ETV Bharat / bharat

President Visit: ହିମାଚଳ ଓ ଜମ୍ମୁ ଯିବେ ରାଷ୍ଟ୍ରପତି

author img

By

Published : Jun 8, 2022, 9:00 PM IST

ଶୁକ୍ରବାର ହିମାଚଳ ପ୍ରଦେଶ ଗସ୍ତ କରିବେ ରାଷ୍ଚ୍ରପତି । ହିମାଚଳ ଗସ୍ତ ଅବସରରେ ଧର୍ମଶାଳା ସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଷଷ୍ଠ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି । ଅଧିକ ପଢନ୍ତୁ

President Visit
President Visit

ନୂଆଦିଲ୍ଲୀ: ଆସନ୍ତାକାଲି (ଗୁରୁବାର) ଠାରୁ 3 ଦିନିଆ ଜମ୍ମୁ କାଶ୍ମୀର ଓ ହିମାଚଳ ପ୍ରଦେଶ (Jammu and Himachal Pradesh) ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ (President Ramnath Kovind) । ଗୁରୁବାର ଜମ୍ମୁ କାଶ୍ମୀର ଆଇଆଇଏମ (Indian Institutes of Management)ର ପଞ୍ଚମ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ।

  • #PresidentKovind will be on a three-day visit to Jammu and Himachal Pradesh from tomorrow.

    President will address 5th Annual Convocation of IIM Jammu at Jammu tomorrow.

    On Friday, President will address 6th Annual Convocation of Central University of HP at Dharamshala. pic.twitter.com/9Qy5a3svfS

    — All India Radio News (@airnewsalerts) June 8, 2022 " class="align-text-top noRightClick twitterSection" data=" ">

ସେହିପରି ଶୁକ୍ରବାର ହିମାଚଳ ପ୍ରଦେଶ ଗସ୍ତ କରିବେ ରାଷ୍ଚ୍ରପତି । ହିମାଚଳ ଗସ୍ତ ଅବସରରେ ଧର୍ମଶାଳା ସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଷଷ୍ଠ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉଭୟ ପ୍ରଦେଶ ବିଶେଷ କରି ଜମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିଛି ପୋଲିସ ପ୍ରଶାସନ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.