ETV Bharat / bharat

ପୁଡୁଚେରୀରେ ଫୁଟିବ ପଦ୍ମ !

ଯଦି ଏକଜିଟ ପୋଲ ସତ ପ୍ରମାଣିତ ହୁଏ, ତେବେ ପୁ଼ଡୁଚେରୀରେ ପ୍ରଥମଥର ପଦ୍ମ ଫୁଟିବ । 30 ଆସନ ବିଶିଷ୍ଟ ପୁଡୁଚେରୀ ବିଧାନସଭାରେ ବର୍ତ୍ତମାନ ସୁ୍ଦ୍ଧା 14 ଟି ସିଟର ପ୍ରାରମ୍ଭିକ ଟ୍ରେଣ୍ଡ ଆସିଥିବା ବେଳେ, ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) 10 ଟି ଆସନରେ ଆଗୁଆ ଚାଲିଛି ।

author img

By

Published : May 2, 2021, 10:50 AM IST

puducherry assembly elections
puducherry assembly elections

ପୁଡୁଚେରୀ: ଦକ୍ଷିଣ ଭାରତୀୟ କେନ୍ଦ୍ର ଶାସିତ ରାଜ୍ୟ ପୁଡୁଚେରୀରେ ମଧ୍ୟ ଜାରି ରହିଛି ଭୋଟ ଗଣତି । ଏଠାରେ କଂଗ୍ରେସ ନେତୃତ୍ବାଧିନ ମେଣ୍ଟ ଓ ଜାତୀୟ ଗଣତାନ୍ତ୍ରକି ମେଣ୍ଟ (ଏନଡିଏ) ମଧ୍ୟରେ କଡା ଟକ୍କର ହେଉଛି ।

ଯଦି ଏକଜିଟ ପୋଲ ସତ ପ୍ରମାଣିତ ହୁଏ, ତେବେ ପୁ଼ଡୁଚେରୀରେ ପ୍ରଥମଥର ପଦ୍ମଫୁଟିବ । 30 ଆସନ ବିଶିଷ୍ଟ ପୁଡୁଚେରୀ ବିଧାନସଭା ରେ ବର୍ତ୍ତମାନ ସୁ୍ଦ୍ଧା 14 ଟି ସିଟର ପ୍ରାରମ୍ଭିକ ଟ୍ରେଣ୍ଡ ଆସିଥିବା ବେଳେ, ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) 10 ଟି ଆସନରେ ଆଗୁଆ ଚାଲିଛି । ସେହିପରି କଂଗ୍ରେସ ନେତୃତ୍ବାଧିନ (ୟୁପିଏ) 4 ଟି ଆସନରେ ଆଗୁଆ ଚାଲିଛି ।

କଣ କହୁଛି ଏକଜିଟ ପୋଲ...?

ଇଟିଭି ଭାରତର ଏକଜିଟ ପୋଲ ଅନୁସାରେ ପୁଡୁଚେରୀରେର ଏନଡିଏକୁ 18 ରୁ 21 ସିଟି ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.