ETV Bharat / bharat

ଲୌହମାନବଙ୍କ ଜୟନ୍ତୀ; ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ - ସର୍ଦ୍ଦାର ବଲଭଭାଇ ପଟେଲ

ଆଜି ମହାନ ସ୍ବାଧୀନତା ସଂଗ୍ରାମୀ ତଥା ସ୍ବାଧୀନ ଭାରତର ପ୍ରଥମ ଉପମୁଖ୍ୟମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ । ଏହି ଦିନକୁ 'ଜାତୀୟ ଏକତା ଦିବସ' ଭାବେ ପାଳନ କରାଯାଉଛି । ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଲୌହମାନବଙ୍କ ଜନ୍ମ ଜୟନ୍ତୀରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

author img

By

Published : Oct 31, 2021, 11:57 AM IST

ନୂଆଦିଲ୍ଲୀ: ଆଜି ମହାନ ସ୍ବାଧୀନତା ସଂଗ୍ରାମୀ ତଥା ସ୍ବାଧୀନ ଭାରତର ପ୍ରଥମ ଉପମୁଖ୍ୟମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ । ଏହି ଦିନକୁ 'ଜାତୀୟ ଏକତା ଦିବସ' ଭାବେ ପାଳନ କରାଯାଉଛି । ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଲୌହମାନବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

  • सरदार पटेल का जीवन हमें बताता है कि कैसे एक व्यक्ति अपनी दृढ़ इच्छाशक्ति, लौह नेतृत्व और अदम्य राष्ट्रप्रेम से देश के भीतर की सभी विविधताओं को एकता में बदल कर एक अखंड राष्ट्र का स्वरूप दे सकता है। सरदार साहब ने देश के एकीकरण के साथ आजाद भारत की प्रशासनिक नींव रखने का भी काम किया। pic.twitter.com/QDLxDCodkd

    — Amit Shah (@AmitShah) October 31, 2021 " class="align-text-top noRightClick twitterSection" data=" ">

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ କରି କହିଛନ୍ତି ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀରେ ମୋର ବିନମ୍ର ଶଦ୍ଧାଞ୍ଜଳି । ଦେଶର ଏକତାର ପ୍ରତୀକ ସର୍ଦ୍ଦାର ପଟେଲ ଆମ ଅଗ୍ରଣୀ ରାଷ୍ଟ୍ର ନିର୍ମାତାରେ ଉଚ୍ଚ ସ୍ଥାନରେ ଅଛନ୍ତି । ନୈତିକତାରେ ଆଧାରିତ କାର୍ଯ୍ୟ, ସଂସ୍କୃତିର ସ୍ଥାପନା ଓ ରାଷ୍ଟ୍ର ସେବା ପାଇଁ ଦେଶବାସୀ ସର୍ଦ୍ଦାର ପଟେଲଙ୍କ ପ୍ରତି ସର୍ବଦା ଋଣି ରହିବେ ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନୂଆଦିଲ୍ଲୀ ସ୍ଥିତ ପଟେଲ ଚୌକରେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଦେଇଛନ୍ତି ରାଷ୍ଟ୍ରପତି ।

  • आज केवड़िया में ‘Statue of Unity’ पर राष्ट्रीय एकता के प्रतीक सरदार वल्लभभाई पटेल जी की जयंती पर उनके चरणों में नमन कर पुष्पांजलि अर्पित की। #NationalUnityDay pic.twitter.com/716PhBWyuC

ସେହପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଲୌହମାନବଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏକ ଭାରତ, ଶ୍ରେଷ୍ଠ ଭାରତ ପାଇଁ ଜୀବନକୁ ସମର୍ପିତ କରିଥିବା ବ୍ୟକ୍ତିତ୍ବ ହେଲେ ରାଷ୍ଟ୍ରନାୟକ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି । ସର୍ଦ୍ଦାର ପଟେଲ କେବଳ ଇତିହାସରେ ନୁହଁ ଲୋକଙ୍କ ହୃହୟରେ ଅଛନ୍ତି ବୋଲି ଟ୍ବିଟ କିର କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୋଦି ଆହୁରି କହିଛନ୍ତି ଆଜି ତାଙ୍କ ପ୍ରେରଣା ପାଇଁ ଭାରତ ସବୁ ପ୍ରକାର ସମସ୍ୟାରୁ ବାହାରିବାକୁ ସକ୍ଷମ ଅଛି ।

  • President Ram Nath Kovind paid floral tributes to Sardar Vallabhbhai Patel on his birth anniversary at Rashtrapati Bhavan. pic.twitter.com/UUk6V1OEa3

    — President of India (@rashtrapatibhvn) October 31, 2021 " class="align-text-top noRightClick twitterSection" data=" ">

ଅନ୍ୟପଟେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସର୍ଦ୍ଦାର ପଟେଲଙ୍କ ଜୀବନ ଆମକୁ ଶିଖାଇଛି ଯେ ଜଣେ ବ୍ୟକ୍ତି କିପରି ନିଜର ଦୃଢ ଇଚ୍ଛାଶକ୍ତି, ଲୌହା ନେତୃତ୍ବ ଏବଂ ଅବିସ୍ମରଣୀୟ ଦେଶପ୍ରେମ ସହିତ ଦେଶର ସମସ୍ତ ବିବିଧତାକୁ ଏକତାରେ ପରିଣତ କରିପାରିବ । ଏକ ମିଳିତ ରାଷ୍ଟ୍ରର ରୂପ ଦେବ। ଦେଶର ଏକୀକରଣ ସହିତ ସର୍ଦ୍ଦାର ସାହେବ ମଧ୍ୟ ସ୍ବାଧୀନ ଭାରତର ପ୍ରଶାସନିକ ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ କାର୍ଯ୍ୟ କରିଥିବା ଟ୍ବିଟ କରି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।

ସେ ଆହୁରି କହିଛନ୍ତି, ମାତୃଭୂମି ପାଇଁ ସର୍ଦ୍ଦାର ସାହେବଙ୍କ ଉତ୍ସର୍ଗୀକୃତତା, ବିଶ୍ବସ୍ତତା, ସଂଗ୍ରାମ ଏବଂ ବଳିଦାନ ପ୍ରତ୍ୟେକ ଭାରତୀୟଙ୍କୁ ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ଉତ୍ସର୍ଗ କରିବାକୁ ପ୍ରେରଣା ଯୋଗାଇଛି। ମିଳିତ ଭାରତର ଏପରି ମହାନ ଶିଳ୍ପୀଙ୍କ ଜନ୍ମ ଜୟନ୍ତୀରେ, ତାଙ୍କୁ କୋଟି କୋଟି ନମସ୍କାର । 'ଜାତୀୟ ଏକତା ଦିବସ'ରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶାହ ।

ଗୁଜୁରାଟର ନର୍ମଦା ଜିଲ୍ଲାର କେବାଡିଆ ସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟି କମ୍ପ୍ଲେକ୍ସରେ 'ଜାତୀୟ ଏକତା ଦିବସ' ପରେଡ ଆୟୋଜିତ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କେବାଡିଆରେ ପହଞ୍ଚି ଜାତୀୟ ଏକତା ଦିବସ ପରେଡରେ ଅଂଶଗ୍ରହଣ କରି ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.