିକାଲ କରାଯିବ । ଏହି ସବୁ ମେଡିକାଲରେ ଏୟାର କଣ୍ଡିସନ ମଧ୍ୟ କରାଯିବ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ତେବେ ପଞ୍ଜାବରେ ଯଦି ଆପ ସରକାର ଗଠନ କରେ ତେବେ କିଏ ମୁଖ୍ୟମନ୍ତ୍ରୀ ହେବ ? ଏହି ପ୍ରଶ୍ନରେ କେଜ୍ରିୱାଲ କହିଥଲେ ଯେ ସମୟ ଆସିଲେ ଆମେ ପଞ୍ଜାବକୁ ମୁଖ୍ୟମନ୍ତ୍ରୀ ପାଇଁ ଜଣେ ଭଲ ଚେହେରା ଦେବୁ । ଏହା କେହି ବି ହୋଇପାରନ୍ତି । ଏପର୍ଯ୍ୟନ୍ତ ଆମେ ଏ ବିଷୟରେ ଚିନ୍ତା କରିନାହୁଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.