ETV Bharat / bharat

President Kovind To Visit Assam: ଆଜିଠୁ ୩ ଦିନିଆ ଆସାମ ଗସ୍ତରେ ରାଷ୍ଟ୍ରପତି - ଗୌହାଟୀର ଲାଚିଟ୍ ବାରଫୁକାନଙ୍କ ଜନ୍ମ ବାର୍ଷିକୀରେ ଯୋଗ ଦେବେ ରାଷ୍ଟ୍ରପତି

ଆଜିଠୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଆସାମ ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ଆଜିଠୁ ୩ଦିନିଆ ଆସାମ ଗସ୍ତରେ ଯିବେ ରାଷ୍ଟ୍ରପତି

author img

By

Published : Feb 25, 2022, 7:11 AM IST

ନୂଆଦିଲ୍ଲୀ: ଆଜିଠୁ ୩ ଦିନିଆ ଆସାମ ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ (President Kovind to visit Assam from today ) । ଆଜିଠୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଆସାମ ଗସ୍ତରେ ରହିବେ । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ନଜର ପକାନ୍ତୁ ରାଷ୍ଟ୍ରପତିଙ୍କ କାର୍ଯ୍ୟ ସୂଚୀ ଉପରେ:

  • ଆଜି ରାଷ୍ଟ୍ରପତି ଗୌହାଟୀର ଲାଚିଟ୍ ବାରଫୁକାନଙ୍କ 400 ତମ ଜନ୍ମ ବାର୍ଷିକୀ ଉତ୍ସବରେ ଯୋଗଦେବେ ।
  • ଫେବୃଆରୀ ୨୬ରେ ତେଜପୁର ଠାରେ ତେଜପୁର ବିଶ୍ୱବିଦ୍ୟାଳୟର 19 ତମ ସମ୍ମିଳନୀକୁ ରାଷ୍ଟ୍ରପତି କୋବିନ୍ଦ ସମ୍ବୋଧିନ କରିବେ । ସେହି ଦିନ ସେ କାଜିରଙ୍ଗା ଜାତୀୟ ଉଦ୍ୟାନ ଏବଂ ଟାଇଗର ରିଜର୍ଭ ପରିଦର୍ଶନ କରି ସେଠାରେ ଥିବା ଏକ ଅଭିଲେଖାଗାର ପ୍ରଦର୍ଶନୀକୁ ଉଦଘାଟନ କରିବେ ।
  • ଫେବୃଆରୀ ୨୭ରେ ଆସାମରୁ ପ୍ରତ୍ୟାବର୍ତ୍ତନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଏହା ପୂର୍ବରୁ ଫେବୃଆରୀ ୧୯ ରୁ ୨୨ପର୍ଯ୍ୟନ୍ତ ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିଥିଲେ ରାଷ୍ଟ୍ରପତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.