ETV Bharat / bharat

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ସଫଳ

author img

By

Published : Aug 19, 2021, 4:30 PM IST

ଦିଲ୍ଲୀ ଆର୍ମି ହସ୍ପାଟାଲ ରାଷ୍ଟ୍ରପତିଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହୋଇଛି । ଏପ୍ରିଲରେ ଦିଲ୍ଲୀ ଏମ୍ସରେ ହୋଇଥିଲା ରାଷ୍ଟ୍ରପତିଙ୍କ ବାଇପାସ ସର୍ଜରୀ । ଅଧିକ ପଢନ୍ତୁ...

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ସଫଳ
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ସଫଳ

ନୂଆଦିଲ୍ଲୀ: ସଫଳ ହୋଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର । ଗୁରୁବାର ସକାଳେ ଦିଲ୍ଲୀ ଆର୍ମି ହସ୍ପାଟାଲ ରାଷ୍ଟ୍ରପତିଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହୋଇଛି । ଅସ୍ତ୍ରୋପଚାର ପରେ ତାଙ୍କୁ ଡିସଚାର୍ଜ କରିଦିଆଯାଇଛି ।

ରାଷ୍ଟ୍ରପତି ଭାବନ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ରାମନାଥ କୋବିନ୍ଦଙ୍କ ଅସ୍ତ୍ରୋପଚାର ସଫଳ ରହିଛି । ଗୁରୁବାର ସକାଳେ ସେନାର ରିସର୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର ହୋଇଛି । ଏହାପରେ ତାଙ୍କୁ ଡିସଚାର୍ଜ ଦିଆଯାଇଥିବା ରାଷ୍ଟ୍ରପତିଭବନ ପକ୍ଷରୁ ସୂଚନା ମିଳିଛି ।

ନିକଟରେ ଏପ୍ରିଲରେ ଦିଲ୍ଲୀ ଏମ୍ସରେ ହୋଇଥିଲା ରାଷ୍ଟ୍ରପତିଙ୍କ ବାଇପାସ ସର୍ଜରୀ । ଦିଲ୍ଲୀ ଏମ୍ସରେ ହୋଇଥିଲା ରାଷ୍ଟ୍ରପତିଙ୍କ ଅସ୍ତ୍ରୋପଚାର । ଛାତିରେ ଯନ୍ତ୍ରଣା ଅନୁଭବ ପରେ ରାଷ୍ଟ୍ରପତିଙ୍କର ହୋଇଥିଲା ସର୍ଜରୀ । ରାଷ୍ଟ୍ରପତିଙ୍କ ସର୍ଜରୀ କରିଥିଲେ ଜଣେ ଓଡିଆ ସର୍ଜନ ଡାକ୍ତର ଅକ୍ଷୟ କୁମାର ବିଷୋୟୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.