ETV Bharat / bharat

Punjab polls 2022: କମ୍ପିବ ମୈଦାନ, ନିର୍ବାଚନୀ ଗୀତ ରିଲିଜ କଲା BJP

author img

By

Published : Feb 4, 2022, 1:57 PM IST

ପଞ୍ଜାବରେ ବିଧାନସଭାକୁ ନେଇ ସରଗରମ ପ୍ରଚାର ମଇଦାନ । ନିର୍ବାଚନୀ ଗୀତ ରିଲିଜ କଲା ବିଜେପି । ଅଧିକ ପଢନ୍ତୁ

Punjab polls 2022: ନିର୍ବାଚନୀ ଗୀତ ରିଲିଜ କଲା BJP

ଚଣ୍ଡିଗଡ: ପଞ୍ଜାବରେ ବିଧାନସଭା ନିର୍ବାଚନକୁ ନେଇ ସରଗରମ ପ୍ରଚାର ମଇଦାନ । ଭୋଟ ହାତେଇବା ପାଇଁ ପ୍ରଚାର ଆରମ୍ଭ କରିଦେଲେଣି ଦଳ । ତେବେ ପ୍ରଚାରକୁ ଆହୁରି ଜୋରଦାର କରିବା ପାଇଁ ବିଜେପି ପକ୍ଷରୁ ଏକ ଗୀତ ରିଲିଜ କରାଯାଇଛି । ବିଜେପି ସାଂସଦ ମନୋଜ ତିଓ୍ବାରି ବିଜେପିର ଏହି ନିର୍ବାଚନୀ ପ୍ରଚାର ଗୀତରେ କଣ୍ଠ ଦାନ କରିଛନ୍ତି । ଏନେଇ ପଞ୍ଚାବ ବିଜେପି ପକ୍ଷରୁ ଟ୍ବିଟରେ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି ।

  • ਦੇਸ਼ ਦੀ ਖਾਤਰ ਜ਼ਿੰਦਾ ਹੈ, ਉਹ ਦੇਸ਼ ਦੀ ਖਾਤਿਰ ਮਰਦਾ ਹੈ, ਭਲੇ ਦੇਸ਼ ਦੀ ਖਾਤਰ ਜਾਨ ਜਾਵੇ ਉਹ ਮਰਨ ਤੋਂ ਨਹੀਂ ਡਰਦਾ ਹੈ,ਪੰਜਾਬ ਵੱਧ ਚੱੜ ਬੋਲੇ, ਹੁਣ ਰੰਗ ਦੇ ਬਸੰਤੀ ਚੋਲਾ।#NawaPunjabBhajpaDeNaal pic.twitter.com/PhRD2PX67a

    — BJP PUNJAB (@BJP4Punjab) February 4, 2022 " class="align-text-top noRightClick twitterSection" data=" ">

ଯେଉଁଥିରେ ପଞ୍ଜାବର ସଂସ୍କୃତି ଓ ପରମ୍ପରାକୁ ଦର୍ଶାଯାଇଛି । ଏଥି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ମଧ୍ୟ ଭିଡିଓରେ ମଧ୍ୟ ଦର୍ଶାଯାଇଛି । ଏହାପୂର୍ବରୁ କିଛିଦିନ ତଳେ ୟୁପି ନିର୍ବାଚନୀ ପାଇଁ ମଧ୍ୟ ଏକ ଗୀତ ରିଲିଜ କରାଯାଇଥିଲା ।

ପଞ୍ଜାବରେ ଆସନ୍ତା ମାସ (ଫେବୃଆରୀ) ୨୦ ତାରିଖରେ ମାତ୍ର ଗୋଟିଏ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ମାର୍ଚ୍ଚ ୧୦ ଫଳାଫଳ ପ୍ରକାଶ ପାଇବ । ତେବେ ନିର୍ବାଚନୀ ଲଢୁଥିବା ଦଳ ଗୁଡିକ ପ୍ରଚାରକୁ ଏବେ ଜୋରଦାର କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.