ଶ୍ରୀନଗର: ଜାମ୍ମୁ-କାଶ୍ମୀର ଫୁଲୱାମାରେ ପୋଲିସ ଅଫିସରଙ୍କୁ ଗୁଳି କରି ହତ୍ୟା(Police officer shot dead in J-K's Pulwama) । ମୃତକ ହେଉଛନ୍ତି ସବ୍ ଇନ୍ସପେକ୍ଟର ଫାରୁକ୍ ଅହମ୍ମଦ ମିର୍ (Sub-Inspector Farooq Ahmad Mir) । ଶୁକ୍ରବାର ବିଳମ୍ବିତ ରାତିରେ ଫୁଲୱାମା ସମ୍ବୁରା ଅଞ୍ଚଳରେ ସ୍ଥିତ ନିଜ ଘର ଭିତରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମିର୍ ସିଟିସି ଲେଥପୋରା ଠାରେ ଆଇଆରପି ୨୩ତମ ବାଟାଲିୟନରେ(IRP 23rd Battalion) ନିଯୁକ୍ତ ହୋଇଥିଲେ ।
![ଫୁଲୱାମାରେ ପୋଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା](https://etvbharatimages.akamaized.net/etvbharat/prod-images/15591078_980_15591078_1655514664142.png)