ETV Bharat / bharat

Encounter in Kulgam: ଜଣେ ଯବାନ ଶହୀଦ, ଜଣେ ଆତଙ୍କୀ ନିପାତ - କୁଲଗାମ ଏନକାଉଣ୍ଚରରେ ଜଣେ ଯବାନ ଶହୀଦ

ଜମ୍ମୁ କାଶ୍ମୀରର କୁଲଗାମରେ ଏନକାଉଣ୍ଟର । ସୁରକ୍ଷା ବାହିନୀର ଜଣେ ଯବାନ ଶହୀଦ । ଜଣେ ଆତଙ୍କୀ ନିପାତ । ଜାରି ରହିଛି ଏନକାଉଣ୍ଟର । ଅଧିକ ପଢନ୍ତୁ

Encounter in Kulgam: ଜଣେ ଯବାନ ଶହୀଦ, ଜଣେ ଆତଙ୍କୀ ନିପାତ

author img

By

Published : Jan 12, 2022, 10:49 PM IST

ଶ୍ରୀନଗର: କାଶ୍ମୀରର କୁଲାଗମା ଅଞ୍ଚଳରେ ଜାରି ରହିଥିବା ଏନାକାଉଣ୍ଟରେ ସୁରକ୍ଷା ବଳର ଜଣେ ଯବାନ ଶହୀଦ । ଏହି ଏନକାଉଣ୍ଟରରେ ଜଣେ ଆତଙ୍କୀକୁ ମଧ୍ୟ ସୁରକ୍ଷା ବଳ ନିପାତ କରିଥିବା ବେଳେ ଏଥିରେ ୩ ଯବାନଙ୍କ ସମେତ କିଛି ସ୍ଥାନୀୟ ବାସିନ୍ଦା ମଧ୍ୟ ଆହତ ହୋଇଛନ୍ତି । ଶହୀଦ ଯବାନଙ୍କ ନାଁ ରୋହିତ ଛବି ବୋଲି ସ୍ପଷ୍ଟ କରିଛି ସୁରକ୍ଷା ବାହିନୀ ।

  • #KulgamEncounterUpdate: One police personnel SgCt Rohit Chhib killed attained martyrdom; 1 JeM terrorist killed. 3 Army soldiers injured. 2 civilians also received minor injuries. Operation continues: IGP Kashmir

    — ANI (@ANI) January 12, 2022 " class="align-text-top noRightClick twitterSection" data=" ">

ଏନକାଉଣ୍ଟରରେ ଆହତ ଯବାନଙ୍କ ସମେତ ୩ ସ୍ଥାନୀୟ ବାସିନ୍ଦାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିପାତ ଆତଙ୍କୀର ପରିଚୟ ସ୍ପଷ୍ଟ ହୋଇ ନଥିବା ବେଳେ ସେ ଜୈସ-ଏ-ମହମ୍ମଦ(JEM)ର ସଦସ୍ୟ ବୋଲି ପ୍ରାଥମିକ ଭାବେ ଜଣାପଡିଛି । ଏବେ ମଧ୍ୟ ସୁରକ୍ଷା ବାହିନୀ ଉକ୍ତ ସ୍ଥାନକୁ କର୍ଡନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରିଥିବା କାଶ୍ମୀର ଆଇଜିପି ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.