ETV Bharat / bharat

ୟୁପି ବିଧାନସଭା ନିର୍ବାଚନ ପ୍ରସ୍ତୁତି; ଆଜି ପ୍ରିୟଙ୍କା ଗାନ୍ଧୀଙ୍କ ବୈଠକ

author img

By

Published : Jul 12, 2021, 9:07 AM IST

ଉତ୍ତରପ୍ରଦେଶରେ ଦଳର ବରିଷ୍ଠ ନେତାମାନଙ୍କ ସହିତ ଭର୍ଚୁଆଲରେ ବୈଠକ କରିବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ସକାଳ 10ଟା ବୈଠକ ହେବା ନେଇ ସୂଚନା ମିଳିଛି । ଅଧିକ ପଢନ୍ତୁ...

ପ୍ରିୟଙ୍କା ଗାନ୍ଧୀ ଭଦ୍ରା
ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ନୂଆଦିଲ୍ଲୀ: 2022 ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କଲାଣି କଂଗ୍ରେସ । ଉତ୍ତରପ୍ରଦେଶରେ ଦଳର ବରିଷ୍ଠ ନେତାମାନଙ୍କ ସହିତ ଭର୍ଚୁଆଲରେ ବୈଠକ କରିବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ସକାଳ 10ଟା ବୈଠକ ହେବା ନେଇ ସୂଚନା ମିଳିଛି ।

ପୂର୍ବରୁ ଶନିବାର ଉତ୍ତରପ୍ରଦେଶ ସରକାରଙ୍କ ଉପରେ ବର୍ଷିଥିଲେ । ବ୍ଲକ ସଭାପତି ନିର୍ବାଚନର ନାମାଙ୍କନ ପତ୍ର ଦାଖଲ ବେଳେ ହୋଇଥିବା ହିଂସାକୁ ନେଇ ୟୁପି ସରକାର ଉପରେ ବର୍ଷିଥିଲେ ପ୍ରିୟଙ୍କା । ପାର୍ଥୀପତ୍ର ଦାଖଲ କରିବାରୁ ମହିଳାଙ୍କୁ ବାଦ ଦେବା ସହିତ ତାଙ୍କୁ ଖରାପ ବ୍ୟବହାର ଦେଖାଇବା ନେଇ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ ପ୍ରିୟଙ୍କା ।

କିଛି ବର୍ଷ ପୂର୍ବରୁ ବିଜେପି ବିଧାୟକଙ୍କ ନାମରେ ଦୁର୍ଷ୍କମ ନେଇ ସ୍ବର ଉଠିଥିଲା । ଆଜି ବିଜେପି ସବୁ ସୀମା ପାର କରିଛି । ସେହି ସରକାର ସେହି ବ୍ୟବହାର ବୋଲି କହି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରିୟଙ୍କା ଗାନ୍ଧୀ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.